"ବିମଳ ଲୋଚନ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୩୪ କ ଧାଡ଼ି:
 
== ଜନ୍ମ, ପରିବାର ଓ ଶିକ୍ଷା ==
ବିମଳ ଲୋଚନ ଦାସ ୧୯୩୯ ମସିହାର ଅକ୍ଟୋବର ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।<ref name="Bimal Lochan Das"/> ତାଙ୍କ ବାପାଙ୍କ ନାମ ତ୍ରିଲୋଚନ ଦାସ ଏବଂ ତାଙ୍କ ପତ୍ନୀଙ୍କ ନାମ କଲ୍ୟାଣିରାଣୀ ଦାସ ।<ref name="ChhatishBimal ChandraLochan DhalDas"/> ବିମଳଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।<ref name="ChhatishBimal ChandraLochan DhalDas"/>
 
== ରାଜନୈତିକ ଜୀବନ ==
ବିମଳ ଓଡ଼ିଶା ରାଜନୀତିରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କାର୍ଯ୍ୟ କରିଛନ୍ତି ।<ref name="Bimal Lochan Das"/>
<!--
୧୯୯୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିମଳ ଲୋଚନ ଦାସ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ପ୍ରାର୍ଥୀ ଭାବରେ [[ବାରିପଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୧,୧୧୪ ଖଣ୍ଡ ଭୋଟ ପାଇଁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।<ref name=":0">{{Cite web|url=https://eci.gov.in/files/file/3626-orissa-1990/|title=Orissa 1990|website=Election Commission of India|language=en-IN|access-date=2019-06-27}}</ref> ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରସନ୍ନ କୁମାର ଦାଶଙ୍କୁ ୫୭୭୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।<ref name=":0" /> ଏହି ବିଧାନ ସଭାରେ ସେ ୧୯୯୦୨୦୦୪ ମସିହାରୁ ୧୯୯୫୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।
-->
== ଆଧାର ==
{{ଆଧାର}}
 
[[ଶ୍ରେଣୀ:୧୯୩୯ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଆ ଲୋକ]]
[[ଶ୍ରେଣୀ:ମୟୂରଭଞ୍ଜ ଜିଲ୍ଲାର ଲୋକ]]
[[ଶ୍ରେଣୀ:୧୩ଶ ଓଡ଼ିଶା ବିଧାନ ସଭାର ସଭ୍ୟ]]
[[ଶ୍ରେଣୀ:୧୯୩୯ ଜନ୍ମ]]