"ଉତ୍ତରେଶ୍ଵର ଶିବ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-୍ଵ +୍ୱ)
୧ କ ଧାଡ଼ି:
{{prettyurl|Uttaresvara Siva Temple}}
{{Infobox Hindu temple
| name = ଉତ୍ତରେଶ୍ଵରଉତ୍ତରେଶ୍ୱର ଶିବ ମନ୍ଦିର
| image = Uttareswara Temple.jpg
| map_type = India Orissa
୯ କ ଧାଡ଼ି:
| state = [[ଓଡ଼ିଶା]]
| district =
| location = [[ଭୁବନେଶ୍ଵରଭୁବନେଶ୍ୱର]]
| deity = lord [[Shiva|siva]]
| festivals=
୧୮ କ ଧାଡ଼ି:
| year_completed = 12-13th century A.D.
}}
'''ଉତ୍ତରେଶ୍ଵରଉତ୍ତରେଶ୍ୱର ଶିବ ମନ୍ଦିର''' ପୁରୁଣା [[ଭୁବନେଶ୍ଵରଭୁବନେଶ୍ୱର]]ର [[ବିନ୍ଦୁସାଗର]] ପୋଖରୀର ଉତ୍ତର ତଟ ନିକଟରେ ଅବସ୍ଥିତ । ଏକ ଗୋଲାକାର ଯୋନୀପୀଠ ମଧ୍ୟରେ ଏଠାରେ ଏକ ଶିବଲିଙ୍ଗ ପୂଜା ପାଉଛନ୍ତି । ନଅଗୋଟି ଛୋଟ ମନ୍ଦିର ଉତ୍ତରେଶ୍ଵରଙ୍କଉତ୍ତରେଶ୍ୱରଙ୍କ ମୂଖ୍ୟ ମନ୍ଦିରକୁ ଘେରି ରହିଛନ୍ତି । ଶିବଙ୍କ ଚାରି ମୁଖ୍ୟ ପୀଠ ମଧ୍ୟରୁ ଏହା ଅନ୍ୟତମ । ଏହା ଏକ ତନ୍ତ୍ରପୀଠ ବୋଲି ମଧ୍ୟ ବିଶ୍ଵାସବିଶ୍ୱାସ ରହିଛି । ଅନ୍ୟ ତିନି ପୀଠ ହେଲେ ଖରଖିଆ ବୈଦ୍ୟନାଥଙ୍କର ଯୋଗପୀଠ, ଲିଙ୍ଗରାଜଙ୍କର ଭୋଗ ପୀଠ ଓ କେଦାରଗୌରୀଙ୍କର ସିଦ୍ଧ ପୀଠ ।<ref name="ApniSanskriti">{{cite web |title=Uttaresvara Siva Temple, Bhubaneswar, Odisha |url=https://www.apnisanskriti.com/temple/uttaresvara-siva-temple-bhubaneswar-odisha-3777 |website=ApniSanskriti - Back to veda |accessdate=29 December 2019}}</ref>
 
