"ନିତ୍ୟାନନ୍ଦ ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ପରଲୋକ
୮ କ ଧାଡ଼ି:
| pseudonym =
| birth_name =
| birth_date = {{Birth date and age|df=yes|1937|10|25}}
| birth_place = ଗରେଇ ଶାସନ, ତିର୍ତ୍ତୋଲ, [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର]]<ref>{{cite book|title=The Calcutta review|url=http://books.google.com/books?id=bRAxAQAAMAAJ|year=1957}}</ref>
| death_date = {{death date and age|2020|06|03|1937|10|25|df=yes}}
| death_place = ଭୁବନେଶ୍ୱର
| resting_place =
| occupation =
୩୮ କ ଧାଡ଼ି:
}}
 
'''ନିତ୍ୟାନନ୍ଦ ଶତପଥୀ''' ( ୧୫ ଅକ୍ଟୋବର ୧୯୩୭ - ୦୩ ଜୁନ ୨୦୨୦ ), ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ସାହିତ୍ୟିକ, ସମଲୋଚକ ଓ ଶିକ୍ଷାବିତ ଥିଲେ ।<ref>http://odisha.gov.in/literature/other.htm</ref> ଗଳ୍ପ, କବିତା, ପ୍ରବନ୍ଧ, ଜୀବନୀ ତଥା ଭ୍ରମଣ କାହାଣୀ ଆଦି ସାହିତ୍ୟର ଅନ୍ୟ ବିଭାଗରେ ମଧ୍ୟ ତାଙ୍କର ପ୍ରବେଶ ରହିଛିରହିଥିଲା
 
== ବାଲ୍ୟଜୀବନ ଓ ଶିକ୍ଷା ==
୫୦ କ ଧାଡ଼ି:
 
== ସାହିତ୍ୟିକ ଜୀବନ ==
୧୯୬୫ମସିହା ବେଳକୁ ସେ ରେଭେନ୍ସା ନୈଶ ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ । ସେହି ସମୟରେ ପୂଜ୍ୟପୂଜା ସଂସଦ ଆନୁକୁଲ୍ୟରେ, [[ଗୋପବନ୍ଧୁ ଦାସ|ଗୋପବନ୍ଧୁଙ୍କ]] ଜନ୍ମଦିବସରେ ସେ [[ସାକ୍ଷୀଗୋପାଳ]]କୁ ଏକ ସଭାକାର୍ଯ୍ୟରେ ଯୋଗଦେବାକୁ ଯାଇଥାନ୍ତି । ସେଠାରେ ଭାଷଣ ଦେବା ଅବସରରେ ଜଣେ ଶ୍ରୋତା ଅଭିଯୋଗ କଲେ ଯେ, ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖାଯାଇନାହିଁ । ସେହି ସଭାରେ ନିତ୍ୟାନନ୍ଦ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ୩ ବର୍ଷ ମଧ୍ୟରେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ଲେଖି ପ୍ରକାଶ କରାଇବେ । ସେଠାରୁ ଆରମ୍ଭ ହୋଇଥିଲା ନିତ୍ୟାନନ୍ଦଙ୍କର ପ୍ରଥମ ପୁସ୍ତକ ଲିଖନ । ଚାରି ବର୍ଷ ଧରି ଲେଖା ହୋଇଥିବା, ''ହେ ସାଥୀ ! ହେ ସାରଥୀ'' ନାମରେ ଏହି ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପୁସ୍ତକ ୧୯୬୯ ମସିହାରେ ପ୍ରକାଶ ପାଇଥିଲା ।<ref>{{cite book|title=Bengal, Past & Present: Journal of the Calcutta Historical Society|url=http://books.google.com/books?id=FwZDAAAAYAAJ|year=1979|publisher=The Society}}</ref> ଏହା ପୂର୍ବରୁ ପତ୍ନୀ ପ୍ରତିଭାଙ୍କ ସହ ମିଳିତ ଭାବରେ "ଆମ କବିତା" ନାମକ ଏକ କବିତା ପୁସ୍ତକ ମଧ୍ୟ ପ୍ରକାଶ ପାଇଥିଲା । ତା ପରଠାରୁ ନିତ୍ୟାନନ୍ଦ ନିରବିଚ୍ଛିନ୍ନ ଭାବରେ ସାହିତ୍ୟ ସାଧନାରେ ନିମଗ୍ନ ଅଛନ୍ତିଥିଲେ ।<ref>{{cite news|title=ପ୍ରଥମ ବହି|url=http://www.dharitri.com/sahityayan/141115/p2.htm|accessdate=18 November 2015|newspaper=ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୧୪-୨୭ ପୃଷ୍ଠା ୨}}</ref> ତାଙ୍କ ଛାତ୍ରଛାତ୍ରୀମାନେ ଆଧୁନିକ କବିତା ଉପରେ କୌଣସି ସମାଲୋଚନା ମୂଳକ ପୁସ୍ତକ ପାଇ ପାରୁନଥିଲେ । ସେହି ଅଭାବ ଦୂର କରିବାକୁ, ସେ ସମାଲୋଚନା ଲେଖିବା ଆରମ୍ଭ କରିଥିଲେ ।<ref>{{cite news|title=ସୃଜନ-ଆଳାପ|url=http://www.dharitri.com/sahityayan/151016/p7.htm|accessdate=17 October 2016|newspaper=ଧରିତ୍ରୀ ସାହିତ୍ୟାୟନ ଅକ୍ଟୋବର ୧୫-୨୮, ୨୦୧୬ ପୃଷ୍ଠା ୭}}</ref>
 
ନିତ୍ୟାନନ୍ଦ ବହୁ ସାହିତ୍ୟିକ ଓ ସାମାଜିକ ଅନୁଷ୍ଠାନ ସହିତ ଜଡିତ ରହିଆସିଛନ୍ତିରହିଥିଲେ । ସେ ମଧ୍ୟରୁ ପୂଜ୍ୟପୂଜା ସଂସଦ, [[ଶାରଳା ପୁରସ୍କାର]], ସାମ୍ପ୍ରତିକ, ଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ଅନ୍ୟତମ । ଶାରଳା ପୁରସ୍କାର ତାଙ୍କରି ସମ୍ପାଦନାରେ ପ୍ରତିଷ୍ଠା କରାଯାଇଥିଲା ।
 
=== ରଚନାବଳୀ ===
୭୧ କ ଧାଡ଼ି:
== ସମ୍ମାନ ଓ ପୁରସ୍କାର ==
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୨("ସତ୍ୟବାଦୀ ଯୁଗ - ସ୍ରଷ୍ଟା ଓ ସୃଷ୍ଟି ପାଇଁ" ମନୋନୀତ ହୋଇଥିଲେ ମଧ୍ୟ ସେ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ)<ref>http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf</ref>
 
୨୦୨୦ ଜୁନ ୩ ତାରିଖରେ ଭୁବନେଶ୍ୱରଠାରେ ନିତ୍ୟାନନ୍ଦଙ୍କର ପରଲୋକ ଘଟିଥିଲା ।
 
== ଆଧାର ==
Line ୭୮ ⟶ ୮୦:
 
[[ଶ୍ରେଣୀ:୧୯୩୭ ଜନ୍ମ]]
[[ଶ୍ରେଣୀ:ଜୀବିତ୨୦୨୦ ବ୍ୟକ୍ତିମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟିକ]]
[[ଶ୍ରେଣୀ:ଜଗତସିଂହପୁର ଜିଲ୍ଲାର ଲୋକ]]