"ଟୋପାଏ ସିନ୍ଦୂର ଦି ଟୋପା ଲୁହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସିନେମା -> କଥାଚିତ୍ର (ଉଚିତ ଛାଞ୍ଚ ନାମ)
ଟିକେNo edit summary
୬ କ ଧାଡ଼ି:
| alt =
| caption =
| director = [[ବସନ୍ତ ସାହୁ]]
| producer = [[ବିଜୟ କନ୍ଦୋଇ]]
| writer = ମହ‌ମଦ ସାଫି
| screenplay = ପ୍ରଦୀପ ନନ୍ଦ
| story = [[ବିଜୟ କନ୍ଦୋଇ]]
| based on =
| narrator =
| starring = [[ସିଦ୍ଧାନ୍ତ ମହାପାତ୍ର]], [[ଅନୁଭବ ମହାନ୍ତି]], [[ଅନୁ ଚୌଧୁରୀ]], [[ବର୍ଷା ପ୍ରିୟଦର୍ଶିନୀ]], [[ମିହିର ଦାସ]], [[ଅପରାଜିତା ମହାନ୍ତି]]
| music = କୃଷ୍ଣ ଚନ୍ଦ୍ର
| cinematography = [[ଅଭିରାମ ମିଶ୍ର]]
| editing = [[ଅଶୋକ ଶର୍ମା]]
୨୭ କ ଧାଡ଼ି:
}}
 
'''ଟୋପାଏ ସିନ୍ଦୂର ଦି ଟୋପା ଲୁହ''', ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବିଜୟ କନ୍ଦୋଇ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।<ref>{{cite news |title=କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ {{!}} Sambad |url=https://sambad.in/entertainment/queen-releases-tomorrow-470923/ |accessdate=19 January 2020 |work=ସମ୍ବାଦ |publisher=sambad.in |date=14 January 2020}}</ref> ପ୍ରଦୀପ ନନ୍ଦ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ମହ‌ମଦ ସାଫି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ବସନ୍ତ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="ଅନୁଭବଙ୍କୁ ନୁହେଁ, ସିଦ୍ଧାନ୍ତଙ୍କୁ ଭଲ ପାଉଥିଲେ ବର୍ଷା ପ୍ରିୟଦର୍ଶନୀ"/>
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ।<ref name="ଅନୁଭବଙ୍କୁ ନୁହେଁ, ସିଦ୍ଧାନ୍ତଙ୍କୁ ଭଲ ପାଉଥିଲେ ବର୍ଷା ପ୍ରିୟଦର୍ଶନୀ">{{cite news|title=ଅନୁଭବଙ୍କୁ ନୁହେଁ, ସିଦ୍ଧାନ୍ତଙ୍କୁ ଭଲ ପାଉଥିଲେ ବର୍ଷା ପ୍ରିୟଦର୍ଶନୀ! ଜାଣନ୍ତୁ କାହିଁକି ?|url=https://sambad.in/news/entertainment/barsha-romanced-with-sidhanta.../50757.html?fb...|accessdate=16 March 2018|newspaper=ସମ୍ବାଦ|date=2 May 2017}}</ref> ମିହିର ଦାସ, ଅପରାଜିତା ମହାନ୍ତି, ସୁରେଶ ବଳ, ଦେବୁ ବୋଷ, ହରିହର ମହାପାତ୍ର, ଜୟୀରାମ ସାମଲ, ବ୍ରଜ ସିଂହ, ଜର୍ଜ ତିଆଡ଼ି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।