"କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୯ କ ଧାଡ଼ି:
କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାଗୁଡିକ ପୃଥିବୀର ଟ୍ରପୋସ୍ପିୟର ତଥା ସ୍ଥିର ବାୟୁମଣ୍ଡଳରେ ଗଠିତ ହେଉଥିବା ନିମ୍ନ ବାୟୁଚାପବିଶିଷ୍ଟ ଅଞ୍ଚଳ । ସ୍ଥଳଭାଗରେ ଘୂର୍ଣ୍ଣିବାତ୍ୟାର କେନ୍ଦ୍ରର ଚାପ ଜଳଭାଗରେ ଥିବା ସମୟର ଚାପ ଠାରୁ ଅନେକ କମ ।<ref>{{cite web |url=https://web.archive.org/web/20071011194541/http://www.abc.net.au/northcoast/stories/s989385.htm}}</ref> ଘୂର୍ଣ୍ଣିବାତ୍ୟାର କେନ୍ଦ୍ରର ନିକଟବର୍ତ୍ତୀ ଅଞ୍ଚଳର ତାପମାତ୍ରା ଅନ୍ୟ ଅଞ୍ଚଳ ଠାରୁ ଅଧିକ ଥାଏ, ଏଣୁ ଏହାକୁ ''ଉତ୍ତପ୍ତ କେନ୍ଦ୍ରବିଶିଷ୍ଟ ବ୍ୟବସ୍ଥା'' (Warm Core System) କୁହାଯାଏ ।<ref>{{cite web |title=କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ସମ୍ପର୍କରେ ସାଧାରଣ ତଥ୍ୟ |url=https://web.archive.org/web/20070209121005/http://www.aoml.noaa.gov/hrd/tcfaq/A7.html}}</ref>
=== ଘୂର୍ଣ୍ଣିବାତ୍ୟା ନେତ୍ର ===
ପରିପକ୍ଵପରିପକ୍ୱ ଘୂର୍ଣ୍ଣିବାତ୍ୟା କେନ୍ଦ୍ରରେ ବାୟୁ ଉର୍ଦ୍ଧକୁ ଗତି କରିବା ବଦଳରେ ନିମ୍ନଦିଗକୁ ଗତି କରିଥାଏ । ଏହାଦ୍ୱାରା ମେଘ ସୃଷ୍ଟି ହୋଇପାରେନାହିଁ ଏବଂ ଏକ ଶାନ୍ତ ଅଞ୍ଚଳ ଗଠିତ ହୁଏ । ଏହାକୁ ''ଘୂର୍ଣ୍ଣିବାତ୍ୟାର ନେତ୍ର'' ([[:en:Eye (cyclone)|Eye]]) କୁହାଯାଏ, ଯାହାକି ଦେଖିବାକୁ ସାମାନ୍ୟ ଗୋଲାକାର ତଥା ନେତ୍ରାକାର । ଆକାରାନୁସାରେ ଏହା ପ୍ରାୟ ୩ କିଲୋମିଟର (୧.୯ ମାଇଲ)ରୁ ୩୭୦ କିଲୋମିଟର (୨୩୦ ମାଇଲ) ବିଶିଷ୍ଟ ହୋଇଥାଏ ।<ref>{{cite web |title=ଏସୀୟ ମହାଦେଶରେ ଘଟିତ ଘୂର୍ଣ୍ଣିବାତ୍ୟା ଉପରେ ବିଶ୍ଳେଷଣ |url=https://digital.library.unt.edu/ark:/67531/metadc793439/}}</ref><ref>{{cite web |title=କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ଉପରେ ରିପୋର୍ଟ (୧୫ରୁ ୨୫ ଅକ୍ଟୋବର ୨୦୦୫) |url=https://www.nhc.noaa.gov/data/tcr/AL252005_Wilma.pdf}}</ref></p>
ଏହାର ବହିଃ ପରିସୀମାକୁ ନେତ୍ରଭିତ୍ତି (Eye Wall) କୁହାଯାଏ, ଯାହା କ୍ରମେ ବାହାରକୁ ବିସ୍ତୃତ ହୁଏ । ଏହିପ୍ରକାର ବିସ୍ତୃତି ଫଳରେ ଘୂର୍ଣ୍ଣିବାତ୍ୟା କେନ୍ଦ୍ରଟି ଫୁଟବଲ ପଡ଼ିଆ ପରି ଦେଖାଯାଏ, ଏଣୁ ଏହି ବିସ୍ତୃତି ପ୍ରକ୍ରିୟାକୁ ଷ୍ଟାଡିଅମ ଇଫେକ୍ଟ ([[:en:Eye (cyclone)#Stadium effect|Stadium Effect]]) କୁହାଯାଏ ।<ref>{{cite web |title=ଏସୀୟ ମହାଦେଶରେ ଘଟିତ ଘୂର୍ଣ୍ଣିବାତ୍ୟା ଉପରେ ବିଶ୍ଳେଷଣ |url=https://digital.library.unt.edu/ark:/67531/metadc793439/}}</ref>
=== ପବନ କ୍ଷେତ୍ର ===
କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟାର ବିଶେଷତ୍ୱ ହେଉଛି, ଏଥିରେ ସ୍ଥଳଭାଗ ନିକଟରେ ଥିବା ବାୟୁ ତୀବ୍ର ବେଗରେ ଘୁରି କେନ୍ଦ୍ର ଆଡ଼କୁ ପ୍ରବାହିତ ହୋଇଥାଏ । ବାତ୍ୟାର ବାହାର ପାର୍ଶ୍ଵପାର୍ଶ୍ୱ ସମ୍ପୂର୍ଣ୍ଣ ଶାନ୍ତ ଥାଏ, ଯଦିଓ ପୃଥିବୀର ଆବର୍ତ୍ତନ ହେତୁ ଏହାର କୋୖଣିକ ସଂବେଗ ([[:en:Absolute angular momentum|Angular momentum]]) କିଛି ରହିଥାଏ । ଯେତେବେଳେ ପବନ କେନ୍ଦ୍ର ଆଡ଼କୁ ପ୍ରବାହିତ ହେବାକୁ ଆରମ୍ଭ କରେ, କୋୖଣିକ ସଂବେଗର ସନ୍ତୁଳନ ପାଇଁ ଏହା ଚକ୍ରାକାରରେ ବୁଲିବାକୁ ଲାଗେ ।<ref>{{cite web |title=ଘୂର୍ଣ୍ଣିବାତ୍ୟା ସମ୍ୱନ୍ଧୀୟ କେତେକ ସଂଜ୍ଞା |url=https://www.nhc.noaa.gov/aboutgloss.shtml}}</ref>
=== ଆକାର ===
{| class="wikitable" style="float:right;font-size:92%;margin:1em 0 1em 1em"