"ଗ୍ରହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୨ କ ଧାଡ଼ି:
|}
 
[[ସୂର୍ଯ୍ୟ]] କିମ୍ବା କୌଣସି ଅନ୍ୟ ତାରା ମାନଙ୍କ ଚାରିପାଟେ ପରିକ୍ରମା କରୁଥିବା ଖଗୋଲ ପିଣ୍ଡକୁ '''ଗ୍ରହ''' କୁହାଯାଏ । ଅନ୍ତରାଷ୍ଟ୍ରୀୟ ଖଗୋଲୀୟ ସଂଘ ଅନୁଶାରେ ଆମ ସୌର ମଣ୍ଡଳରେ ଆଠୋଟି ଗ୍ରହ ରହିଛି : [[ବୁଧ]], [[ଶୁକ୍ର]], [[ପୃଥିବୀ]], [[ମଙ୍ଗଳ]], [[ବୃହଷ୍ପତି]], [[ଶନି]], [[ୟୁରେନସ୍]], [[ନେପଚୁନ୍]] । ଏହାର ଅତିରିକ୍ତ ତିନୋଟି ବାମନ ଗ୍ରହ ରହିଛି : ସୀରୀସ, ପ୍ଲୁଟୋ, ଏରୀସ । ପ୍ରାଚୀନ ଖଗୋଲୀୟ ଶାସ୍ତ୍ରୀ ମାନେ ତାରା ଏବଂ ଗ୍ରହ ମାନଙ୍କ ମଧ୍ୟରେ ଅନ୍ତର ଏହି ପ୍ରକାର କରିଥିଲେ : ରାତିରେ ଆକାଶରେ ଚମକୁଥିବା ଅଧିକତର ପିଣ୍ଡ ସର୍ବଦା ପୂର୍ବ ପାର୍ଶ୍ୱରୁ ଉଦୟ ହୋଇ ପଶ୍ଚୀମ ପଟେ ଅସ୍ତ ହୋଇଥାନ୍ତି । ଏହି ପିଣ୍ଡ ମାନଙ୍କ ନିଜ ନିଜ ମଧ୍ୟରେ କୌଣସି ପରିବର୍ତ୍ତନ ହୁଏନାହିଁ । ଏହି ପିଣ୍ଡ ମାନଙ୍କୁ ତାରା କୁହାଯାଏ । କିନତୁକିନ୍ତୁ ଏପରି କିଛି ପିଣ୍ଡ ଅଛନ୍ତି ଯାହା ଅନ୍ୟ ପିଣ୍ଡ ମାନଙ୍କ ସାପେକ୍ଷରେ କେବେକେବେ ଆଗକୁ ଯାଆନ୍ତି ଏବଂ କେବେ କେବେ ପଛକୁ ଯାଆନ୍ତି - ଏହାର ଅର୍ଥ ଏମାନେ କେବଳ ଘୂରିଥାନ୍ତି । '''Planet''' ଏକ ଲାଟୀନ ଶଦ୍ଦ ଅଟେ, ଜାହାର ଅର୍ଥ ଏପଡ ସେପଡ ହୋଓଇ ବୁଲିବା । ଏଥିପାଇଁ ଏହି ପିଣ୍ଡର ନାମ Planet (ଗ୍ରହ) ଅଟେ । [[ଶନି]] ଗ୍ରହର ପରବର୍ତ୍ତୀ ଗ୍ରହକୁ ବିନା ଦୂରବିଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଇ ପାରିବ ନାହିଁ । ଏଥିପାଇଁ ପ୍ରାଚୀନ ବୈଜ୍ଞାନିକ ମାନଙ୍କୁ କେବଳ ୫ଟି ଗ୍ରହ ବାବଦାରେ ଜ୍ଞାତ ଥିଲା ଏବଂ [[ପୃଥିବୀ]]କୁ ସେ ସମୟରେ ଗ୍ରହ ବୋଲି ମାନି ନ'ଥାନ୍ତି ।<ref name="IAU">{{cite web |title=IAU 2006 General Assembly: Result of the IAU Resolution votes |url=http://www.iau.org/news/pressreleases/detail/iau0603/ |publisher=International Astronomical Union |date=2006 |accessdate=2009-12-30}}</ref><ref name="WSGESP">{{cite web|date=2001 |title=Working Group on Extrasolar Planets (WGESP) of the International Astronomical Union |work=IAU |url=http://www.dtm.ciw.edu/boss/definition.html |accessdate=2008-08-23 |url-status=dead |archiveurl=https://web.archive.org/web/20060916161707/http://www.dtm.ciw.edu/boss/definition.html |archivedate=2006-09-16 |df= }}</ref>
 
"ଜ୍ୟୋତିଷ" ଅନୁସାରେ ଗ୍ରହର ପରିଭାଷା ଅଲଗା ଅଟେ । ଭାରତୀୟ ଜ୍ୟୋତିଷ ଏବଂ ପୌରାଣିକ କଥାରେ ୯ଟି ଗ୍ରହକୁ ଗଣାଯାଏ : [[ସୂର୍ଯ୍ୟ]], [[ଚନ୍ଦ୍ର]], [[ବୁଧ]], [[ଶୁକ୍ର]], [[ମଙ୍ଗଳ]], [[ଗୁରୁ]], [[ଶନି]], [[ରାହୁ]] ଏବଂ [[କେତୁ]] । ଗ୍ରହ ଦୁଇ ପ୍ରକାରର ହୋଇଥାଏ ଯଥା: ଆନ୍ତରିକ ଗ୍ରହ ଓ ବାହ୍ୟ ଗ୍ରହ । ଆନ୍ତରିକ ଗ୍ରହରେ - ବୁଧ,ଶୁକ୍ର, ପୃଥିବୀ, ମଙ୍ଗଳ ଏବଂ ବାହ୍ୟ ଗ୍ରହରେ - ବୃହଷ୍ପତି, ଶନି, ଅରୂଣ, ବରୂଣ ଅଟେ । ୮ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ସୂର୍ଯ୍ୟକୁ ଅଣ୍ଡାକାର ପଥରେ ପରିକ୍ରମା କରନ୍ତି। ସୂର୍ଯ୍ୟଙ୍କ ନିକଟତମ ୪ଟି ଗ୍ରହ ଯଥା ବୁଧ, ଶୁକ୍ର, ପୃଥିବୀ ଓ ମଙ୍ଗଳ ମୁଖ୍ୟତଃ କଠିନ ହୋଇଥିବା ସ୍ଥଳେ ଦୂରବର୍ତ୍ତୀ ୪ଟି ଗ୍ରହ ଯଥା ବୃହସ୍ପତି, ଶନି, ଦାନବ ଗାସୀୟ ପିଣ୍ଡ ଏବଂ ୟୁରେନସ୍ ଓ ନେପଚୁନ୍ ବରଫ ଗ୍ରହ ଭାବରେ ପରିଚିତ।
"https://or.wikipedia.org/wiki/ଗ୍ରହ"ରୁ ଅଣାଯାଇଅଛି