"ଖୁସୱନ୍ତ ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
Created by translating the page "Khushwant Singh"
୬ କ ଧାଡ଼ି:
ଖୁସ‌ୱ‌ନ୍ତ ସିଁହଙ୍କୁ ୧୯୭୪ ମସିହାରେ ପଦ୍ମ ଭୂଷଣରେ ପୁରସକୃତ କରାଯାଇଥିଲା । ସେ ୧୯୮୪ ମସିହାରେ '''ଅପରେସନ୍ ବ୍ଲୁ ଷ୍ଟାର''' ବିପକ୍ଷରେ ବିରୋଧଭାଷ ଦେଖାଇ ଏହି ପୁରସ୍କାରକୁ ଫେରାଇ ଦେଇଥିଲେ । ୨୦୦୭ ମସିହାରେ ଭାରତ ସରକାର ସିଁହଙ୍କୁ ପଦ୍ମ ବିଭୂଷଣରେ ପୁରସକୃତ କରିଥିଲେ, ଯାହା ଭାରତର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ।<ref>{{Cite news|url=http://timesofindia.indiatimes.com/home/sunday-times/deep-focus/Those-who-said-no-to-top-awards/articleshow/2714586.cms|title=Those who said no to top awards|last=TNT|date=28 January 2008|work=The Times of India|access-date=7 May 2015}}</ref>
 
== ମୃତ୍ୟୁ ==
==ଆଧାର==
୨୦ ମାର୍ଚ୍ଚ ୨୦୧୪ରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ୯୯ ବର୍ଷ ବୟସରେ ସିଁହ ଦେହାନ୍ତ ହେଇଥିଲା । ମୃତ୍ୟୁର ସମାଚାର ଶୁଣି ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସୋକ ଯତାଇଥିଲେ । ଦିଲ୍ଲୀର ଲୋଧି ସ୍ମସାନରେ ତାଙ୍କୁ ସମାଧୀ ଦିଆଯାଇଥିଲା<ref name="timesofindia">{{Cite news|url=http://timesofindia.indiatimes.com/india/Khushwant-Singh-journalist-and-writer-dies-at-99/articleshow/32352917.cms|title=Khushwant Singh, journalist and writer, dies at 99|last=TNN|date=20 March 2014|work=The Times of India|access-date=21 March 2014}}</ref>।
{{ଆଧାର}}
 
୧୯୪୩ ମସିହାରେ ସେ ନିଜ ପାଇ ନିଜ ଖୁଦ୍ର ଗଲ୍ପ ସଂଗ୍ରହରେ ନିଜ ପାଇଁ ଏକ ମରଣୋତ୍ତର ସଂଦେସ ଲେଖିଥିଲେ । ଏହି ଲେଖା ଶିରୋନାମା ଥିଲା "Sardar Khushwant Singh Dead":{{Cquote|ଆମେ ଦୁଃଖର ସ‌ହ ଜଣେଇବାକୁ ଚାହୁଁଛୁ ଯେ ସରଦାର ଖୁସ‌ୱ‌ନ୍ତ ସିଁହଙ୍କ ଦେହାନ୍ତ କାଲି ସନ୍ଧ୍ୟା ୬ଟା ବେଳେ ହେଇଛି । ସେ ନିଜ ପଛରେ ନିଜର ବିଧବା ସ୍ତ୍ରୀ, ଦୁଇଟି ଶିଶୁ, କିଛି ସାଙ୍ଗ ଓ ପ୍ରଶଂସକଙ୍କୁ ଛାଡିଯାଇଛନ୍ତି । ମୃତ ସରଦାରଙ୍କ ଘରକୁ ମୁଖ୍ୟ ବିଚାରପତିଙ୍କ ପିଏ, କିଛି ମନ୍ତ୍ରୀ ଓ ମୁଖ୍ୟ ନ୍ୟାୟାଳ‌ୟର ଅନ୍ୟ କିଛି ବିଚାରପତି ମାନେ ଫୋନ କରିଥିଲେ ।<ref>{{cite news|last1=Singh|first1=Khushwant|title=How To Live & Die|url=http://www.outlookindia.com/article/how-to-live--die/266528|accessdate=7 May 2015|work=Outlook|date=16 October 2010}}</ref>}}
[[ଶ୍ରେଣୀ:ପଞ୍ଜାବୀ ଲୋକ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]