"ଓଡ଼ିଆ ଉଇକିପିଡ଼ିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ (ବ/ୱ ଫଳା ବଦଳ)
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ ଭିଜୁଆଲ ସମ୍ପାଦନା
 
}}
'''ଓଡ଼ିଆ ଉଇକିପିଡ଼ିଆ''' ('''orwiki''' ନାମରେ ମଧ୍ୟ ଜଣା) [[ଉଇକିପିଡ଼ିଆ]]ର [[ଓଡ଼ିଆ ଭାଷା|ଓଡ଼ିଆ]] ସଂସ୍କରଣ । ଏହା ଏକ [[ଖୋଲା କଣ୍ଟେଣ୍ଟ|ଖୋଲା]] [[ୱାର୍ଲ୍ଡ଼ ୱାଇଡ଼ ୱେବ|ୱେବ-ଭିତ୍ତିକ]], [[ମିଳିତ ଲିଖନ|ମିଳିତ ଭାବେ ତିଆରି]] [[ଜ୍ଞାନକୋଷ]] ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ [[ଉଇକିମିଡ଼ିଆ ଫାଉଣ୍ଡେସନ]] ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହା ଜୁନ ମାସରେ ଆରମ୍ଭ ହୋଇଥିଲା<ref>{{cite web|title=Wikipedia’s Oriya Section Celebrated Its Eighth Year|url=https://www.batoi.com/360/odisha/2012/01/26/wikipedias-odia-section-celebrating-its-eighth-year/|work=26 January 2012|publisher=batoi.com|accessdate=20 June 2012}}</ref> ଓ ମଇ ୨୦୧୧ ସୁଦ୍ଧା ଏଥିରେ ୧,୦୦୦ ପ୍ରସଙ୍ଗ ତିଆରି ହୋଇଥିଲା ।<ref name="Wiki"/> ଏହା ୨୦ଟି [[ଭାରତର ଭାଷାସମୂହ|ଭାରତୀୟ]] ଉପମହାଦେଶୀୟ ଭାଷାର ଉଇକିପିଡ଼ିଆମାନଙ୍କ ଭିତରେ ସର୍ବପୁରାତନ ।<ref>{{cite web | url=http://www.eindiadiary.com/content/odia-wikipedia-celebrating-its-8th-birthday | title=Oriya Wikipedia celebrating its 8th birthday | publisher=eindiadiary.com | date=January 25, 2012 | accessdate=June 20, 2012}}</ref><ref>{{cite news | url=http://www.hindu.com/2011/04/09/stories/2011040959272000.htm | title=Attempts on to revive Oriya Wikipedia | date=Apr 9, 2011 | agency=[[The Hindu]] | accessdate=June 20, 2012 | author=Renuka Phadnis | location=Mangalore}}</ref> ଓଡ଼ିଆ ଉଇକିପିଡ଼ିଆରେ ପ୍ରଥମ ସମ୍ପାଦନା ୨୦୦୨ ମସିହା ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।<ref>{{cite web| url=https://or.wikipedia.org/w/index.php?diff=2 | title=ପ୍ରଧାନ ପାତା (in Odia script, i.e. Main Page) |date=3 June 2002|accessdate=25 March 2014}}</ref>
 
ସାହିତ୍ୟିକ ଧନେଶ୍ୱର ସାମଲଙ୍କ ଜନ୍ମ ହୋଇଥିଲା ୧୯୩୨ ମସିହା ଡିସେମ୍ବର ମାସ୩୧ ତାରିଖରେ । ଜନ୍ମସ୍ଥାନ: ଅବିଭକ୍ତ କଟକ ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିନଙ୍ଗଳ ଗ୍ରାମ ପଞ୍ଚାୟତର ବାହାଦୂର ନଗର ଗ୍ରାମରେ ।
 
ପିଲାଦିନରୁ ଭକ୍ତି, ଆଦର୍ଶ ଏବଂ ସାହିତ୍ୟରେ ରୁଚି ରଖିଥିବା ଶ୍ରୀ ସାମଲ ISc ପଢ଼ିବା ସମୟରୁ ହିଁ ବିଧିବଦ୍ଧ ଲେଖାଲେଖି ଆରମ୍ଭ କରିଥିଲେ । ମୁଖ୍ୟତଃ, ବିଜ୍ଞାନ ଭିତ୍ତିକ ଏବଂ ଶିଶୁ ମନଲାଖି ରଚନାରେ ମଗ୍ନ ରହି ସେ ଅନେକ ଉପାଦେୟ ପୁସ୍ତକ ଓଡ଼ି଼ଆ ବାଣୀ ଭଣ୍ଡାର କୁୁ ଦେଇଯାଇଛନ୍ତି । ଏହା ଛଡ଼ା ତାଙ୍କର ଅନୁବାଦରେେ ବେଶ୍ ଆଗ୍ରହ ଥିଲା । ''ବାସିପିଠା, ପ୍ରେମର ସମାଧି, ପଞ୍ଚ ପରମେଶ୍ବର, ନାଗାନନ୍ଦ'' ପ୍ରଭୃତି ତାଙ୍କ ଅନୁବାଦ ।
 
== ଇତିହାସ ==

ଟି ସମ୍ପାଦନା