"କଳାହାଣ୍ଡି ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ବିଷୟବସ୍ତୁକୁ "==ଇତିହାସ== ==ଭୂଗୋଳ== ==ଅର୍ଥନୀତି== ==ପରିବହନ== ==ଜନସଂଖ..." ଦେଇ ପ୍ରତିବଦଳ କଲେ
ଟ୍ୟାଗସବୁ: Replaced ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
==ଇତିହାସ==
{{ଛୋଟ|Kalahandi district}}
==ଭୂଗୋଳ==
{{Infobox settlement
==ଅର୍ଥନୀତି==
<!-- See Template:Infobox settlement for additional fields and descriptions -->
==ପରିବହନ==
|official_name = କଳାହାଣ୍ଡି
==ଜନସଂଖ୍ୟା==
|settlement_type = ଜିଲ୍ଲା
==ସଂସ୍କୃତି==
| image_skyline =
==ଭବାନୀପାଟଣା ଚାରିପାଖରେ ପର୍ଯ୍ୟଟନ==
| imagesize =
==ଶିକ୍ଷା==
| image_caption =
==ଡାକ୍ତରଖାନା==
| image_map = OrissaKalahandi.png
==ମିଡିଆ==
| latd = 20.083
==ସ୍ଥାପନା==
| latm =
==ରାଜନୀତି==
| lats =
==ଏହା କୁ ବି ଦେଖ==
| latNS = N
==ସନ୍ଦର୍ଭ==
| longd = 83.2
==ବାହ୍ୟ ଲିଙ୍କ୍==
| longm =
| longs =
| longEW = E
| coordinates_display = inline,title
|map_caption = [[ଓଡ଼ିଶା]]ରେ ଅବସ୍ଥାନ
| named_for =
| seat_type = [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ବିଧାନ ସଭା]]
| seat = ୫ଟି ଆସନ {{collapsible list|title={{nbsp}}|୧. [[ଲାଞ୍ଜିଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଲାଞ୍ଜିଗଡ଼]](୭୭)</br>୨. [[ଜୁନାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଜୁନାଗଡ଼]](୭୮)</br>୩. [[ଧର୍ମଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଧର୍ମଗଡ଼]](୭୯)</br>୪. [[ଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଭବାନୀପାଟଣା]](୮୦)</br>୫. ନର୍ଲା(୮୧)}}
|subdivision_type = ଦେଶ
|subdivision_name = [[ଭାରତ]]
|subdivision_type1 = ରାଜ୍ୟ
|subdivision_name1 = [[ଓଡ଼ିଶା]]
|subdivision_type2 = [[ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକ ସଭା]]
|subdivision_name2 = [[କଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କଳାହାଣ୍ଡି]]
| subdivision_type3 = ଭାଷା
| subdivision_name3 =[[ଓଡ଼ିଆ ଭାଷା|ଓଡ଼ିଆ]], [[ଇଂରାଜୀ]]
| area_total_km2 = 7920
| population_total = ୧୫,୭୩,୦୫୪
| population_as_of =୨୦୧୧
| population_rank = [[ଓଡ଼ିଶା]]ରେ ଏକାଦଶ (୧୧/୩୦)
| population_density_km2 = 199
| population_urban = ୧,୨୧,୯୨୪
| population_rural = ୧୪,୫୧,୧୩୦
| sex_ratio = ୧,୦୦୩
| child_sex_ratio = ୯୪୭
|population_blank1_title = ୬&nbsp;ବର୍ଷରୁ&nbsp;କମ&nbsp;ଶିଶୁ
|population_blank1 = ୨,୧୪,୧୧୧
| literacy_rate_total = ୬୦.୨୨
| literacy_male = ୭୩.୩୪
| literacy_female =୪୭.୨୭
| temp =
| temp_summer =
| temp_winter =
|timezone = [[ଭାରତୀୟ ମାନକ ସମୟ|IST]] (+୫.୩୦)
|postal_code_type = ଡାକ କୋଡ଼ (ପିନ୍)
|postal_code = ୭୬୬ xxx
| area_code_type = ତାର (ଏସ୍.ଟି.ଡ଼ି)
| area_code =
| registration_plate = OD-08
|blank_name_sec1 = ଜିଲ୍ଲାପାଳ
|blank_info_sec1= ଡ. ବୃନ୍ଦା ଡି
| website = {{official|kalahandi.nic.in}}
}}
 
'''କଳାହାଣ୍ଡି''' (ଆଞ୍ଚଳିକ ଭାଷାରେ କଳାହାନି ମଧ୍ୟ କୁହାଯାଇଥାଏ) [[ଓଡ଼ିଶା]]ର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା । ଏହା ଏକ ପୁରାତନ ସଭ୍ୟତାର ମୂଳକେନ୍ଦ୍ର ଭାବରେ ବିବେଚିତ । ପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳିଥାଏ ।<ref>B.Mishra, J. Bengal Art, Vol.9&10, 2004-2005, 383-410</ref>
 
