"ସୂର୍ଯ୍ୟମଣି ବେହେରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅନନ୍ତ ପଟ୍ଟନାୟକ ଶିଶୁ ସାହିତ୍ୟ ସମ୍ମାନ
ଟିକେ Regular Character Changes
୨୩ କ ଧାଡ଼ି:
| footnotes =
}}
'''ସୂର୍ଯ୍ୟମଣି ବେହେରା''' ଜଣେ [[ଭାରତ|ଭାରତୀୟ]] ଅବସରପ୍ରାପ୍ତ ପ୍ରଫେସର ତଥା ଲୋକପ୍ରିୟ ବିଜ୍ଞାନ ଲେଖକ । ସେ ଓଡ଼ିଶାରେ ଜନ୍ମିତ ଓ ଉଭୟ [[ଓଡ଼ିଆ ଭାଷା|ଓଡ଼ିଆ]] ଏବଂ [[ଇଂରାଜୀ ଭାଷା|ଇଂରାଜୀ]] ଭାଷାରେ ୪୨ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ତାଙ୍କର କିଛି ଜଣାଶୁଣା ପୁସ୍ତକ ହେଲା ''ବିଜ୍ଞାନରୁ ଜ୍ଞାନ'', ''ଯନ୍ତ୍ର କରୁଛି ମନ୍ତ୍ର'', ''ବିଜ୍ଞାନ ସାହିତ୍ୟ ଦର୍ପଣ'' ଓ ''ବିଜ୍ଞାନ ମେଳା'' । ସେ ଔଷଧୀୟ ଉଦ୍ଭିଦ ଚାଷ ଉପରେ ମଧ୍ୟ ପୁସ୍ତକ ରଚନା କରିଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ଉପରେ ତାଙ୍କର ପ୍ରବନ୍ଧଗୁଡ଼ିକ କୁଟୀର ଶିଳ୍ପ ପାଇଁ ବ୍ୟବହାର ହେଉଛି । ସେ "ଲୋକପ୍ରିୟ ବିଜ୍ଞାନ ମଞ୍ଚ" ନାମକ ଏକ ସଂଗଠନ ପ୍ରତିଷ୍ଠା କରି ତାହା ମାଧ୍ୟମରେ ୨୦୦୨ରୁ ବିଦ୍ୟାଳୟ, ମହାବିଦ୍ୟାଳୟ, ସେଚ୍ଛାସେବୀ ଅନୁଷ୍ଠାନ, ଲେଖକ ଏବଂ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।<ref>{{cite news |last1=Pioneer |first1=The |title=Science writer Behera wins national award |url=https://www.dailypioneer.com/2020/state-editions/science-writer-behera-wins-national-award.html |accessdate=29 February 2020 |work=The Pioneer |language=en}}</ref> ଛପା ମିଡ଼ିଆ ମାଧ୍ୟମରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାକୁ ଲୋକପ୍ରିୟ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ୨୦୧୯ ଜାତୀୟ ପୁରସ୍କାର ପାଇଥିଲେ । ଏହା ତାଙ୍କୁ ୨୦୨୦ ମସିହାରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଦ୍ୱାରା ପ୍ରଦାନ କରାଯାଇଥିଲା ।<ref name = "OrissaPOST">{{cite news |title=Suryamani Behera feted for popularising Science and Technology - OrissaPOST |url=https://www.orissapost.com/suryamani-behera-feted-for-popularising-sctech/ |accessdate=29 February 2020 |work=Odisha News, Odisha Latest news, Odisha Daily - OrissaPOST |date=28 February 2020}}</ref><ref>{{cite news |title=ଡକ୍ଟର ସୂର୍ଯ୍ୟମଣି ବେହେରାଙ୍କୁ ରାଷ୍ଟ୍ରପତିଙ୍କ ସମ୍ବର୍ଦ୍ଧନା – ପାଇଲେ ୨୦୨୦ ମସିହା ପାଇଁ ଜନପ୍ରିୟ ବିଜ୍ଞାନ ସାହିତ୍ୟ ରଚନା ପୁରସ୍କାର {{!}} Samaja Live |url=https://www.samajalive.in/dr-surjyamani-behera-awarded-by-the-president-of-india/149164.html |accessdate=29 February 2020 |work=ସମାଜ |date=28 February 2020}}</ref> ବିଜ୍ଞାନାଗାରକୁ ଜ୍ଞାନ ବିତରଣ ପାଇଁ ବ୍ୟବହାର କରିବା ଓ ବିଜ୍ଞାନ ପ୍ରଭାବରେ ଜନସାଧାରଣଙ୍କୁ ଅଧିକ ଉପାର୍ଜନକ୍ଷମ କରାଇବା ତାଙ୍କ ଗବେଷଣାର ମୂଳ ଲକ୍ଷ୍ୟ । ବିଜ୍ଞାନ ସାହିତ୍ୟ ରଚନା ନିମନ୍ତେ ତାଙ୍କୁ [[ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର]], [[ପୁସ୍ତକ ମେଳା ପୁରସ୍କାର]], [[ଉତ୍କଳ ସାହିତ୍ୟ ସମାଜ]], କଟକ ଦ୍ଵାରାକଟକଦ୍ଵାରା [[ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ]] ମିଳିଛି ।<ref>{{cite news |title=ସୂର୍ଯ୍ୟମଣି ବେହେରାଙ୍କୁ ରାଷ୍ଟ୍ରୀୟ ଜନପ୍ରିବିଜ୍ଞାନ ସାହିତ୍ୟ ରଚନା ପୁରସ୍କାର |url=https://samajaepaper.in/epaperimages/29022020/29022020-md-ct-16/29220201468174.jpg |accessdate=29 February 2020 |work=ସମାଜ}}</ref><ref>{{cite news |last1=ବ୍ୟୁରୋ |first1=ଓଡ଼ିଶା ସମ୍ବାଦ |title=ରାଷ୍ଟ୍ରୀୟ ସମ୍ମାନ ପାଇଁ ଡା. ସୂର୍ଯ୍ୟମଣି ବେହେରା ମନୋନୀତ |url=https://odishasambad.in/dr-suryamani-behera-selected-for-national-award/ |accessdate=1 March 2020 |work=Odisha Sambad |date=24 February 2020}}</ref>
 
== ସମ୍ମାନ ଓ ପୁରସ୍କାର ==