"ମିତାଲୀ ରାଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ସଜାଣି
୮୬ କ ଧାଡ଼ି:
 
 
''ମିତାଲୀ ରାଜ'' (ଜନ୍ମ: ୩ ଡିସେମ୍ବର, ୧୯୮୨) ଭାରତୀୟ ମହିଳା [[କ୍ରିକେଟ]]ର ପୂର୍ବ ଅଧିନାୟିକା ଥିଲେ । ସେ ''ଟେଷ୍ଟ କ୍ରିକେଟ ମ୍ୟାଚ''ରେ ଦୁଇଥର ଶତକ କରିଥିବା ପ୍ରଥମ ମହିଳା ଖେଳାଳୀ ଅଟନ୍ତି ।<ref>{{cite web|url=http://www.espncricinfo.com/india/content/player/54273.html|publisher=ESPN|title=Mithali Raj|accessdate=7 दिसम्बर 2013}}</ref>
 
==ପ୍ରାରମ୍ଭିକ ଜୀବନ==
ମିତାଲୀ ରାଜଙ୍କ ଜନ୍ମ ୩ ଡିସେମ୍ବର ୧୯୮୨ ମସିହାରେ [[ଯୋଦ୍ଧାପୁରରାଜସ୍ଥାନ]], [[ରାଜସ୍ଥାନଯୋଧପୁର]]ରେ ସହରରେ ହୋଇଥିଲା । ସେ [[ଭାରତନାଟ୍ୟମ]] ନୃତ୍ୟରେ ମଧ୍ୟ ଟ୍ରେନିଂପ୍ରଶିକ୍ଷଣ ପ୍ରାପ୍ତଲାଭ କରିଥିଲେ ଏବଂ ତାହାର ମଞ୍ଚମଞ୍ଚରେ କାର୍ଯ୍ୟକ୍ରମପରିବେଷଣ ମଧ୍ୟ କରିଥିଲେ । କ୍ରିକେଟ କାରଣରୁ ସେ ନିଜ [[ଭାରତନାଟ୍ୟମ]] ନୃତ୍ୟ କକ୍ଷରୁନୃତ୍ୟଠାରୁ ବହୁ ସମୟ ପର୍ଯ୍ୟନ୍ତ ଦୂରେଇ ରହୁଥିଲେ । ତା'ପରେ ନୃତ୍ୟତାଙ୍କ ଅଧ୍ୟାପକନୃତ୍ୟଗୁରୁ ତାଙ୍କୁ ନୃତ୍ୟ ଏବଂ କ୍ରିକେଟ ମଧ୍ୟରୁ ଗୋଟିଏ ପସନ୍ଦ ବାଛିବାକୁ କହିଥିଲେ ଓ ସେ କ୍ରିକେଟକୁ ବାଛିଥିଲେ । ତାଙ୍କ ମାତାଙ୍କ ଲୀଳାପିତାଙ୍କ ନାମ ଦୋରାଇ ରାଜ ଜଣେ ଅଧିକାରୀମାତାଙ୍କ ଥିଲେନାମ ଲୀଳା ରାଜ । ତାଙ୍କ ପିତା ଧୀରଜ ରାଜ ଡୋରାଇଦୋରାଇ ରାଜ ବ୍ୟାଙ୍କରେ ଚାକିରୀ କରିବା ପୂର୍ବରୁ [[ଏୟାରଭାରତୀୟ ଫୋର୍ସବାୟୁସେନା]]ରେ ଜଣେ ଏୟାରମ୍ୟାନ(ୱାରାଣ୍ଟ ଅଫିସର) ଥିଲେ । ସେ ସ୍ୱୟଂ ମଧ୍ୟଜଣେ କ୍ରିକେଟର ଥିଲେ, ସେ ନିଜେ ମଧ୍ୟ ମିତାଲୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସବୁ ସମ୍ଭବ ଉପାୟ କରିଥିଲେ । ତାଙ୍କମିତାଲିଙ୍କ ଯାତ୍ରା ଖର୍ଚ୍ଚ ଉଠାଇବା ପାଇଁ ନିଜ ଖର୍ଚ୍ଚରେ ନିୟନ୍ତ୍ରଣ କରିଥିଲେ । ଏହି ପ୍ରକାରରେ ମିତାଲୀଙ୍କ ମା'ଙ୍କୁ ମଧ୍ୟ ତାଙ୍କ ପାଇଁ ଅନେକ କୁର୍ବାନିତ୍ୟାଗସ୍ୱୀକାର ଦେଇଥିଲେକରିବାକୁ ପଡିଥିଲାସେ ନିଜ ଝିଅଙ୍କର ସହାୟତା ହେତୁ ନିଜ ଚାକିରି ଛାଡିଦେଲେଝିଅ ପାଇଁ, କାରଣ ଯେତେବେଳେ ଖେଳର ଅଭ୍ୟାସ ପରେ ଥକିକରି ଫେରିବେ ତ' ସେ ନିଜ ଝିଅଙ୍କର ଧ୍ୟାନଚାକିରି ରଖିପାରିବେଛାଡିଦେଇଥିଲେ ପିଲାବେଳେ ଯେତେବେଳେ ତାଙ୍କ ଭାଇଙ୍କୁ [[କ୍ରିକେଟ]]ର କୋଚିଂପ୍ରଶିକ୍ଷଣ ଦିଆଯାଉଥିଲା , ସେତେବେଳେ ମଉକାମିତାଲୀ ମଧ୍ୟ ପାଇଖେଳ ଗେନ୍ଦକୁପ୍ରତି ଘୁମାଇଆଗ୍ରହ ଦେଉଥିଲେଦେଖାଉଥିଲେ । ସେହି ସମୟରେ କ୍ରିକେଟର "ଜ୍ୟୋତି ପ୍ରସାଦ" ତାଙ୍କୁତାଙ୍କ ନୋଟିସଖେଳ କରିଥିଲେ ଏବଂଦେଖି ସେ କ୍ରିକେଟଭବିଷ୍ୟତରେ ଜଗତରଜଣେ ଭଲ କ୍ରିକେଟ ଖେଳାଳୀ ରୂପେ ପରିଚିତ ହେବେହେବ ବୋଲି କହିଥିଲେ । ମିତାଲୀଙ୍କ ''ମାତା - ପିତା'' ତାଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିଥିଲେ ତଥା ଏହି ପ୍ରକାରର ସହାୟତା କରିଥିଲେ ଯାହା କାରଣରୁ ସେ ଏହି ମୁକାମ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ ।
 
