"ସରୋଜ ଖାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
୧ କ ଧାଡ଼ି:
{{ଛୋଟ|Saroj Khan}}
{{Use dmy dates|date=August 2013}}
{{Infobox person
| name = ସରୋଜ୍ ଖାନ୍
୮ କ ଧାଡ଼ି:
| birth_name = ନିର୍ମଳା ନାଗପାଲ୍
| alias =
| birth_date = {{birth date and age|df=yes|1948|11|22}}
| birth_place = [[ବମ୍ବେ]], [[ବମ୍ବେ ରାଜ୍ୟ]], [[ଭାରତ]]
| death_date = {{death date and age|2020|7|03|1948|11|22|df=y}}
| occupation =
| death_place = ମୁମ୍ବାଇ
| years_active = ୧୯୫୮- ବର୍ତ୍ତମାନ
| occupation = ନୃତ୍ୟ ନିର୍ଦ୍ଦେଶକ
| years_active = ୧୯୫୮- ବର୍ତ୍ତମାନ୨୦୨୦
| website =
| module = {{Listen |embed= yes |filename= Saroj Khan Indian Choreographer voice sample.ogg|title= Saroj Khan's voice in Hindi|type= speech |description= Saroj Khan discussing how she started her career. }}
}}
'''ନିର୍ମଳାସରୋଜ ନାଗପାଲ୍''', ଯେ ଲୋକପ୍ରିୟ ଭାବେ '''ସରୋଜ୍ ଖାନ୍ଖାନ''' (୨୨ ନଭେମ୍ବର ୧୯୪୮)ରେ ଜନ୍ମ- ୩ ହୋଇଥିଲେଜୁଲାଇ ୨୦୨୦), [[ହିନ୍ଦୀ ସିନେମା]] ଜଗତରେଜଗତର ଜଣେ ପ୍ରଖ୍ୟାତ ଭାରତୀୟ [[ନର୍ତ୍ତକୀ]] ତ‌ଥା [[ନୃତ୍ୟ ନିର୍ଦ୍ଦେଶିକା]] ଭାବେ ଜଣାଶୁଣା ଥିଲେ । ସେ ୨୦୦୦ରୁ ଅଧିକ ଗୀତରେ ନିର୍ଦ୍ଦେଶନା ଦେଇଛନ୍ତିଦେଇଥିଲେ । ସେ କିଷନ‌ଚାନ୍ଦ ସାଧ୍ୟ ସିଂ ଓ ନୋନି ସାଧୁ ସିଂଙ୍କ ଠାରୁ ଜନ୍ମ ହୋଇଥିଲେ । ସେ ବିବାହିତା ଅଟନ୍ତି ।
 
ଏକ ପାକିସ୍ଥାନୀ ଦୂରଦର୍ଶନ କାର୍ଯ୍ୟକ୍ରମରେ କରିଥିବା ସ୍ୱୀକାରୋକ୍ତି ଅନୁଯାୟୀ, ବିବାହ ପୁର୍ବରୁ ସେ ଇସଲାମ୍ ଗ୍ରହଣ କରିଥିଲେ ଓ ଏବେ ମଧ୍ଧ୍ୟମଧ୍ୟ ସେ ମୁସଲ୍‌ମାନ ଅଟନ୍ତି । ତେର ବର୍ଷ ବୟସରେ ସେ ବି ସୋହନ୍‌ଲାଲ୍‌ଙ୍କୁ ବିବାହ କରିଥିଲେ, ଯିଏ ସେ ସମୟରେ ଜଣେ ଜଣାଶୁଣା ନୃତ୍ୟ ଶିକ୍ଷକ ଥିଲେ । ସୋହନ୍‌ଲାଲ‌ ୪୧ ବର୍ଷର ଜଣେ ବିବାହିତ ପୁରୁଷ ଥିଲେ ଓ ତାଙ୍କର ଚାରୋଟି ସନ୍ତାନ ଥିଲେ । ୧୪ ବର୍ଷରେ ସେ ତାଙ୍କର ପ୍ରଥମ ସନ୍ତାନ ହମିଦ୍ ଖାନ୍‌ଙ୍କୁ ଜନ୍ମ ଦେଇଥିଲେ, ଯେ ବର୍ତ୍ତମାନ ରାଜୁ ଖାନ୍ ନାମରେ ଜଣେ ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ।
 
