"ସବୁଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ Advanced mobile edit
୫ କ ଧାଡ଼ି:
 
==ସବୁଜର ଅର୍ଥ==
# ସବୁଜ ରଙ୍ଗର ବ୍ୟବହାର "ଇର୍ଷା" ସହିତ ସମ୍ବନ୍ଧିତ ରଙ୍ଗ ରୂପେ କରାଯାଇଥାଏ । "ଗ୍ରୀନ-ଆଇ-ମୋନଷ୍ଟର" ବାକ୍ୟାଂଶ ର ଅର୍ଥ ହେଉଛି ଏକ ଈର୍ଷାଲୁ ବ୍ୟକ୍ତି।
# ସବୁଜ ରଙ୍ଗ, ପ୍ରକୃତିର ରଙ୍ଗ ଅଟେ । "ଗ୍ରୀନ ଥମ୍ବ" (Green Thumb) ର ଅର୍ଥ, ତୁମେ ବଗିଚା କାମ କରିବାରେ ସକ୍ଷମ ଅଟ । <ref>{{cite web|title=Green thumb definition|url=http://www.dictionary.com/browse/green-thumb|publisher=Dictionary.com|accessdate=1 May 2015}}</ref><ref>{{cite web|url=http://www.learnersdictionary.com/definition/green%20thumb|title=Green thumb|publisher=Merriam-Webster's Learners Dictionary}}</ref>
# ସବୁଜ ରଙ୍ଗ "ବିଷ" ସହିତ ସମ୍ବନ୍ଧିତ ରଙ୍ଗ ଅଟେ । "ପ୍ୟାରିସ ଗ୍ରୀନ" ଏକ ଅତ୍ୟଧିକ ବିଷଯୁକ୍ତ ତତ୍ତ୍ୱ ଅଟେ ।
# ସବୁଜ ରଙ୍ଗ ଇସ୍ଲାମିକ ଧର୍ମର ଏକ ରଙ୍ଗ ଅଟେ ।
 
==ରଙ୍ଗର ତୁଳନା==
 
[[ଶ୍ରେଣୀ:Project Tiger 2019]]
"https://or.wikipedia.org/wiki/ସବୁଜ"ରୁ ଅଣାଯାଇଅଛି