"ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
ସଜାଣି, ତଥ୍ୟପେଟି
୧ କ ଧାଡ଼ି:
{{ଛୋଟ|Gangadhar Meher University}}
'''ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ''' [[ସମ୍ବଲପୁର]] ([[ଇଂରାଜୀ ଭାଷା|ଇଂରାଜୀ]]: Gangadhar Meher University, Sambalpur) [[ଓଡ଼ିଶା]]ର [[ସମ୍ବଲପୁର]]ସ୍ଥିତ ଏକ ବିଶ୍ୱବିଦ୍ୟାଳୟ । ଏହା NAACଦ୍ୱାରା 'A' ଗ୍ରେଡର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ । ପୂର୍ବରୁ ଏହା ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହାରୁ ଜଣା ଥିଲା ।
{{Infobox_University
|name = ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ‌
|image = [[ଫାଇଲ:Sambalpur_university_main_gate.jpg|thumb]]
| image_size = 200px
|motto =
|established = ୨୦୧୫
|chancellor = ଗଣେଶୀ ଲାଲ
|vice_chancellor= ଅତନୁ କୁମାର ପତି
|registrar = ଗିରିଶ ଚନ୍ଦ୍ର ସିଂ
|city = [[ସମ୍ବଲପୁର]], [[ଓଡ଼ିଶା]]
|country = [[ଭାରତ]]
|students =
|type = ସାର୍ବଜନୀନ
|campus =
|affiliations = ୟୁ.ଜି.ସି.
|website= {{url|http://www.gmuniversity.ac.in}}
}}
 
'''ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ''' [[ସମ୍ବଲପୁର]] ([[ଇଂରାଜୀ ଭାଷା|ଇଂରାଜୀ]]: Gangadhar Meher University, Sambalpur) [[ଓଡ଼ିଶା]]ର [[ସମ୍ବଲପୁର]]ସ୍ଥିତ ଏକ ବିଶ୍ୱବିଦ୍ୟାଳୟ । ଏହା NAACଦ୍ୱାରା 'A' ଗ୍ରେଡର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ । ପୂର୍ବରୁ ଏହା ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହାରୁ ଜଣା ଥିଲା ।
== ଗଙ୍ଗାଧର ମେହେର କଲେଜ ବାବଦ ରେ ==
୧୯୪୪ ମସିହାରେ ସମ୍ବଲପୁର ସହରରେ ଏହି ମହାବିଦ୍ୟାଳୟ ସମ୍ବଲପୁର କଲେଜ ନାମରେ ପ୍ରତିଷ୍ଠିତ ହେଇ ତତ୍‌କାଳୀନ ଜିଲ୍ଲା ସ୍କୁଲରେ ଆରମ୍ଭ ହେଇଥିଲା । ପରେ କବି [[ଗଙ୍ଗାଧର ମେହେର]]ଙ୍କ ନାମାନୁସାରେ ଏହାର ନାମ ଗଙ୍ଗାଧର ମେହେର କଲେଜ ହେଲା । ଏହା ପ୍ରଥମେ ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହିତ ଅନୁବନ୍ଧିତ ହେଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ ମସିହାରେ ହିଁ ସ୍ଥାପିତ ହେଇଥିଲା । ପରେ ୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେ ଏହା ସେହି ବିଶ୍ୱବିଦ୍ୟାଳୟ ସହ ସ୍ୱତଃଅନୁବନ୍ଧିତ ହେଲା ।
 