==ଖେଳ ଜୀବନ==
ମିତାଲୀ ରାଜ ୧୯୯୯ ମସିହାରେ ନିଜର ପ୍ରଥମ ଏକ ଦିବସୀୟ ଅନ୍ତରରାଷ୍ଟ୍ରୀୟ ମ୍ୟାଚ [[ଆୟରଲ୍ୟାଣ୍ଡ]] ବିରୁଦ୍ଧରେ ମିଲ୍ଟନ କୀନସଠାରେ ଖେଳିଥିଲେ । ଏହି ମ୍ୟାଚରେ ସେ ଅପରାଜିତ ୧୧୪ରନ କରିଥିଲେ । ୨୦୦୧ - ୨୦୦୨ ସିଜିନରେ ସେ [[ଇଂଲଣ୍ଡ]] ବିରୁଦ୍ଧରେ ଲକ୍ଷ୍ନୌଠାରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହି ମ୍ୟାଚରେ ସେ କୌଣସି ରନ କରି ପାରିନଥିଲେ । ଏକ ସମୟରେ ଅନ୍ତରରାଷ୍ଟ୍ରୀୟ ମହିଳା ଟେଷ୍ଟ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୨୧୪ ରନର ରେକର୍ଡ ମିତାଲିଙ୍କ ନାମରେ ଥିଲା । ଏହି ଇତିହାସ ସେ ୨୦୦୨ ମସିହାରେ ଟୌଣ୍ଟନଠାରେ, ଇଂଲଣ୍ଡର ବିରୁଦ୍ଧରେ ଖେଳି ପ୍ରତିଷ୍ଠା କରିଥିଲେ । ଏହି ସମୟରେ ତାଙ୍କର ବୟସ ଥିଲା ୧୯ ବର୍ଷ । ଏହି ରେକର୍ଡ଼ ସେ କରେନ ବୋଲ୍ଟନଙ୍କ ୨୦୯ ରନର ରେକର୍ଡ଼ ଭାଙ୍ଗି ପ୍ରତିଷ୍ଠା କରିଥିଲେ । ୨୦୦୬ ମସିହାରେ ମିତାଲୀ ରାଜଙ୍କ ନେତୃତ୍ୱରେ ମହିଳା କ୍ରିକେଟ ଦଳ ପୁନଶ୍ଚ ଇଂଲଣ୍ଡ ଗସ୍ତରେ ଯାଇଥିଲେ । ମିତାଲୀଙ୍କ ନେତୃତ୍ୱରେ ଟୌଣ୍ଟନଠାରେ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଟିମ ଇଂଲଣ୍ଡକୁ ପାଞ୍ଚ ୱିକେଟରେ ପରାସତ କରି ୧-୦ରେ ଏହି ଟେଷ୍ଟ ସିରିଜ ଜିତି ଥିଲା । ମିତାଲୀ ୨୦୦୫଼ ମହିଳା ବିଶ୍ୱ କପରେ ଭାରତୀୟ ମହିଳା ଦଳର କପ୍ତାନ ଥିଲେ ଓ ଏହି ବିଶ୍ୱକପରେ ଭାରତ ରନର୍ସ-ଅପ ହେଇଥିଲା ।<ref>{{cite web|url=http://www.hindustantimes.com/cricket/why-women-s-cricket-world-cup-final-is-extra-special-for-mithali-raj-jhulan-goswami/story-RZvrp01lhhm3uN634vZ65N.html|title=Why Women's Cricket World Cup final is extra special for Mithali Raj, Jhulan Goswami|access-date=22 July 2017|archive-url=https://web.archive.org/web/20170723024318/http://www.hindustantimes.com/cricket/why-women-s-cricket-world-cup-final-is-extra-special-for-mithali-raj-jhulan-goswami/story-RZvrp01lhhm3uN634vZ65N.html|archive-date=23 July 2017|url-status=live}}</ref>
 
