"ବିଜେନ୍ଦ୍ର ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ Bot: Automated text replacement (-ଵ +ୱ)
୧୯ କ ଧାଡ଼ି:
୧୯୯୦ ମସିହାରେ କୁସ୍ତି ଖେଳାଳି ରାଜ କୁମାର ସାଂଗୱାନ ଅର୍ଜୁନ ପୁରସ୍କାର ପାଇବା ପରେ ଭାରତରେ କୁସ୍ତି ଖେଳ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଲା । ବିଜେନ୍ଦ୍ରଙ୍କ ବଡ ଭାଇ ମଧ୍ୟ ଜଣେ କୁସ୍ତି ଖେଳାଳି ଥିଲେ । ତେଣୁ ବିଜେନ୍ଦ୍ର କୁସ୍ତି ଖେଳ ଶିକ୍ଷା କରିବାପାଇଁ ନିଶ୍ଚିତ କଲେ । ଇତି ମଧ୍ୟରେ ବିଜେନ୍ଦ୍ରଙ୍କ ବଡ ଭାଇ ମନୋଜ ତାଙ୍କର ଉତ୍ତମ କୁସ୍ତି ପ୍ରଦର୍ଶନ ଯୋଗୁଁ ଭାରତୀୟ ସୈନ୍ୟବାହିନୀରେ ୧୯୯୮ ମସିହାରେ ଏକ ଚାକିରୀ ପାଇବା ଯୋଗୁଁ ସେ ମଧ୍ୟ ସାନ ଭାଇ ବିଜେନ୍ଦ୍ରଙ୍କ କୁସ୍ତି ଶିକ୍ଷା ପାଇଁ ଅର୍ଥ ଯୋଗାଇଦେବାକୁ ଆଗ୍ରହ ପ୍ରକାଶ କଲେ । ବିଜେନ୍ଦ୍ରଙ୍କ ପିତାମାତା ମଧ୍ୟ ବିଜେନ୍ଦ୍ରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ କୁସ୍ତିରେ ନିଜ କ୍ୟାରିଅର ଗଢିବା ପାଇଁ ବିଜେନ୍ଦ୍ରଙ୍କୁ ଉତ୍ସାହିତ କଲେ ।
 
ଭିୱାନୀସ୍ଥିତ ବକ୍ସିଂ କ୍ଳବରେ ,ଯେଉଁଠି ପୂର୍ବତନ ଜାତୀୟ ସ୍ତରର କୁସ୍ତି ଖେଳାଳି ଜଗଦୀଶ ସିଂ ନିଜର ସ୍ଵତନ୍ତ୍ରସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ, ସେ ତାଙ୍କର କୁସ୍ତି ଶିକ୍ଷା ଆରମ୍ଭ କଲେ । ଖାଲି ସମୟରେ ସେ ମଧ୍ୟ ମଡେଲିଂ କରି ନିଜ ପାଇଁ ଅର୍ଥ ଯୋଗାଡ କରିପାରୁଥିଲେ । ତେବେ ବିଜେନ୍ଦ୍ର ପ୍ରଥମ ଥର ପାଇଁ ରାଜ୍ୟ ସ୍ତରୀୟ ଏକ ପ୍ରତିଯୋଗିତାରେ ରୌପ୍ୟ ପଦକ ଲାଭ କରି ତାଙ୍କ ଦକ୍ଷତାର ପ୍ରମାଣ ଦେଇଥିଲେ । ୨୦୦ ମସିହରେ ଜାତୀୟ ସ୍ତରରେ ସେ ପ୍ରଥମ ଥର ପାଇଁ ସ୍ଵର୍ଣ୍ଣସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ୨୦୦୩ରେ ସେ ସର୍ବ ଭାରତୀୟ ଯୁବ କୁସ୍ତି ପ୍ରତିଯୋଗିତାରେ ଚମ୍ପିୟନ ହେଲେ । ତେବେ ଜଣେ ଜୁନିୟର କୁସ୍ତି ଖେଳାଳି ହୋଇ ମଧ୍ୟ ୨୦୦୩ରେ ଆଫ୍ରୋ-ଏସିୟାନ ଗେମସରେ ଭାଗ ନେଇ ସେ ରୌପ୍ୟ ପଦକ ଲାଭ କରିବା ପରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।
 