ଅସୁରଗଡ଼ଠାରେ ୨୦୦୦ ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନ ବସତି ଥିବା ଜଣାଯାଏ ।<ref>P.Mohanty, B. Mishra, Op. Cit,2000; C.R. Mishra, S. Pradhan, op. cit. 1989-1990, Infra, F.N.79</ref>
 
ଆଗ କାଳରେ ଏହା '''ମହାକାନ୍ତର''' (ଅର୍ଥ ବିଶାଳ ଜଙ୍ଗଲ) ଓ ''କାରୁଣ୍ଡା ମଣ୍ଡଳ'' (କାରୁଣ୍ଡାର ଅର୍ଥ ମାଣିକ) ଭାବରେ ଜଣା ଥିଲା ଯାହା ଏଠାରେ ମାଣିକ<!--Manik-->, ଲାଲ ପଥର<!--Garnet (red stone)-->, ବେରୁଜ<!--Beruz-->, ନୀଲମ<!--Neelam (blue stone)-->, ଓ ଆଲେକଜାଣ୍ଡ୍ରା<!--Alexandra--> ଆଦି ମିଳୁଥିବାର ଜଣାଯାଏ । [[ମାଣିକେଶ୍ୱରୀ ମନ୍ଦିର|ମାଣିକେଶ୍ୱରୀ]] (ମାଣିକର ଠାକୁରାଣୀ) କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହ ଯୋଡ଼ା । ଏହା ଫିରିଙ୍ଗି ଶାସନ କାଳରେ ଏକ ରାଜ ଶାସନାଧୀନ ରାଜ୍ୟ ଥିଲା ଓ କଳାହାଣ୍ଡି ଜିଲା "କଳାହାଣ୍ଡି" ଓ [[ନୂଆପଡ଼ା ଜିଲ୍ଲା|ନୂଆପଡ଼ା]]କୁ ନେଇ ତିଆରି ହୋଇଥିଲା । ୧୯୬୭ରେ, ଶାସନର ସୁବିଧା ନିମନ୍ତେ କଳାହାଣ୍ଡିର କାଶୀପୁର ବ୍ଲକ [[ରାୟଗଡ଼ା ଜିଲ୍ଲା]]କୁ ସ୍ଥାନାନ୍ତର କରାଗଲା । ୧୯୮୦ରେ, କଳାହାଣ୍ଡିର ନାମ ପଛୁଆ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଗଲା ।<ref name="mindfully.org">http://www.mindfully.org/Food/Kalahandi-Syndrome-Sharma19apr02.htm</ref> ତେବେ ଏସବୁ ସତ୍ତ୍ୱେ ବି ଇତିହାସ, ଚାଷ ବାସ, ବନ ସମ୍ବଳ, ମୁଲ୍ୟବାନ ପଥର, ବକ୍ସାଇଟ, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା । ୧୯୯୩ରେ, ନୂଆପଡ଼ା ସଦର ମହକୁମା ଏକ ଅଲଗା ଜିଲ୍ଲା ଭାବରେ ଗଢ଼ାଗଲା, କିନ୍ତୁ [[କଳାହାଣ୍ଡି (ଲୋକ ସଭା ନିର୍ବାଚନ ମଣ୍ଡଳୀ)|କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀ]]ରେ <!--[[Kalahandi (Lok Sabha constituency)]]--> ଏବେ ଯାଏଁ ବି '''କଳାହାଣ୍ଡି''' ଓ [[ନୂଆପଡ଼ା ଜିଲ୍ଲା]] ଅଛି।
 
== ଭୂଗୋଳ ==
କଳାହାଣ୍ଡି {{coord|20|4|58.8|N|83|12|0|E}}ରେ ଅବସ୍ଥିତ ।<ref>''Orissa District Gazetters, Kalahandi, 2</ref> ଓ ଏହା [[ଓଡ଼ିଶା]]ର ଦକ୍ଷିଣ-ପଶ୍ଚିମ ଭାଗକୁ ନେଇ ତିଆରି ।
 
* ଏହାର ଉତ୍ତରରେ: [[ବଲାଙ୍ଗୀର ଜିଲ୍ଲା]] ଓ [[ନୂଆପଡ଼ା ଜିଲ୍ଲା]]
* ଦକ୍ଷିଣରେ: [[ନବରଙ୍ଗପୁର ଜିଲ୍ଲା]], [[କୋରାପୁଟ ଜିଲ୍ଲା]] ଓ [[ରାୟଗଡ଼ା ଜିଲ୍ଲା]]
* ପୂର୍ବରେ: ପୁର୍ବରେ [[କନ୍ଧମାଳ ଜିଲ୍ଲା]] ଓ [[ବୌଦ୍ଧ ଜିଲ୍ଲା]] ଅବସ୍ଥିତ ।
<!--* ପଶ୍ଚିମରେ: -->
 