[[ହାଇଦ୍ରାବାଦ]]ର ମିତାଲୀ ରାଜ ଏକ ଦିବସୀୟ ଅନ୍ତରରାଷ୍ଟ୍ରୀୟ ମ୍ୟାଚରେ ୧୯୯୯ ମସିହାରେ ପ୍ରଥମ ଥର ଭାଗ ନେଇଥିଲେ । ଏହି ମ୍ୟାଚ ମିଲ୍ଟନ କୀନେସ , [[ଆୟରଲ୍ୟାଣ୍ଡ]]ରେ ହୋଇଥିଲା ଯେଉଁଥିରେ ମିତାଲୀ ରାଜ ନବାଦ ୧୧୪ ରନ ବନେଇଥିଲେ । ସେ ୨୦୦୧ - ୨୦୦୨ ମସିହାରେ 'ଲଖନୌ'ରେ [[ଇଂଲଣ୍ଡ]] ବିରୁଦ୍ଧରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ମିତାଲୀ ଯେତେବେଳେ ପ୍ରଥମ ଥର ଅନ୍ତରରାଷ୍ଟ୍ରୀୟ ଟେଷ୍ଟ ମ୍ୟାଚରେ ସାମିଲ ହେଲେ ତ ବୀଣା କୌଣସି ରନ୍ ବନାଇ ଶୂନ୍ୟରେ ଆଉଟ ହୋଇଗଲେ । କିନ୍ତୁ ସେ ନିଜ କ୍ୟାରିଅରରେ ନିଜ ମେହେନତର ଦମରେ ଆଗକୁ ବଢି ଦେଖାଇଲେ ଏବଂ ଅନ୍ତରରାଷ୍ଟ୍ରୀୟ ମହିଳା କ୍ରିକେଟରେ ଆଜି ପର୍ଯ୍ୟନ୍ତର ସର୍ବାଧିକ ସ୍କୋର ୨୧୪ ରନ ବନାଇକରି କୀର୍ତ୍ତି ମାନ ସ୍ଥାପିତ କରିଥିଲେ । ଏହି ଇତିହାସ ସେ ଇଂଲଣ୍ଡର ବିରୁଦ୍ଧରେ ଖେଳି ୨୦୦୨ ମସିହାରେ ବନେଇଥିଲେ । ଏହା ମହିଳା କ୍ରିକେଟର ସର୍ବାଧିକ ରନ ରେକର୍ଡ ଅଟେ ।
 