== କ୍ରୀଡାକ୍ଷେତ୍ରରେ କୃତି ==
ଜାନୁୟାରୀ ୨୦୧୦ରେ ଭରତୀୟ କ୍ରୀଡାକ୍ଷେତ୍ରରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।<ref name="telegraphindia">{{cite web |title=Sehwag, Saina among Padma Shri awardees |url=https://www.telegraphindia.com/sport/sehwag-saina-among-padma-shri-awardees/cid/561134 |website=www.telegraphindia.com |accessdate=29 September 2019 |language=en}}</ref> ପରେ ପରେ ଚୀନରେ ସେ " invitational Champions of Champions boxing tournament"ରେ ଭାଗ ନେଇ ରୌପ୍ୟ ପଦକ ଲାଭ କରିଥିଲେ । ୨୦୧୦ରେ ଦିଲ୍ଲୀରେ ଅନୁଷ୍ଠିତ କମନୱେଲଥ ଚମ୍ପିଅନସ ବକ୍ସିଙ୍ଗ ଟୂର୍ଣ୍ଣାମେଣ୍ଟରେ ସେ ଇଂଲଣ୍ଡର ଫ୍ରାଙ୍କ ବୁଗୁଲିଓନିଙ୍କୁ ୧୩-୩ରେ ହରାଇ ସ୍ଵର୍ଣ୍ନସ୍ୱର୍ଣ୍ନ ପଦକ ଲାଭ କରିଥିଲେ ।<ref name="timesofindia">{{cite web |title=India claim overall title in Commonwealth Boxing Championship - Times of India ► |url=https://timesofindia.indiatimes.com/sports/more-sports/boxing/India-claim-overall-title-in-Commonwealth-Boxing-Championship/articleshow/5694631.cms?referral=PM |website=The Times of India |accessdate=29 September 2019}}</ref>
 
୨୦୧୨ରେ ଅନୁଷ୍ଥିତ ସମର ଅଲିମ୍ପିକସରେ ସେ କାଜକସ୍ଥାନର ଡାନାବେକ ସୁଝାନୋଭଙ୍କୁ ପୁରୁଷ ମଧ୍ୟମ ବର୍ଗ କୁସ୍ତିରେ ହରାଇ ପ୍ରତିଯୋଗିତାର ୧୬ତମ ରାଉଣ୍ଡକୁ ଉନ୍ନିତ ହେଲେ ଏବଂ ତାପରେ ଆମେରିକାର ଟେରେଲ ଗାଉସାଙ୍କୁ ହରାଇ ପ୍ରି-କ୍ଵାଟରକ୍ୱାଟର ଫାଇନାଲକୁ ଉନ୍ନିତ ହେଲେ । ତେବେ ପରବର୍ତ୍ତୀ ରାଉଣ୍ଡରେ ସେ ଉଜବେକିସ୍ଥାନର ଅବ୍ବାସ ଆଟୋଭଙ୍କଦ୍ଵାରାଆଟୋଭଙ୍କଦ୍ୱାରା ୧୩-୧୭ରେ ପରାଜିତ ହେଲେ <ref name="Indianexpress">{{cite web |title='Braveheart' Vijender Singh crashes out of Olympics - Indian Express |url=http://archive.indianexpress.com/news/vijender-crashes-out-in-olympic-quarterfinal/984780 |website=archive.indianexpress.com |accessdate=30 September 2019}}</ref>। ୨୦୧୪ରେ ଅନୁଷ୍ଠିତ କମନଵ୍ଵେଲଥକମନୱ୍ୱେଲଥ ଗେମରେ ସେ ରୌପ୍ୟ ପଦକ ହାସଲ କରିବାକୁ ସକ୍ଷ୍ମ ହୋଇଥିଲେ ।
 
== ଆଧାର ==