"ଆକାଶଗଙ୍ଗା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୧୩ କ ଧାଡ଼ି:
ଅମର ଆକାଶ ଗଙ୍ଗାର ବ୍ୟାସ ପ୍ରାୟ ୧,୦୦,୦୦୦ରୁ ୧,୨୦,୦୦୦ [[ଆଲୋକବର୍ଷ]]। ଯାହାକି ପ୍ରାୟ ୧,୫୦,୦୦୦ରୁ ୧,୮୦,୦୦୦ [[ଆଲୋକବର୍ଷ]] ପର୍ଯ୍ୟନ୍ତ ହୋଇପାରେ। ଆକାଶ ଗଙ୍ଗାରେ ପ୍ରାୟ ୧୦,୦୦୦ କୋଟିରୁ ୪୦,୦୦୦ କୋଟି ପର୍ଯ୍ୟନ୍ତ ତାରକା ରହିପାରେ।ସେହିପରି ଆକାଶ ଗଙ୍ଗାରେ ୧୦,୦୦୦ କୋଟି ଗ୍ରହ ଅବସ୍ଥିତ। ଆମର ସୌରଜଗତ ଆକାଶ ଗଙ୍ଗାର ଗୋଲାକାର ପରିଧି ମଧ୍ୟରେ ଅବସ୍ଥିତ ଯାହାକି ଆକାଶ ଗଙ୍ଗାର କେନ୍ଦ୍ରରୁ ୨୭,୦୦୦ [[ଆଲୋକବର୍ଷ]] ଦୁରରେ ଅବସ୍ଥିତ। ଏହା ଆକାଶ ଗଙ୍ଗାର ଅନ୍ତଃ କ୍ଷେତ୍ରରେ ଅବସ୍ଥିତ। ଆକାଶ ଗଙ୍ଗାର କେନ୍ଦ୍ରରୁ ୧୦,୦୦୦ ଅଲୋକବର୍ଷ ପର୍ଯ୍ୟନ୍ତ କେବଳ ମହାକାଶିୟ ବାଦଲ ଏବଂ ଧୁଳିରେ ପରିପୂର୍ଣ୍ଣ।ଏହି ଅଂଶର ମାଧ୍ୟାକର୍ଷଣ ଶକ୍ତି ବହୁତ ଅଧିକ । ଏହା ଏକ [[ବ୍ଲାକ୍ ହୋଲ୍(black hole)]] ପରି ଅଟେ। ଆକାଶ ଗଙ୍ଗାର ସେହି ଅଂଶରେ ନକ୍ଷେତ୍ର ଏବଂ ଗ୍ୟାସ ଗୁଡ଼ିକ ସେକେଣ୍ଡକୁ ପ୍ରାୟ ୨୨୦ କିଲୋମିଟର ବେଗରେ ପରିକ୍ରମା କରନ୍ତି। ସୂର୍ଯ୍ୟ କ୍ଷେତ୍ରରେ ଏହ। ୨,୪୦୦ ଲକ୍ଷ ବର୍ଷ ଲାଗିଥାଏ।
 
ଆକାଶ ଗଙ୍ଗା ବିଶ୍ୱର ସୀମା ଅନୁସାରେ ସେକେଣ୍ଡକୁ ପ୍ରାୟ ୬୦୦ କିଲୋମିଟର ବେଗରେ ଗତି କରେ। ଆକାଶ ଗଙ୍ଗାର ସବୁଠୁ ପୁରୁଣା ନକ୍ଷେତ୍ର ବିଶ୍ୱ ସୃଷ୍ଟି ରସୃଷ୍ଟିର ସମୟ ସହ ସମାନ।କାରଣ ଏହି ନକ୍ଷେତ୍ର [[ବିଗ୍ ବ୍ୟାଂଗ୍(big bang)]]ର କମ ସମୟ ପରେ ସୃଷ୍ଟି ହୋଇଥିଲା।ଆକାଶ ଗଙ୍ଗାର ଅନେକ ଉପ ନିହାରୀକା ମଧ୍ୟ ରହିଅଛି ଯାହାକି [[ଭିର୍ଗୋ ସୁପରକ୍ଲସ୍ଟର୍(virgo supercluster)]] ଯିଏକି ନିଜେ ମଧ୍ୟ [[ଲାନିଆକିଆ ସୁପରକ୍ଲସ୍ଟର୍(Laniakia supercluster)]] ଅଂଶ ଅଟେ।
[[File:Galaxy - no center.jpg|thumb|Galaxy - no center]]