ସେ ୪ ବର୍ଷର ଅନ୍ତରାଳର ପଶ୍ଚାତ ଜୁଲାଇ , ୨୦୦୬ ମସିହାରେ ମିତାଲୀ ରାଜର ନେତୃତ୍ୱରେ ମହିଳା କ୍ରିକେଟ ଟିମ ପୁନଶ୍ଚ ଇଂଲଣ୍ଡର ଦୌରା କଲେ । ସମସ୍ତ ଖିଲାଡ଼ୀ ବହୁତ ଟ୍ରେନିଙ୍ଗ ନେଇ ''ୱାନ ଡେ ଇଣ୍ଟରନ୍ୟାସନଲ'' ଖେଳିବାକୁ ଯାଇଥିଲେ । ଏହା ବି.ସୀ.ସୀ.ଆଇ. (କ୍ରିକେଟ ବୋର୍ଡ) ତଥା ବିମେଂସ୍ ଏସୋସିଏସନ୍ସ ଅଫ୍ ଇଣ୍ଡିଆର ଏକିକରଣ ପାଖକୁ ପାଦ ବଢାଇଥିଲା । ମିତାଲୀଙ୍କ ଅଗୁଆଈରେ ଭାରତୀୟ ଟିମ ଟାଂଟନରେ ଇଂଲଣ୍ଡକୁ ଦ୍ୱିତୀୟ ଟେଷ୍ଟରେ ପାଞ୍ଚ ୱିକେଟରେ କରାରୀ ଶିକସ୍ତ ଦେଇ ଦୁଇ ମୌଞ୍ଚର ଶୃଙ୍ଖଳା ୧-୦ରେ ଜିତି ଥିଲା । ଏହି ପ୍ରକାରେ ମିତାଲୀଙ୍କ ନେତୃତ୍ୱରେ ମହିଳା କ୍ରିକେଟ ଟିମ ଇଂଲାଣ୍ଡକୁ ତାଙ୍କରି ଜନ୍ମ ଭୂମିରେ ହରାଇ ଦେଲେ , ଯାହା ଫଳରେ ମିତାଲୀଙ୍କୁ ଭରପୂର ପ୍ରଶଂସା ମିଳିଥିଲା ଏହାସହ ଜିତିବାର ଶ୍ରେୟ ମଧ୍ୟ ମିଳିଥିଲା ।
 
ମିତାଲୀ ରାଜ [[ଅଷ୍ଟ୍ରେଲିଆ]]ର କରେନ ବୋଲ୍ଟନଙ୍କ ରେକର୍ଡ ଭାଙ୍ଗିଦେଇ ୨୦୯ ରନରେ ରେକର୍ଡ ସ୍ଥାପିତ କରିଥିଲେ । ମିତାଲୀ ''"ମହିଳା ବିଶ୍ୱ କପ ୨୦୦୫"''ରେ ଭାରତୀୟ ମହିଳା ଟିମର କପ୍ତାନୀ କରିଥିଲେ । ସେ ୨୦୧୦ , ୨୦୧୧ <ref>{{cite web|url=http://hindi.pardaphash.com/news/680258/680258.html|date=9 जुलाई 2011|publisher=पर्दाफाश|title=बल्लेबाजी रैंकिंग में मिताली राज टॉप पर|accessdate=7 दिसम्बर 2013}}</ref> ଏବଂ ୨୦୧୨ ମସିହାରେ ଆଇ.ସି.ସି ୱାର୍ଲ୍ଡ ରୈକିଙ୍ଗରେ ପ୍ରଥମ ସ୍ଥାନ ପ୍ରାପ୍ତ କରିଥିଲା <ref>{{cite web|url=http://www.jagranjosh.com/current-affairs/%E0%A4%AD%E0%A4%BE%E0%A4%B0%E0%A4%A4-%E0%A4%95%E0%A5%80-%E0%A4%AE%E0%A4%B9%E0%A4%BF%E0%A4%B2%E0%A4%BE-%E0%A4%95%E0%A5%8D%E0%A4%B0%E0%A4%BF%E0%A4%95%E0%A5%87%E0%A4%9F-%E0%A4%95%E0%A5%80-%E0%A4%95%E0%A4%AA%E0%A5%8D%E0%A4%A4%E0%A4%BE%E0%A4%A8-%E0%A4%AE%E0%A4%BF%E0%A4%A4%E0%A4%BE%E0%A4%B2%E0%A5%80-%E0%A4%B0%E0%A4%BE%E0%A4%9C-%E0%A4%86%E0%A4%88%E0%A4%B8%E0%A5%80%E0%A4%B8%E0%A5%80-%E0%A4%95%E0%A5%80-%E0%A4%8F%E0%A4%95-%E0%A4%A6%E0%A4%BF%E0%A4%B5%E0%A4%B8%E0%A5%80%E0%A4%AF-%E0%A4%AE%E0%A4%B9%E0%A4%BF%E0%A4%B2%E0%A4%BE-%E0%A4%95%E0%A5%8D%E0%A4%B0%E0%A4%BF%E0%A4%95%E0%A5%87%E0%A4%9F-%E0%A4%B0%E0%A5%88%E0%A4%82%E0%A4%95%E0%A4%BF%E0%A4%97-%E0%A4%AE%E0%A5%87%E0%A4%82-%E0%A4%B6%E0%A5%80%E0%A4%B0%E0%A5%8D%E0%A4%B7-%E0%A4%AA%E0%A4%B0-1342185265-2|date=13 जुलाई 2012 |publisher=जागरण जोश |title=भारत की महिला क्रिकेट की कप्तान मिताली राज आईसीसी की एक दिवसीय महिला क्रिकेट रैंकिग में शीर्ष पर|accessdate=7 दिसम्बर 2013}}</ref>
 
