"ଲସ ଏଞ୍ଜଲେସ ଲେକର୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୩ କ ଧାଡ଼ି:
'''ଲସ ଏଞ୍ଜଲେସ ଲେକର୍ସ''', ଲସ ଏଞ୍ଜଲେସ ସ୍ଥିତ ଏକ ଆମେରିକାର ପେଶାଦାର ବାସ୍କେଟବଲ ଖେଳର ଦଳ ଅଟେ । ପାସିଫିକ ଡିଭିଜନରେ ଲୀଗର ପଶ୍ଚୀମ ସମ୍ମୀଳନର ସଦସ୍ୟ ଋପେ ନ୍ୟାସନାଲ ବାସ୍କେଟବଲ ଆସୋସିଏସନ (ଏନ.ବି.ଏ.)ର ପ୍ରତିଯୋଗିତାରେ ଲେକର୍ସ ଖେଳ ଆରମ୍ଭ କରିଥିଲେ । ଲେକର୍ସ ଷ୍ଟେପଲ ସେଣ୍ଟରରେ ନିଜର ନିୟମିତ ଅଭ୍ଯାସ ଜାରି ରଖିଥା'ନ୍ତି । ଦି ଲେକର୍ସ ଏନ.ବି.ଏ.ର ଇତିହାସରେ ସବୁଠାରୁ ସଫଳ ଟୀମ ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ଏବଂ ୧୬ଟି ଏନ.ବି.ଏ ଚ୍ୟାମ୍ପିଆନଶୀପ ଜିତି ସାରିଛନ୍ତି ଯାହା ବୋଷ୍ଟନ କେଲଟିକ୍ସ ପରେ ଦ୍ୱିତୀୟ ସ୍ଥାନରେ ରହିଛି ।
 
ଫ୍ରାଞ୍ଚାଇଜର ଆରମ୍ଭ ୧୯୪୭ ମସିହାରେ ଏକ ବିବାଦୀୟ ଦଳ, ନ୍ୟାସନାଲ ବାସ୍କେଟବଲ ଲୀଗ (ଏନ.ବି.ଏଲ.)ର ଡେଟ୍ରୋଇଟ ଗେମର କ୍ରୟ ସହିତ ହୋଇଥିଲା । ନୂଆ ଦଳ ମିନିୟାପୋଲିସରେ ଖେଳିବା ଆରମ୍ଭ କରିଦେଇଥିଲେ ଏବଂ ପରେ ନିଜକୁ ମିନିୟାପୋଲିସ ଲେକର୍ସ ଭାବରେ ନମିତନାମିତ କରିଥିଲେ ।<ref name="The Nicknames">Reavis, Tracey in Sacchare (ed) (2000). p. 95</ref> ପ୍ରାରମ୍ଭରେ ଏନ.ବି.ଏଲ ର ଜଣେ ସଦସ୍ୟ ଲେବର୍ସ , ପ୍ରତିଦ୍ୱନ୍ଦୀ "ବାସ୍କେଟ ବଲ ଆସୋସିଏସନ ଅଫ ଆମେରିକା"ରେ ସାମିଲ ହେବା ପୂର୍ବରୁ 1948 ମସିହା ଏନ.ବି.ଏଲ ଚ୍ୟମ୍ପିଅନସିପ ଜିତିଥିଲେ, ଯେଉଁଠାରେ ସେ ଷ୍ଟାର "ଜର୍ଜ ମିକାନ"ଙ୍କ ନେତୃତ୍ୱରେ ପରବର୍ତ୍ତୀ 6ଟି ଚ୍ୟମ୍ପିଅନସିପ ମଧ୍ୟରୁ ପାଞ୍ଚୋଟି ଗୋଟି ଜିତିବେ ।<ref name="Mike">{{cite web|last=Barreiro|first=Dan|title=George Mikan: The First Icon|url=http://www.nba.com/history/players/mikan_icon_050602.html|work=From the Official NBA Encyclopedia, Third Edition|publisher=NBA.com|accessdate=November 20, 2010|archive-url=https://www.webcitation.org/68hNdMo7U?url=http://www.nba.com/history/players/mikan_icon_050602.html|archive-date=June 26, 2012|url-status=dead}}</ref>
 
==ଆଧାର==