"ହଳଦିଆ ବୁଲ୍‍ବୁଲ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଵ +ୱ)
ଟିକେ Bot: Automated text replacement (-ମ୍ୱ +ମ୍ବ)
୩୨ କ ଧାଡ଼ି:
==ବିବରଣୀ ==
[[File:Black-crested Bulbul 2.jpg|thumb|left|ଥାଇଲ୍ୟାଣ୍ଡର କେଂଗ୍ କ୍ରଚନ୍ ଜାତୀୟ ଉଦ୍ୟାନର ଏକ ହଳଦିଆ ବୁଲ୍‍ବୁଲ୍ ଚଢ଼େଇ]]
ହଳଦିଆ ବୁଲ୍‍ବୁଲ୍ ଚଢ଼େଇ ପ୍ରାୟ ୧୯ ସେଣ୍ଟିମିଟର୍ ଲମ୍ୱାଲମ୍ବା । ଏହି ପକ୍ଷୀର କଳା ମୁଣ୍ଡରୁ ଏହାର ଇଂରାଜୀ ନାମ ଉଦ୍ଧୃତ । ପୁଣି ଦେହର ଅନ୍ୟ ଅଂଶ ହଳଦିଆ ଯେଉଁଥିରୁ ଏହାର ସ୍ଥାନୀୟ ଓଡ଼ିଆ ନାମ ଗୃହୀତ । ଉଭୟ ଅଣ୍ଡିରା ଓ ମାଈଙ୍କ ଦେହର ରଙ୍ଗ ଏକା ପରି । ଅଳ୍ପବୟସ୍କ ପକ୍ଷୀମାନଙ୍କ ରଙ୍ଗ ସାମାନ୍ୟ ଫିକା ହୋଇଥାଏ । ଏହାର ଲାଞ୍ଜଟି ମାଟିଆ ରଙ୍ଗର ।
 
==ଭୌଗୋଳିକ ବିତରଣ ଓ ପରିବାସ==