"ବାଦୁଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Android app edit
୬ କ ଧାଡ଼ି:
ବାଦୁଡ଼ି ଓଲଟା ଝୁଲିବାର ମୁଖ୍ୟ କାରଣ, ଓଲଟା ଝୁଲିବା ଦ୍ୱାରା ସେମାନେ ବହୁ ସହଜରେ ଉଡାଣ ଶିଖିବା ସହିତ ଅଧିକ ବାଟ ପର୍ଯ୍ୟନ୍ତ ଉଡି ପାରିବେ । ପକ୍ଷୀ ମାନଙ୍କ ପରି ସେମାନେ ଚଟାଣରୁ ନିଜ ଉଡ଼ି ପାରନ୍ତି ନାହିଁ , କାରଣ ସେମାନଙ୍କ ପର ଭରପୂର ଉଠାଣ ଦେଇପାରେ ନାହିଁ , ଏବଂ ସେମାନଙ୍କ ପଛ ଗୋଡ଼ ଏତେ ଛୋଟ ହୋଇଥାଏ ଯଦ୍ୱାରା ସେମାନେ ଦୌଡ଼ି ଗତିକୁ ଧରି ପାରନ୍ତି ନାହିଁ । ବାଦୁଡ଼ି ସାଧାରଣତଃ ଅନ୍ଧାର ଗୁମ୍ଫା ମଧ୍ୟରେ ଦିନଯାକ ଆରାମ କରିଥାନ୍ତି, ରାତିରେ ବାହାରନ୍ତି । ଏମାନେ ଓଲଟା ଶୋଇବା ସମୟରେ ଏଥିପାଇଁ ପଡନ୍ତିନି କାରଣ: ବାଦୁଡିର ପାଦ ଶିରା ଏହିପରି ବ୍ୟବସ୍ଥିତ ହୋଇଛି, ଯଦ୍ୱାରା ସେମାନଙ୍କ ଓଜନ ହିଁ ସେମାନଙ୍କ ପଞ୍ଝାକୁ ମଜବୁଦ ସହିତ ଧରିବାରେ ସାହାଯ୍ୟ କରିଥାଏ ।<ref>{{cite web |url= http://www.bbc.co.uk/hindi/news/story/2006/08/060823_askus_bat.shtml
|title=चमगादड़ उल्टे क्यों लटकते हैं?|access-date=[[२५ सितंबर]] [[२००९]]|format=|publisher=बीबीसी|language=}}</ref>
 
== ଅସାଧାରଣ ବାଦୁଡ଼ି ==
 
* ଫଳ ବାଦୁଡ଼ି ('' Pteropodidae '') ସବୁଠାରୁ ବଡ଼ ଅଟେ । ସେମାନେ ସାଧାରଣ ଫଳ ଖାଇଥାନ୍ତି ଏବଂ ଭଲରୂପେ ଦେଖି ପାରନ୍ତି । ଏମାନଙ୍କର 166ଟି ପ୍ରଜାତୀ ରହିଛି ଯାହା ସମସ୍ତ ପୁରୁଣା ଯୁଗରେ ମିଳିଥାଏ ।
 
* ପିଶାଚ ବାଦୁଡ଼ି ସାଧାରଣ ଆମେରିକାରେ ରୁହନ୍ତି । ସେମାନେ କେବଳ ରକ୍ତ ପିଇବା ପାଇଁ ପ୍ରସିଦ୍ଧ ଅଟନ୍ତି ।
 
*The [[:en:Greater_noctule_bat|greater noctule bat]] lives in Europe, West Asia and North Africa and it hunts birds.
 
*The [[greater bulldog bat]] of [[South America]] swoops low over water and grabs small fish with its claws.
 
*The [[bumblebee bat]], from [[Thailand]], is the world's smallest bat, and is also one of the world's smallest [[mammal]]s. Adults grow to a length of 29-33mm, and weigh 2 [[gram]]s.<ref name="Edge">{{Cite web | url = http://www.edgeofexistence.org/mammals/species_info.php?id=49 | title = Bumblebee bat (''Craseonycteris thonglongyai'') | work = EDGE Species | accessdate = 2008-04-10}}</ref>
 
*The biggest known bat is the [[giant golden-crowned flying fox]]. It has a wing span of 1.5m and weighs approximately 1.2&nbsp;kg.
 
*The [[Christmas Island pipistrelle]] is a bat whose [[extinct]]ion date is not known.
 
==ଆଧାର==
"https://or.wikipedia.org/wiki/ବାଦୁଡ଼ି"ରୁ ଅଣାଯାଇଅଛି