"ହାଇଡ୍ରୋକ୍ଲୋରିକ ଅମ୍ଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧୩ କ ଧାଡ଼ି:
| ImageName3 = Sample of hydrochloric acid in a bottle
| ImageSize3 = 150px
}}
 
'''ହାଇଡ୍ରୋକ୍ଲୋରିକ ଅମ୍ଳ‌''' ଏକ ରାସାୟନିକ ଯୌଗୀକ ଅଟେ । ଏହା ହାଇଡ୍ରୋଜେନ କ୍ଲୋରାଇଡ (HCl) ଗ୍ୟାସର ଏକ ଘୋଳ ଅଟେ ଯାହା ସହଜରେ ପାଣିରେ ମିଶିଯାଏ । ଅତୀତରେ (muriatic acid) ମ୍ୟୁରିଏଟିକ ଅମ୍ଳ କୁହାଯାଉଥିଲା । ଏହା ବ୍ୟାପକ ଋପେ ଉଦ୍ୟୋଗରେ ବ୍ୟବହାର କରାଯାଏ ଏବଂ ଏହା ଭୋଜନର ପାଚକ କ୍ରୀୟାରେ ସାହାଯ୍ୟ କରିବା ପାଇଁ ପେଟ ଦ୍ୱାରା ମଧ୍ୟ ତିଆରି ହୋଇଥାଏ । ହାଇଡ୍ରୋକ୍ଲୋରିକ ଅମ୍ଳ‌, ସମସ୍ତ ଏସିଡ ପରି ଲବଣ (କ୍ଲୋରାଇଡ)ର ଉତ୍ପାଦନ ପାଇଁ ଆଧାର ସହିତ ପ୍ରତିକ୍ରୀୟା କରିଥାଏ ।
୨୮ କ ଧାଡ଼ି:
ହାଇଡ୍ରୋଜେନ କ୍ଲୋରାଇଡର ନିର୍ମାଣରେ ପାର୍ସୀଲେନ କିମ୍ବା କାଚର ପାତ୍ରରେ ସୁବିଧା ଜନକ ହୋଇଥାଏ କାରଣ ସାମାନ୍ୟ ଧାତୁ ଗୁଡିକ ଏହି ଅମ୍ଳ ଦ୍ୱାରା ଆକ୍ରାନ୍ତ ହୋଇଯାଏ । ପରନ୍ତୁ ଏବେ ଏପରି କିଛି ଧାତୁ ଓ ମିଶ୍ର ଧାତୁ ପ୍ରାପ୍ତ ହୋଇଛି, ଯାହାର ପାତ୍ରର ବ୍ୟବହାର ହୋଇପାରେ କାରଣ ଏହି ଅମ୍ଳର ଅତ୍ୟଧିକ ପ୍ରତିରୋଧ କରିଥାଏ ।
 
ଶୁଦ୍ଧ ହାଇଡ୍ରୋକ୍ଲୋରିକ ଅମ୍ଳ ବର୍ଣ୍ଣହୀନ ହୋଇଥାଏ କିନ୍ତୁ ବ୍ୟାପାର ଅମ୍ଳ ଲୁହା ଏବଂ ଅନ୍ୟ ଉପଦ୍ରବ୍ୟ କାରଣରୁ ହଳଦିଆ ରଙ୍ଗର ହୋଇଥାଏ । ନିଲୟନशुद्धନିଲୟନରେ हाइड्रोक्लोरिक अम्ल वर्णहीन होता है पर व्यापार का अम्ल लोहे और अन्य अपद्रव्यों के कारण पीले रंग का होता है। विलयन में २८୨୮% सेରୁ ३६୩୬% अम्लଅମ୍ଳ रहताରହିଥାଏ है। व्यापारବ୍ୟାପାର काଅମ୍ଳ अम्लପ୍ରାଧାନ प्रधानतयाଭାବେ तीनତିନୋଟି श्रेणियोंଶ୍ରେଣୀର का होता हैହୋଇଥାଏ, १८୧୮ बौमेकाବୌମେକା (HCl, 27.92 प्रतिशतପ୍ରତିଶତ, विशिष्टବିଶିଷ୍ଟ गुरुत्वଗୁରୁତ୍ତ୍ୱ .१४१७୧୪୧୭), २०୨୦ बौमेकाବୌମିକା (HCl, 33.145 प्रतिशतପ୍ରତିଶତ, विशिष्ट गुरुत्वବିଶିଷ୍ଟ ଗୁରୁତ୍ତ୍ୱ ୧.१६००୧୬୦୦) और २२୨୨ बौमेकाବୌମିକା (HCl, 35.21, प्रतिशतପ୍ରତିଶତ, विशिष्टବିଶିଷ୍ଟ गुरुत्वଗୁରୁତ୍ତ୍ୱ .१७८९୧୭୮୯)
 
==ଗୁଣ==
===ଭୌତିକ ଗୁଣ===
 
==ଆଧାର==