==ସମ୍ମାନ ପୁରସ୍କାର==
* [[ଅର୍ଜୁନ ପୁରସ୍କାର]] - ୨୦୦୩ ମସିହାର କ୍ରିକେଟରେ ଉପଲବ୍ଧି ପାଇଁ ୨୨ ବର୍ଷୀୟ ମିତାଲୀ ରାଜଙ୍କୁ ୨୧ ସେପ୍ଟେମ୍ବର, ୨୦୦୪ ମସିହାରେ [[ଅର୍ଜୁନ ପୁରସ୍କାର]]ରେ ସମ୍ମାନିତ କରାଗଲା । <ref>{{cite web| url=http://yas.nic.in/yasroot/awards/arjuna.htm |title=List of Arjuna Awardees |publisher=Ministry of Youth Affairs and Sports, Government of India |accessdate=27 January 2015 |archiveurl = http://web.archive.org/web/20071225221945/http://yas.nic.in/yasroot/awards/arjuna.htm |archivedate = 25 December 2007}}</ref>
 
* [[୨୦୦୩ପଦ୍ମଶ୍ରୀ]] ମସିହାର କ୍ରିକେଟ ଉପଲବ୍ଧି ପାଇଁ ୨୨ ବର୍ଷୀୟ ମିତାଲୀ ରାଜଙ୍କୁ ୨୧ ସେପ୍ଟେମ୍ବର ,- ୨୦୦୪୨୦୧୫ ମସିହାରେ [[ଅର୍ଜୁନପଦ୍ମଶ୍ରୀ ପୁରସ୍କାର]]ରେପୁରସ୍କାରରେ ସମ୍ମାନିତ କରାଗଲା । <ref name=pdma>{{cite web| url=http://yas.nic.in/yasroot/awards/arjuna.htm |title=ListPadma of Arjuna Awardees |publisher=Ministry of Youth Affairs and Sports, Government of India |accessdate=27 JanuaryAwards 2015 |archiveurl = http://webwww.archivewebcitation.org/web/20071225221945/6VrWjEuo3|url=http://yaspib.nic.in/yasrootnewsite/awards/arjunaPrintRelease.htmaspx?relid=114952|publisher=Press Information Bureau|archivedateaccessdate=25 January 2015|archivedate=26 25January December 20072015}}</ref>
 
* ୨୦୧୫ ମସିହାରେ [[ଭାରତ]]ର ଶ୍ରେଷ୍ଠ ଚତୁର୍ଥ ତମ [[ପଦ୍ମଶ୍ରୀ ପୁରସ୍କାର]]ରେ ସମ୍ମାନିତ କରାଗଲା । <ref name=pdma>{{cite web|title=Padma Awards 2015|archiveurl=http://www.webcitation.org/6VrWjEuo3|url=http://pib.nic.in/newsite/PrintRelease.aspx?relid=114952|publisher=Press Information Bureau|accessdate=25 January 2015|archivedate=26 January 2015}}</ref>
 
==ଆଧାର==