"ତୃପ୍ତି ସିହ୍ନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତୃପ୍ତି ସିହ୍ନା ଆରମ୍ଭ କରାଗଲା
 
ଟିକେ ଅଧିକ ତଥ୍ୟ ଯୋଡ଼ାଗଲା
୧୮ କ ଧାଡ଼ି:
}}
 
'''‌ତୃପ୍ତି ସିହ୍ନା''' ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଅଭିନେତ୍ରୀ, ଯିଏକି ଓଡ଼ିଆ ମଞ୍ଚ ନାଟକ, କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ ଅଭିନୟ କରନ୍ତି । ତୃପ୍ତି ସିହ୍ନା ଜଣେ ମଞ୍ଚ ଅଭିନେତ୍ରୀ ଭାବରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ [[ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ|ଅନ୍ନପୂର୍ଣ୍ଣା ଥିଏଟର]]<nowiki/>ର ବିଭିନ୍ନ ନାଟକରେ ଅଭିନୟ କରୁଥିଲେ । ୧୯୯୬ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟିକା ଭାବରେ ସେ ବେଶ୍ ଜଣାଶୁଣା
 
==ଅଭିନୀତ କଥାଚିତ୍ର==
{| border="2" cellpadding="4" cellspacing="0" style="margin: 1em 1em 1em 0; background: #f9f9f9; border: 1px #aaa solid; border-collapse: collapse; ;"
|- bgcolor="#CCCCCC" align="center"
! ବର୍ଷ !! ଚଳଚ୍ଚିତ୍ର !! ନିର୍ଦ୍ଦେଶକ !! ଭୂମିକା !! ମନ୍ତବ୍ୟ
|-
| rowspan="2" | ୨୦୧୫ || [[ମାୟା]]୧୯୯୬ || ବସୁଧା || || [[ଓଡ଼ିଆ କଥାଚିତ୍ର ଜଗତ]]ରେ ଅଭିନୟ ଆରମ୍ଭ
|-
| rowspan="2" |୧୯୯୯
| [[ପିଲାଟା ବିଗିଡ଼ିଗଲା]] || ବସନ୍ତ ସାହୁ || ମିଠି ||
| ପବିତ୍ର ବନ୍ଧନ || ଗୌରୀ ||
|-
|ମାଆ ଗୋଜ ବାୟାଣୀ
| ୨୦୧୬ || [[ସମୟ ବଡ଼ ବଳବାନ (୨୦୧୬ କଥାଚିତ୍ର)|ସମୟ ବଡ଼ ବଳବାନ]] || ||
|
|
|-
| ୨୦୦୩ || ସୁନା ସଂଖାଳୀ ||
|
|-
|୨୦୦୮
|ମତେ ଆଣିଦେଲ ଲକ୍ଷେ ଫଗୁଣ
|ଦୁର୍ଗା
|
|-
|୨୦୦୯
|ସାତ ସୁରେ ବନ୍ଧା ଏ ଜୀବନ
|ଅନୀତା
|
|-
|୨୦୧୧
|ଦୋସ୍ତି
|ପାର୍ବତୀ
|
|-
| rowspan="2" |୨୦୧୨
|ସମଥିଙ୍ଗ୍ ସମଥିଙ୍ଗ୍
|ଜେଜେମା
|
|-
|ମାଟ୍ରିକ୍ ଫେଲ୍
|ଜେଜେମା
|
|-
|୨୦୧୩
|ଡାହା ବାଳୁଙ୍ଗା
|ଜେଜେମା
|
|-
| rowspan="2" |୨୦୧୪
|ହରିବୋଲି ନୁହେଁ ଟଙ୍କା ବୋଲ
|
|
|-
|ଗଞ୍ଜା ଲଢ଼େଇ
|ସାହେବର ମାଆ
|
|-
|୨୦୧୫
|ରଘୁପତି ରାଘବ ରାଜାରାମ
|
|
|-
|୨୦୧୬
|ତୁ ଯେ ସେଇ
|
|
|-
|୨୦୧୯
|ନିମ୍‌କି
|
|
|}
 
Line ୩୭ ⟶ ୯୬:
! ଧାରାବାହିକ !! ଚେନାଲ !! ଭୂମିକା
|-
| ଗାୟତ୍ରୀ || ଇ ଟିଭି ଓଡ଼ିଆ ||
| କିଛି ଲୁହ ପିଇ ଯାଏ ଓଠ || [[ତରଙ୍ଗ ଟିଭି]] || ଖୁସି/ଶ୍ରେୟା
|-
| ଆହୁତି || ଇ ଟିଭି ଓଡ଼ିଆ ||
| ତୋ ଅଗଣାର ତୁଳସୀ ମୁଁ || [[ସାର୍ଥକ ଟିଭି]] || ତୁଳସୀ/ମା' ବନ୍ଦାବତୀ
|}