"ଧଳା ହାତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩ କ ଧାଡ଼ି:
[[Image:White elephant at Naypyidaw's Uppatasanti Pagoda.jpg|thumb|ବ୍ରହ୍ମଦେଶର ଏକ ଧଳା ହାତୀ]]
 
'''ଧଳା ହାତୀ''' (ଇଂରାଜୀରେ '''white elephant''' ବା '''albino elephant''') ଏକ ବିରଳ ହାତୀର ବର୍ଗ କିନ୍ତୁ ଏମାନେ ଏକ ସ୍ୱତନ୍ତ୍ର ହାତୀ ପ୍ରଜାତି ନୁହନ୍ତି । ଚିତ୍ର ଓ ମୂର୍ତ୍ତିରେ ଏମାନଙ୍କୁସମ୍ପୂର୍ଣ୍ଣଏମାନଙ୍କୁ ସମ୍ପୂର୍ଣ୍ଣ ଧଳା ରଙ୍ଗର ବୋଲି ଦର୍ଶାଯାଇଥାଏ କିନ୍ତୁ ପ୍ରକୃତରେ ଏମାନଙ୍କ ଶରୀର ଶୁଖିଲା ଥିବାବେଳେ ଲାଲିମିଶା ମାଟିଆ ଓ ଓଦା ଥିବାବେଳେ ଫିକା ଗୋଲାପୀ ରଙ୍ଗର ।<ref>[https://www.theatlantic.com/infocus/2012/06/burma-in-transition/100316/#img03 Men ride albino elephants], Reuters via The Atlantic, 1 March 2012.</ref> ଏମାନଙ୍କ ଆଖିପତା ଓ ନଖ ଧଳା ରଙ୍ଗର । ପାରମ୍ପରିକ ଧଳା ହାତୀକୁ ଜୀବବିଜ୍ଞାନର ରଙ୍ଗହୀନତା ପ୍ରକୃତିବିଶିଷ୍ଟ ହାତୀ ବୋଲି ଧରିନେବା ଭୁଲ ଧାରଣା । ଥାଇ ସଂସ୍କୃତିରେ ଧଳା ହାତୀ ପାଇଁ ବ୍ୟବହୃତ ''ଚାଂଗ୍ ସମ୍‍ଖାନ୍‍'' ଶବ୍ଦର ପ୍ରକୃତ ଅର୍ଥ ହେଲା ''ଶୁଭଙ୍କର ହାତୀ'' । ଏଠାରେ ଧଳା ଶବ୍ଦ ରଙ୍ଗ ପାଇଁ ନୁହେଁ ବରଂ ଶୁଦ୍ଧତା ଓ ପବିତ୍ରତା ଅର୍ଥରେ ଉପଯୋଗ କରାଯାଏ ।<ref>{{cite web|title=Royal Elephant Stable|url=http://www.thailandelephant.org/en/royalstable.html|publisher=Thai Elephant Conservation Center|accessdate=7 September 2014}}</ref>
 
ଧଳା ହାତୀମାନେ ସମ୍ପୂର୍ଣ୍ଣ ଶ୍ୱେତ ବର୍ଣ୍ଣର ନୁହଁନ୍ତି । ଜେନେରାଲ୍ ଥାନ୍ ଶ୍ୱେ ନିଜକୁ ବ୍ରହ୍ମଦେଶୀୟ ଶାସକମାନଙ୍କ ଉତ୍ତରାଧିକାରୀ କୁହନ୍ତି ଓ ତାଙ୍କଠାରେ ଥିବା ଧଳା ହାତୀମାନଙ୍କ ମଧ୍ୟରୁ ଗୋଟିଏ ପାଉଁଶିଆ ଓ ଅନ୍ୟ ତିନୋଟି ଫିକା ଗୋଲାପୀ ରଙ୍ଗର । ଥାଇଲାଣ୍ଡର ରାଜାଙ୍କ ପାଖରେ ମଧ୍ୟ ଅନେକ ଧଳା ହାତୀ ଥିଲେ ଯାହା ମଧ୍ୟରୁ ୧୧ଟି ଧଳା ହାତୀ ଜୀବିତ ଅଛନ୍ତି ।<ref>{{cite web|url=http://www.tnews.co.th/contents/208790|title=งดงามยิ่งนัก !! ชมประวัติช้างเผือกคู่พระบารมีพระบาทสมเด็จพระเจ้าอยู่หัวในพระบรมโกศ (รายละเอียด)|website=www.tnews.co.th}}</ref> [[ଯୁକ୍ତରାଷ୍ଟ୍ର ଆମେରିକା]]<nowiki/>ର ପୂର୍ବତନ ଉପରାଷ୍ଟ୍ରପତି କାମ୍ୱୋଡିଆର ରାଜା ନୋରୋଦୋମ ସିହାନୌକଙ୍କୁ ଏକ ଧଳା ହାତୀ ଉପହାର ଦେଇଥିଲେ ।
 
==ପାରସ୍ୟରେ ଧଳା ହାତୀ==
"https://or.wikipedia.org/wiki/ଧଳା_ହାତୀ"ରୁ ଅଣାଯାଇଅଛି