"ଚନ୍ଦ୍ରଗୁପ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେNo edit summary
୨୪ କ ଧାଡ଼ି:
| dynasty = [[Maurya Empire|ମୋର୍ଯ୍ୟ]]
}}
 
 
==ଜୀବନୀ ଆଧାରରେ==
==ପ୍ରାରମ୍ଭ ଜୀବନ==
 
 
ସିଂହଳୀ ବୌଦ୍ଧ ପରମ୍ପରା ଅନୁଯାୟୀ, ଚନ୍ଦ୍ରଗୁପ୍ତଙ୍କ ପିତା - ସେହି ସମୟର ମୌର୍ଯ୍ୟ ବଂଶର ପ୍ରମୁଖ - ଏକ ଯୁଧ୍ୟରେ ପ୍ରାଣ ହରାଇଥିଲେ - ଯେବେ ତାଙ୍କ ମା ଗର୍ଭବତୀ ଥିଲେ । ତାଙ୍କ ମା ପୁଷ୍ପା-ପୁର (ବସ୍ତୁତଃ : "ପୁଷ୍ପା ନଗରୀ") ସହରକୁ ନିଜ ଭାଇଙ୍କ ସହାୟତାରେ ଖସି ପଳେଇ ଥିଲେ । ଏହି ସହରର ପରିଚୟ ପାଟଳୀପୁତ୍ର ସହ କରାଯାଏ, ଯେଉଁଟା କି କୁସୁମ-ପୁର (ଯାହାକୁ "ଫୁଲ ସହର" ଭି କୁହା ଯାଏ) ନାମରେ ମଧ୍ୟ ପରିଚିତ । ତାଙ୍କ ସୁରକ୍ଷା ପାଇଁ, ଚନ୍ଦ୍ରଗୁପ୍ତଙ୍କ ମାମୁଁ ତାଙ୍କୁ ଏକ ଗୌଶାଳାକୁ ନେଇ ଗଲେ, ଯେଉଁଠି ତାଙ୍କୁ ଏକ ଗୋପୀ ପାଳନ ପୋଷଣ କରିଥିଲେ । ଚନ୍ଦ୍ରଗୁପ୍ତ ବଡ଼ ହେଲା ପରେ ସେ ଗୋପୀ ତାଙ୍କୁ ଏକ ଶିକାରୀକୁ ବିକି ଦେଲେ, ଯେ କି ତାଙ୍କୁ ଗୋରୁ-ଗାଈଙ୍କ ପାଳନ କରିବା କାମରେ ଲଗେଇ ଦେଲେ ।