"ମାଛି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୧ କ ଧାଡ଼ି:
[[file:Diptera1.jpg|300px|right|thumb|ଷୋହଳ ପ୍ରକାର ମାଛିର ପୋଷ୍ଟର]]
 
'''ମାଛି''' ଦ୍ବୀପକ୍ଷୀ ଗଣ କିମ୍ବା (Diptera) ଗଣ ଅନ୍ତର୍ଗତ କୀଟ ସାମିଲ ରହିଛନ୍ତି ଯେଉଁମାନେ ଦ୍ୱି-ପକ୍ଷୀ (ଦୁଇ ପକ୍ଷୀ ଯୁକ୍ତ) ଅଟନ୍ତି ।<ref>from the Greek di = two, and ptera = wings</ref> ଏଥିରେ ପାଖାପାଖି ୮୦ ହଜାର କୀଟ ଜାତି ରହିଛନ୍ତି । ଏଥିରେ ମାଛି, ପତଙ୍ଗ, ମଶା, ଝିଣ୍ଟିକା ତଥା ଏହିପ୍ରକାର ଅନ୍ୟ କୀଟ ମଧ୍ୟ ସାମିଲ ଅଛନ୍ତି । ଏହି ସମୁଦାୟ ଅନ୍ତର୍ଗତ ଏକ ପ୍ରକାର ସୂକ୍ଷ୍ମ ତଥା ସାଧାରଣ ଆକାରର କୀଟ ରହିଥାନ୍ତି । ଏହି କୀଟ ଦିନ ତଥା ରାତ୍ରି ଉଭୟର ଉଡ଼ିଥାନ୍ତି ତଥା ଜଳ ଓ ସ୍ଥଳ ଉଭୟ ସ୍ଥାନରେ ଏମାନଙ୍କ ବାସସ୍ଥାନ ରହିଛି । ସାଧାରଣତଃ ଏମାନେ ସମସ୍ତ ବିଶ୍ୱରେ ବିସ୍ତ୍ରୁତ ରହିଛନ୍ତି କିନ୍ତୁ ଗରମ ଦେଶରେ ଏମାନଙ୍କ ଆଧିପତ୍ୟ ପ୍ରତିବର୍ଷ 100ରୁ ଅଧିକ ମନୁଷ୍ୟ ତଥା ଅନ୍ୟ ଜନ୍ତୁମାନଙ୍କର ଏମାନଙ୍କ କାରଣରୁ ମୃତ୍ୟୁ ହୋଇଥାଏ।
 
==ପରିଚୟ==
ମାଛି ବହୁତ ଶୀଘ୍ରତା ପୂର୍ବକ କାର୍ଯ୍ୟ କରୁଥିବା ତଥା ସାବଧାନ ସ୍ୱଭାବର ଜୀବ ଅଟନ୍ତି । ସେମାନଙ୍କ ମଧ୍ୟରୁ (Bot fly) ନାମର ମାଛି ସବୁଠାରୁ ଅଧିକ ଗତିଶୀଳ ହୋଇଥାନ୍ତି ଯିଏ , ୫୦ ମିଲି ପ୍ରତି ଘଣ୍ଟାର ଗତିରେ ଉଡି ପାରନ୍ତି । ଏମାନଙ୍କ ଅଗ୍ର ପଙ୍ଖ ଜାଲ ଯୁକ୍ତ ହୋଇଥାଏ । ଏମାନଙ୍କର ପଛ ପଙ୍ଖ ରହିନଥାଏ ।
 
ଏମାନଙ୍କ ମୁଖଦ୍ୱାରର ସମୀପରେ ଆହୁରି ମଧ୍ୟ ଉପାଙ୍ଗ ମିଳିଥାଏ, ଯାହାକୁ ମୁଖାଙ୍ଗ (Mouth parts)କୁହାଯାଏ । ଏହା ମୁଖ୍ୟ ମୁଖ ଭାଗରେ ମିଶି ଏକ ଶୁଣ୍ଢ ତିଆରି କରିଥାଏ ଯାହାଦ୍ୱାରା ସେମାନେ ନିଜ ମାତ୍ର ଶୋଷି ଥାନ୍ତି । ଏହି ଶୁଣ୍ଢ ଦ୍ୱାରା ଏମାନେ ଭେଦନ କାର୍ଯ୍ୟ ମଧ୍ୟ କରିଥାନ୍ତି । ଏମାନେ କେବଳ ତରଳ ପଦାର୍ଥ ଖାଇପାରନ୍ତି ।
 
ଅଣ୍ଡିରା ଏବଂ ମାଇ ର ବାହ୍ୟକର ସାଧାରଣତଃ ଏକପ୍ରକାର ହୋଇଥାଏ, ପରନ୍ତୁ ଲିଙ୍ଗ ଦ୍ଵି-ରୂପତା ଅସାଧାରଣ ହୋଇନଥାଏ । କିଛି ମାଛି ମାନଙ୍କ ମଧ୍ୟରେ (ଯେପରି, ଅଣ୍ଡିରା ମାଛି) ଶ୍ରୁଙ୍ଗିକା (antenna)ରେ ଘନଯୁକ୍ତ ଚୁଟି ରହିଥାଏ ଏବଂ ଅଣ୍ଡିରା ମାନଙ୍କ ସଂଯୁକ୍ତ ନେତ୍ର ମାଇ ମାନଙ୍କ ଅପେକ୍ଷା ଅଧିକ ସମୀପ ହୋଇଥାଏ । ଏହି କୀଟ ମାନଙ୍କ ମଧ୍ୟରେ ପୂର୍ଣ୍ଣ ରୂପାନ୍ତରଣ ହୋଇଥାଏ । ଡିମ୍ବକ (larva)ରେ ବହୁ ଛୋଟ ମୁଣ୍ଡ ରହିଥାଏ ଏବଂ ଗୋଡ଼ର ଅଭାବ ରହିଥାଏ । ପ୍ୟୁପା (pupa) କଠୋର ଆବରଣ ଭିତରେ ରହିଥାଏ, ଯାହାକୁ ପ୍ୟୁପା କୋଷ (Puparium) କୁହାଯାଏ । କିଛି କୀଟ ମାନଙ୍କର ପ୍ୟୁପା ଅଲଗା ଅଲଗା ମଧ୍ୟ ହୋଇଥାଏ ।
 
==ସାମାନ୍ୟ ରଚନା ==
 
==ଆଧାର==
"https://or.wikipedia.org/wiki/ମାଛି"ରୁ ଅଣାଯାଇଅଛି