=== ଜନଗଣନା ===
୨୦୧୧ ଜନଗଣନା <ref>[http://www.censusindia.gov.in/2011-prov-results/data_files/orissa/Data%20Sheet-%20Orissa-Provisional.pdf Census 2011: Odisha: Provisional Population Totals]</ref> ଅନୁସାରେ କଳାହାଣ୍ଡି ଜିଲ୍ଲାର ମୋଟ ଲୋକସଂଖ୍ୟା ୧୫,୭୩,୦୫୪ ।ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୪,୫୧,୧୩୦ ଓ ସହରାଞ୍ଚଳରେ ୧,୨୧,୯୨୪ ଲୋକ ବାସ କରନ୍ତି <ref>[http://www.censusindia.gov.in/2011-prov-results/paper2/data_files/Orissa/Data-sheet-Orissa.pdf Census 2011: Odisha: Rural Urban Distribution]</ref>।
* ପୁରୁଷ: ୭,୮୫,୧୭୯
* ମହିଳା: ୭,୮୭,୮୭୫
** ଛ ବର୍ଷରୁ କମ: ୨,୧୪,୧୧୧
* ସାକ୍ଷରତା ହାର ୬୦.୨୨%
** ପୁରୁଷ: ୭୩.୩୪%
** ମହିଳା: ୪୭.୨୭%
 
== ଲୋକକଳା ==
'''କଳାହାଣ୍ଡି''' ଆକ୍ଷରିକ ଭାବରେ ''କଳାରେ ଭରା ହାଣ୍ଡି''କୁ ବୁଝାଇଥାଏ । ଏହି ଶବ୍ଦ '''ଗୁଡ଼ହାଣ୍ଡି ଗୁମ୍ଫା'''ରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ-ଐତିହାସିକ କଳାରୁ ଆସିଥିବା ବିଶ୍ୱାସ କରାଯାଇଥାଏ । ଏଠାରେ ପଥରରେ ତିଆରି ନାନା ଅଳଙ୍କାର ଦେଖିବାକୁ ମିଳିଥାଏ । ''ହବସିପୁରୀ ଢାଞ୍ଚା''ରେ ତିଆରି ଶାଢ଼ୀ ଏଠାରେ ଦେଖିବାକୁ ମିଳିଥାଏ । ଖଲିପଦରର କାଠ କମ ମଧ୍ୟ ଦେଶ ବିଦେଶକୁ ରପ୍ତାନି କରାଯାଇଥାଏ ।
== ଲୋକ ନାଟ ==
କଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ ବଲାଙ୍ଗିର ଜିଲ୍ଲା ଓ ସମ୍ବଲପୁର ଜିଲ୍ଲାରେ ଦେଖାଯାଉଥିବା [[ଡାଲଖାଇ]], [[ଜାଇଫୁଲ]], [[ରସରକେଳି]], [[ସଜନୀ]] ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।<ref>C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation</ref> ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା [[କୋରାପୁଟ ଜିଲ୍ଲା]]ର 'ବୋରିଆ ଗୀତ, ନିଆଳିମାଳି, କଳାକୋଳିକ' ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ ।
କଲାହାଣ୍ଡି ଜିଲ୍ଲାରେ ଘୁମୁରା ସବୁଠୁ ପ୍ରସିଦ୍ଧ ବୀର ବାଦ୍ୟ ଅଟେ ।
== ଦର୍ଶନୀୟ ସ୍ଥାନ ==
[[File:Phulijharan.jpg|thumb|ଫୁରଲିଝରଣ ଜଳପ୍ରପାତ]]
*[[ଫୁରଲିଝରଣ]]
* [[ଡୋକ୍ରିଚଞ୍ଚଡ଼ା ଜଳପ୍ରପାତ]]
* [[ଅସୁରଗଡ଼]]
* [[ଧର୍ମଗଡ଼]]
* [[ବେଲଖଣ୍ଡି ଶୈବପୀଠ]]
* [[କଢେଲ ଜଗନ୍ନାଥ ମନ୍ଦିର]]
 
== ଆଧାର ==
{{ଆଧାର}}
== ଅଧିକ ତଥ୍ୟ ==
{{commons category|Kalahandi district|କଳାହାଣ୍ଡି ଜିଲ୍ଲା}}
* {{official|http://kalahandi.nic.in/}}
* [http://kbk.nic.in/kalahandi.htm/ Map of Kalahandi]
* [http://www.ohpcltd.com/indravati/index.htm/ Indravati Project]
 
{{Geographic location
|Centre = କଳାହାଣ୍ଡି ଜିଲ୍ଲା
|North = [[ବଲାଙ୍ଗୀର ଜିଲ୍ଲା]]
|Northeast = [[କନ୍ଧମାଳ ଜିଲ୍ଲା]]
|East =
|Southeast = [[ରାୟଗଡ଼ା ଜିଲ୍ଲା]]
|South = [[କୋରାପୁଟ ଜିଲ୍ଲା]]
|Southwest = [[ନବରଙ୍ଗପୁର ଜିଲ୍ଲା]]
|West = ରାଇପୁର ଜିଲ୍ଲା
|Northwest = [[ନୂଆପଡ଼ା ଜିଲ୍ଲା]]
}}
{{କଳାହାଣ୍ଡି ଜିଲ୍ଲା}}
{{ଓଡ଼ିଶା}}
 
[[ଶ୍ରେଣୀ:କଳାହାଣ୍ଡି ଜିଲ୍ଲା]]