୧୯୬୫ରେ ସେ ସୋହନ୍‌ଲାଲ୍‌ଙ୍କ ଠାରୁ ବିଛ୍ଛେଦବିଚ୍ଛେଦ ହୋଇଥିଲେ ମଧ୍ଧ୍ୟମଧ୍ୟ ତାଙ୍କ ସ‌ହ କାମ କରୁଥିଲେ । ସୋହନ୍‌ଲାଲ୍‌ଙ୍କ ହୃଦ‌୍‌ଘାତ ପରେ ସେମାନେ ପୁଣିଥରେ ଏକାଠି ହୋଇଥିଲେ । ସୋହନ୍‌ଲାଲ୍‌ଙ୍କ ଠାରୁ ସରୋଜ୍ ଖାନ୍‌ଙ୍କର ହୀନା ଖାନ୍ (କୁକୁ) ନାମରେ ଆଉ ଏକ ସନ୍ତାନ ଥିଲା । ପରେ ସୋହନ୍‌ଲାଲ୍ ସରୋଜ୍ ଓ ଦୁଇ ପିଲାଙ୍କୁ ଛାଡି ମୁମ୍ବାଇ ଚାଲିଯାଇଥିଲେ । ପରେ ସରୋଜ୍ ଖାନ୍ ସର୍ଦ୍ଦାର୍ ରୋଶନ୍ ଖାନ୍‌ଙ୍କୁ ବିବାହ କରିଥିଲେ ଓ ସୁକଇନା ଖାନ୍ ନାମରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଯିଏ ବର୍ତ୍ତମାନ ଦୁବାଇରେ ଏକ ନୃତ୍ୟ ଅନୁଷ୍ଠାନ ଚଲାଉଛନ୍ତି ।
 
==ବୃତ୍ତି==
Line ୨୫ ⟶ ୨୭:
 
୨୦୧୪ ମସିହାରେ, ସେ ''[[ଗୁଲାବ୍ ଗ୍ୟାନ୍ଗ]]''ରେ ମାଧୁରୀ ଦୀକ୍ଷିତଙ୍କ ସ‌ହ ପୁଣିଥରେ କାମ କରିଥିଲେ ।<ref name="times">{{Cite web | title = Madhuri is still superb: Saroj Khan | url = http://articles.timesofindia.indiatimes.com/2013-05-22/news-interviews/39444524_1_indian-dance-saroj-khan-choreographer |publisher = The Times of India | date =22 May 2013 | accessdate = 13 June 2013 }}</ref>
 
==ଏହା ମଧ୍ଧ୍ୟ ଦେଖନ୍ତୁ==
* [[ନୃତ୍ୟରେ ଭାରତୀୟ ମହିଳା]]
 
==ଆଧାର==
{{ଆଧାର}}
 
==ଅଧିଅ ତଥ୍ୟ==
==ବାହ୍ୟ ଆଧାର==
* {{IMDb name|0451314}}
 
{{ଫିଲ୍ମ ଫେୟାର ପୁରସ୍କାର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ}}
 
{{Authority control}}
 
{{DEFAULTSORT:ଖାନ୍, ସରୋଜ୍}}
[[Categoryଶ୍ରେଣୀ:୧୯୪୮ ଜନ୍ମ]]
[[ଶ୍ରେଣୀ:୨୦୨୦ ମୃତ୍ୟୁ]]
[[Category:ଭାରତୀୟ ଚଳଚ୍ଚିତ୍ର ନୃତ୍ୟ ନିର୍ଦ୍ଦେଶକ]]
[[Category:ଭାରତୀୟ ମହିଳା ନୃତ୍ୟ ନିର୍ଦ୍ଦେଶକ]]
[[Category:ଭାରତୀୟ ନୃତ୍ୟ ନିର୍ଦ୍ଦେଶକ]]
[[Category:ଭାରତର ପୂର୍ବତନ ହିନ୍ଦୁ]]
[[Category:୧୯୪୮ ଜନ୍ମ]]
[[Category:ଜୀବିତ ବ୍ୟକ୍ତି]]
[[Category:ଫିଲ୍ମ ଫେୟାର ପୁରସ୍କାର ବିଜେତା]]
"https://or.wikipedia.org/wiki/ସରୋଜ_ଖାନ"ରୁ ଅଣାଯାଇଅଛି