"ଛାତି ତଳେ ଡିଂ ଡଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଉଚିତ ଛାଞ୍ଚ ନାମକୁ ବଦଳାଇଲି
ଟିକେNo edit summary
୬ କ ଧାଡ଼ି:
| alt =
| caption =
| director = [[ମୃତ୍ୟୁଞ୍ଜୟ ସାହୁ]]
| producer = [[ସୌମ୍ୟରଞ୍ଜନ ପଟ୍ଟନାୟକ]]
| writer = [[ବସନ୍ତରାଜ ସାମଲ]]
| screenplay =
| story =
| based on =
| narrator =
| starring = [[ସବ୍ୟସାଚୀ ମିଶ୍ର]]<br>[[ଅର୍ଚ୍ଚିତା ସାହୁ]]<br>[[ବର୍ଷା ପ୍ରିୟଦର୍ଶିନୀ]]<br>ଶକ୍ତି କପୁର
| music = [[ମଳୟ ମିଶ୍ର]]
| cinematography = ଏସ୍. ରଞ୍ଜନ ରାଓ
| editing = [[ଚନ୍ଦ୍ରଶେଖର ମିଶ୍ର]]
| studio =
| distributor =
୨୭ କ ଧାଡ଼ି:
}}
 
'''ଛାତି ତଳେ ଡିଂ ଡଂ''', ୨୦୧୬ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ [[ସୌମ୍ୟରଞ୍ଜନ ପଟ୍ଟନାୟକ]] ।<ref>{{cite news|title=ମଞ୍ଜରୀ ମୁଭିଜ୍‌ରେ ସବ୍ୟ-ଅର୍ଚିତା|url=http://sambad.in/news/entertainment/3718.html|accessdate=6 October 2016|newspaper=[[ସମ୍ବାଦ]]|date=4 September 2016}}</ref> ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।<ref>{{cite news |title=Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com |url=https://enewsodia.com/ollywood-release-odia-movies-mun-khanti-odia-jhia-bhairab/ |accessdate=16 January 2019 |work=https://enewsodia.com/ |publisher=E News ଓଡ଼ିଆ |date=8 September 2017 |archiveurl=http://www.webcitation.org/75TPYkudu |archivedate=16 January 2019 |location=Odisha}}</ref><ref>{{cite news |title=କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ {{!}} Sambad |url=https://sambad.in/entertainment/queen-releases-tomorrow-470923/ |accessdate=19 January 2020 |work=ସମ୍ବାଦ |publisher=sambad.in |date=14 January 2020}}</ref> ଏହା ଚଳଚ୍ଚିତ୍ରଟି ୨୦୧୫ ମସିହା ନଭେମ୍ବର ୨୭ ତାରିଖରେ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିବା "ସାଇଜ୍ ଜିରୋ" କଥାଚିତ୍ରର ଅବଲମ୍ବନରେ ତିଆରି ହୋଇଥିଲା । ଏହା ୨୦୧୬ ମସିହା ଅକ୍ଟୋବର ୧୦ ତାରିଖ ଦଶହରାରେ ମୁକ୍ତିଲାଭ କରିଥିଲା ।<ref>{{cite news|last=ସାହୁ|first=ଗଣେଶ ପ୍ରସାଦ|title=ରିଲିଜ୍ ହେବାକୁ ଥିବା ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ ଏକ ତେଲୁଗୁ ସିନେମାର କପି|url=http://www.odishanews360.com/Odisha/details?mallId=5&jobId=12583&type=ENTERTAINMENT|accessdate=6 October 2016|newspaper=Odisha News 360|date=4 October 2016}}</ref> ଓଡ଼ିଆ କଥା ଜଗତରେ ଅଭିନେତ୍ରୀ [[ଅର୍ଚ୍ଚିତା ସାହୁ]] ଏବଂ [[ବର୍ଷା ପ୍ରିୟଦର୍ଶିନୀ]] ମଧ୍ୟ ପ୍ରଥମ କରି ଏକାଠି ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ।<ref name="ଅର୍ଚ୍ଚିତା">{{cite news |title=ଏହି ତିନି ଟପ୍‌ ନାୟିକାଙ୍କ ସହ ବି ଏକାଠି ଆସିଛନ୍ତି ଅର୍ଚ୍ଚିତା {{!}} Sambad |url=http://sambad.in/entertainment/archita-with-other-heroines-210512/ |accessdate=12 September 2018 |work=Sambad |date=11 September 2018 |archiveurl=http://www.webcitation.org/72NpbC9Mo |archivedate=12 September 2018 |location=ଓଡ଼ିଶା |language=Odia}}</ref>
 
==ଅଭିନୟ==