"ଗୀତଗୋବିନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୭ କ ଧାଡ଼ି:
 
===ବିଷୟବସ୍ତୁ ଓ ଭାବଧାରା===
ଗୀତଗୋବିନ୍ଦ ରାଧାକୃଷ୍ଣଙ୍କର ଦିବ୍ୟ ପ୍ରେମର ବର୍ଣ୍ଣନା ଅଟେ। [[ରାଧା]][[କୃଷ୍ଣ]]ଙ୍କର ଅପ୍ରାକୃତ ପ୍ରେମଲୀଳା ସମ୍ବଳିତ ଲଳିତ ପଦାବଳୀରେ ଭକ୍ତିଭାବର ପରିପ୍ରକାଶ ହିଁ ଏହି କାବ୍ୟର ମୁଖ୍ୟ ଉପଜୀବ୍ୟ ହୋଇଛି । ଦ୍ୱାଦଶ ସର୍ଗରେ ବିଭକ୍ତ ଏହି କାବ୍ୟ କାନ୍ତ କୋମଳ ପଦାବଳୀ ନିମନ୍ତେ ପ୍ରସିଦ୍ଧ। ମୁଖ୍ୟତଃ ଆଦି [[ରସ]] ଉପରେ ଆଧାରିତ ଏହି କାବ୍ୟ ରାଧାଙ୍କୁ ନାୟିକା ଭାବରେ ଗ୍ରହଣ କରିଛି। ଏହି କାବ୍ୟର ସାରମର୍ମ "ଦେହି ପଦ ପଲ୍ଲବ ମୁଦାରମ" ପଦରେ ନିହିତ। ଏଠାରେ ଶ୍ରୀରାଧା ([[ଭକ୍ତ]]ର ପ୍ରତୀକ)ଙ୍କୁ ଶ୍ରୀକୃଷ୍ଣ ([[ଭଗବାନ]])ଙ୍କ ଠାରୁ ମହନୀୟ ବୋଲି ଦର୍ଶାଯାଇଛି । ଏକ କିମ୍ବଦନ୍ତୀ ଅନୁସାରେ ଏହି ପଦ ନିଜେ ଭଗବାନ [[କୃଷ୍ଣ]] ଜୟଦେବଙ୍କ ରୂପ ଧାରଣକରି ଲେଖିଥିଲେ । <ref>{{cite book|title=Sri Gita Govinda of Sri Jayadeva Gosvami|publisher=Gaudiya Vedanta Publications}}</ref>

===ଅନୁବାଦ===
ଏହି କବିତାଟି ଅଧିକାଂଶ ଆଧୁନିକ ଭାରତୀୟ ଭାଷା ଏବଂ ଅନେକ ୟୁରୋପୀୟ ଭାଷାରେ ଅନୁବାଦ କରାଯାଇଛି |
୧୭୯୨ ମସିହାରେ ଜର୍ମାନ କବି ଫ୍ରିଡ୍ରିକ୍ ରୁକର୍ଟଙ୍କର ଏକ ପଦ ଅନୁବାଦ ୧୮୨୯ ମସିହାରେ ଆରମ୍ଭ ହୋଇଥିଲା ଏବଂ ବୋନ୍ ୧୮୩୭ ମସିହାରେ ସି. ଲାସେନ୍ ଙ୍କ ସମ୍ପାଦିତ ସଂସ୍କୃତ ଏବଂ ଲାଟିନ୍ ଅନୁବାଦ ଅନୁଯାୟୀ ସଂଶୋଧିତ ହୋଇଥିଲା |
 
===ଜଗନ୍ନାଥ ସଂସ୍କୃତି ଓ ଗୀତଗୋବିନ୍ଦ===