"ପୀତାମ୍ବର ତରାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ
୧ କ ଧାଡ଼ି:
{{ଛୋଟ|Pitambar Tarai}}
 
[[File:Pitambar Tarai.JPG|thumb|ପୀତାମ୍ବର ତରାଇ]]
 
{{Infobox person
|image = Pitambar Tarai.JPG
|caption =
|image_size =200px
|alt =
|birth_name = ପୀତାମ୍ବର ତରାଇ‌
|birth_date = ୧୯୫୯
|birth_place =
|death_date =
|death_place =
|death_cause =
|resting_place =
|resting_place_coordinates =
|nationality = [[ଭାରତ|ଭାରତୀୟ]]
|other_names =
|known_for =
|education =
|alma_mater =
|spouse = ସରିତା ତରାଇ
|children = ଅଗ୍ନି, କ୍ରୀଷ୍ଣା, ଲିପ୍ସା, ବିଦାୟୀ ବର୍ଷା
|parents = ହାଡ଼ିବନ୍ଧୁ ତରାଇ </BR>ପଞ୍ଚେଇ ଦେବୀ
|awards = ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
|signature =
|website =
|footnotes =
}}
 
'''ପୀତାମ୍ବର ତରାଇ''' ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।<ref name="AbrahamMisrahi-Barak2015">{{cite book|author1=Joshil K. Abraham|author2=Judith Misrahi-Barak|title=Dalit Literatures in India|url=https://books.google.com/books?id=9B0-CgAAQBAJ&pg=PT194|date=24 July 2015|publisher=Taylor & Francis|isbn=978-1-317-40879-6|pages=194–}}</ref><ref>http://www.thehindu.com/todays-paper/tp-national/tp-otherstates/sahitya-akademi-hosts-literary-meet/article704736.ece</ref> କବିତା ବ୍ୟତିତ ଶିଶୁସାହିତ୍ୟରେ ମଧ୍ୟ ସେ ଲେଖନି ଚାଳନା କରିଛନ୍ତି । ପୀତାମ୍ବର ୧୯୫୯ ମସିହା ଦିପାବଳୀ ଦିନ, [[ଜଗତସିଂହପୁର ଜିଲ୍ଲା|ଜଗତ୍‌ସିଂହପୁର ଜିଲ୍ଲା]]ର [[କୁଜଙ୍ଗ]] ବ୍ଳକ ଅନ୍ତର୍ଗତ ସମୁଦ୍ର ସନ୍ନିକଟ ମଙ୍ଗରାଜପୁର ଗାଁର ଏକ କୈବର୍ତ୍ତ ପଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଜୀବନର ସୁଖଦୁଃଖ ତାଙ୍କ କବିତାରେ ସ୍ଥାନ ପାଇଛି । ବିଶେଷତଃ ଦଳିତ, ଅବହେଳିତ, ବିସ୍ଥାପିତ ଜନଜୀବନକୁ ନେଇ ତାଙ୍କର କବିତା ପରିପୂର୍ଣ୍ଣ ।<ref>ସମୟ ତରଙ୍ଗ, ରବିବାର, ପୃଷ୍ଠା-୧୩, ୫.୧.୨୦୧୪</ref>
 
== କବିତା ସଂକଳନ ==
* ବୁନ୍ଦେ ଲୁହର ପିଠିରେ ସମୁଦ୍ର - ୧୯୮୭
* ନିଜ ନିଶ୍ୱାସରେ ନିଜେ ହିଁ ଜଳୁଛି - ୧୯୯୦
* ଆଦି ପର୍ବଆଦିପର୍ବ - ୧୯୯୪
* ଶେଷ ହେବାଯାଏ - ୧୯୯୭
* ଦେହ ଦଶବିଶା - ୨୦୦୭୧୯୯୭
* ଚିରା-ଚଇତର ଚିଠା - ୨୦୦୨
* ରାଗ ରୁଦ୍ରାକ୍ଷରୀ - ୨୦୦୪
* ସଇରାତ ଶତକ - ୨୦୦୬<ref>http://nationallibrary.gov.in/showdetails.php?id=227086</ref>
* ଦେହ ଦଶବିଶା - ୨୦୦୭
* ଇତର - ୨୦୦୭
* ଶୂଦ୍ରକର ଶ୍ଳୋକ - ୨୦୦୮
Line ୨୭ ⟶ ୫୭:
* ଓଡ଼ିଶା ଦଳିତ ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନ
* ଦଧିଚୀ ସମ୍ମାନ<ref>http://www.dailypioneer.com/state-editions/bhubaneswar/2015-11-18-114729.html</ref>
* ଧ୍ୱନୀ ପ୍ରତିଧ୍ୱନୀ କବିତା ସମ୍ମାନ
* ଗୋକର୍ଣ୍ଣିକା କବିତା ସମ୍ମାନ<ref>{{cite news |title=ବ୍ୟକ୍ତିତ୍ୱ |url=http://web.archive.org/save/http://odishanewsnitidin.com/index.php?ID=20&PubId=4&schedule=2019-11-22&PageId=69175&PageNum=9 |accessdate=22 November 2019 |issue=ନିତିଦିନ ୨୨/୧୧/୨୦୧୯ ପୃଷ୍ଠା ୯ |publisher=ନିତିଦିନ}}</ref>
 
==ଆଧାର==