ମନ୍ଦିରର ଅନ୍ୟ ଏକ ଆକର୍ଷଣ ହେଉଛି ମୁଖ୍ୟମନ୍ଦିର ମଧ୍ୟରେ ସ୍ଥିତ ଭଗବାନ ନୃସିଂହଙ୍କ ମୂର୍ତ୍ତୀ । ମୁଖ୍ୟ ମନ୍ଦିରକୁ ଘେରି ରହିଥିବା ଅନ୍ୟାନ୍ୟ୍ ମନ୍ଦିର ସାଙ୍ଗକୁ ଗୋଦାବରୀ କୁଣ୍ଡ ତଥା ଏକ ପୋଖରୀ ମଧ୍ୟ ରହିଅଛି । ଏହାଛଡା ଦ୍ୱିତୀୟ ବଡ ମଦିରଟି ହେଉଛି ଭଗବାନ ଭୀମେଶ୍ଵରଙ୍କରଭୀମେଶ୍ୱରଙ୍କର । ଏହି ମନ୍ଦିରର ଅନ୍ୟ ଏକ ପ୍ରମୁଖ ମହତ୍ତ୍ଵମହତ୍ତ୍ୱ ହେଉଛନ୍ତି ମା ଉତ୍ତରାୟଣୀ । ସେ ମୁଖ୍ୟ ମନ୍ଦିରର ବାହାର କାନ୍ଥର ଦକ୍ଷିଣ ଦିଗକୁ ମୁଖ କରି ଭଗବାନ ଉତ୍ତରେଶ୍ଵରଙ୍କଉତ୍ତରେଶ୍ୱରଙ୍କ ପାର୍ଶ୍ଵରେପାର୍ଶ୍ୱରେ ଦଣ୍ଡାୟମାନ । ପ୍ରତିବର୍ଷ ଚୈତ୍ର ମାସରେ ଦେବୀ ଉତ୍ତରାୟଣିଙ୍କ ପାଖରେ ପୂଜା ବେଲେ ପାନ ଅର୍ପନ କରାଯାଏ ।
 
== ସ୍ଥାପତ୍ୟ କଳା ==
୨୮ କ ଧାଡ଼ି:
 
== କୀମ୍ବଦନ୍ତି ==
ସ୍ଥାନୀୟ କୀମ୍ବଦନ୍ତୀ ଅନୁସାରେ ବିନ୍ଦୁସାଗରର ତଥା ଲିଙ୍ଗରାଜ ମନ୍ଦିରର ଉତ୍ତରରେ ରହିଥିବାରୁ ଏହି ପୀଠର ନାମ ଉତ୍ତରେଶ୍ଵରଉତ୍ତରେଶ୍ୱର । ମନ୍ଦିର ପରିସର ମଧ୍ୟରେ ଗୋଦାବରୀ କୁଣ୍ଡ ଅବସ୍ଥିତ । ଏହା ଏକ ପ୍ରାକୃତିକ ଝରଣା ଯାହାକି ବହିଯାଇ ବିନ୍ଦୁସାଗର ମଧ୍ୟରେ ବିଲୀନ ହୋଇଯାଏ ।
 
ଅନ୍ୟ ଏକ କୀମ୍ବଦନ୍ତୀ ଅନୁସାରେ କୀର୍ତ୍ତୀ ଓ ବାସ ନାମକ ରାକ୍ଷସକୁ ଯୁଦ୍ଧରେ ହରାଇବା ପରେ ଦେବୀ ପାର୍ବତୀଙ୍କୁ ଭୀଷଣ ଶୋଷ ହେଲା । ପାର୍ବତୀଙ୍କ କହିବାରେ ପ୍ରଭୂ ଶିବ ଏହିଠାରେ ନିଜର ତ୍ରୀଶୂଳ ଘାତରେ ଏକ ଝରଣା ପ୍ରବାହିତ ହେବାକୁ ଲାଗିଲା । ବସନ୍ତର ଅଭିଷେକ ନିମନ୍ତେ ପ୍ରଭୂ ଶିବ ସମସ୍ତ ନଦୀମାନଙ୍କୁ ଆମନ୍ତ୍ରଣ କଲେ । ହେଲେ ସମସ୍ତ ନଦୀ ଆସିଲେ ସିନା; ଦେବୀ ଗୋଦାବରୀ ଆସିପାରିଲେ ନାହିଁ । ଏଣୁ ପ୍ରଭୂ ଶିବ କ୍ରୋଧରେ ଦେବୀ ଗୋଦାବରୀଙ୍କୁ ଏହି ଅଭିଶାପ ଦେଲେ କି ଏହାର ପାଣି ସର୍ବଦା ଅଶୂଦ୍ଧ ରହିବ , କେବଳ ପବିତ୍ର କୁମ୍ଭମେଳା ଅବସରରେ ହିଁ ଗୋଦାବରୀର ପାଣି ଶୁଦ୍ଧ ହେବ ।<ref name="ApniSanskriti"></ref>