== ଗଙ୍ଗାଧର ମେହେର କଲେଜମହାବିଦ୍ୟାଳୟ ବାବଦ ରେବାବଦରେ ==
ମାତ୍ର ୧୯୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହେଇଥିବା ଏହି ସହ ଶିକ୍ଷା ମହାବିଦ୍ୟାଳୟ ୨୦୧୫ ବେଳକୁ ଏକ ସମ୍ପୂର୍ଣ ସ୍ନାତକୋତ୍ତର ମହାବିଦ୍ୟାଳୟରେ ପରିଣତ ହେଇ ପ୍ରାୟ ୪୫୦୦ ଛାତ୍ର ଛାତ୍ରୀ ଓ ୧୯ଟି ବିଭାଗ ସହ ଚାଲିଛି । ଏଥିରେ ପାରମ୍ପରିକ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ସହ କମ୍ପ୍ୟୁଟର ପ୍ରୟୋଗ ବିଭାଗ, ବୟନ କଳା ବିଭାଗ, ଫଟୋଗ୍ରାଫି ଶିକ୍ଷା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି । ବିଭିନ୍ନ କର୍ମନିଯୁକ୍ତି ଭିତ୍ତିକ ବିଭାଗ ଯଥା Diploma in Bio-Informatics, B.B.A., M.B.A. and B.Sc. Information Science and Telecommunication ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । 
୧୯୪୪ ମସିହାରେ ସମ୍ବଲପୁର ସହରରେ ଏହିଗଙ୍ଗାଧର ମେହେର ମହାବିଦ୍ୟାଳୟ 'ସମ୍ବଲପୁର କଲେଜ' ନାମରେ ପ୍ରତିଷ୍ଠିତ ହେଇ ତତ୍‌କାଳୀନ ଜିଲ୍ଲା ସ୍କୁଲରେ ଆରମ୍ଭକାର୍ଯ୍ୟ ହେଇଥିଲାକରୁଥିଲା । ପରେ କବି [[ଗଙ୍ଗାଧର ମେହେର]]ଙ୍କ ନାମାନୁସାରେ ଏହାର ନାମ 'ଗଙ୍ଗାଧର ମେହେର କଲେଜ' ହେଲା । ଏହା ପ୍ରଥମେ ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ [[ଉତ୍କଳ ବିଶ୍ୱବିଦ୍ୟାଳୟ]] ସହିତ ଅନୁବନ୍ଧିତ ହେଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ ମସିହାରେ ହିଁ ସ୍ଥାପିତ ହେଇଥିଲା । ପରେ ୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେ ଏହା ସେହି ବିଶ୍ୱବିଦ୍ୟାଳୟ ସହ ସ୍ୱତଃଅନୁବନ୍ଧିତ ହେଲା ।
 
ମାତ୍ର ୧୯୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହେଇଥିବା ଏହି ସହ ଶିକ୍ଷା ମହାବିଦ୍ୟାଳୟ ୨୦୧୫ ବେଳକୁ ଏକ ସମ୍ପୂର୍ଣ ସ୍ନାତକୋତ୍ତର ମହାବିଦ୍ୟାଳୟରେ ପରିଣତ ହେଇ ପ୍ରାୟ ୪୫୦୦ ଛାତ୍ର ଛାତ୍ରୀ ଓ ୧୯ଟି ବିଭାଗ ସହ ଚାଲିଛି । ଏଥିରେ ପାରମ୍ପରିକ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ସହ କମ୍ପ୍ୟୁଟର ପ୍ରୟୋଗ ବିଭାଗ, ବୟନ କଳା ବିଭାଗ, ଫଟୋଗ୍ରାଫି ଶିକ୍ଷା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି । ବିଭିନ୍ନ କର୍ମନିଯୁକ୍ତି ଭିତ୍ତିକ ବିଭାଗ ଯଥା Diploma in Bio-Informatics, B.B.A., M.B.A. and B.Sc. Information Science and Telecommunication ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । 
 
== ସ୍ୱୟଂଶାସନ ମାନ୍ୟତା ==
୧୯୯୧ ମସିହାରୁ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ଦ୍ୱାରା ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହେଲାହୋଇଥିଲା । ଏହାଦ୍ୱାରା ଏହି ମହାବିଦ୍ୟାଳୟ ନିଜର ପରୀକ୍ଷା ପରିଚାଳନା ସହ, ପାଠ୍ୟଖସଡ଼ା, ନୂତନ ବିଷୟ ଆରମ୍ଭ କରିବାର ସୁଯୋଗ ପାଇଲା । ଚାରିଟି ବିଭାଗରେ M.Phill ସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଏଠାରେ ଉପଲବ୍ଧ । 
 
== ଆବେଦନ ==
ଏହାର ଯୁକ୍ତ ୨ ଓ ଯୁକ୍ତ ୩ ସ୍ତରରେ ଆଡମିସନନାମଲେଖା [[ଓଡ଼ିଶା ସରକାର]]ଙ୍କ SAMS ମାଧ୍ୟମରେ ହେଉ ଥିବା ବେଳେ ସ୍ନାତକୋତ୍ତର ଶ୍ରେଣୀରେ ବିଶ୍ୱବିଦ୍ୟାଳୟର ନିଜସ୍ୱ ମାନଦଣ୍ଡ ଅନୁସାରେ ଚୟନ ହୁଏ । ଏହାର M.C.A. ବିଭାଗ ପାଇଁ ଆଡମିସନନାମଲେଖା [[ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ]] ତରଫରୁ ହାଉଥିବା ଜଏଣ୍ଟ ଏଣ୍ଟରାନ୍ସ ପରୀକ୍ଷା ଜରିଆରେ ହେଇଥାଏ ।
 
== ଆଧାର ==