"୧ମ ଓଡ଼ିଶା ବିଧାନ ସଭା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
ଟିକେ Bot: Automated text replacement (-ମ୍ୱ +ମ୍ବ)
୩୯ କ ଧାଡ଼ି:
 
==ଆସନ ବୃଦ୍ଧି==
ଦେଶ ସ୍ୱାଧୀନ ହେବାପରେ ଗଡ଼ଜାତଗୁଡ଼ିକ ଓଡ଼ିଶା ପ୍ରଦେଶରେ ମିଶିବା ପରେ ନୂତନ ସମ୍ୱିଧାନସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ସ୍ୱାଧୀନତା ପରେ ଓଡ଼ିଶାର ଜନସଂଖ୍ୟା ଓ କ୍ଷେତ୍ରଫଳ ବୃଦ୍ଧିପାଇଲା, ଫଳରେ ସେହି ଅନୁପାତରେ ନିର୍ବାଚନ କମିଶନ ଓଡ଼ିଶା ବିଧାନ ସଭା ପାଇଁ ଆସନ ସଂଖ୍ୟା ୬୦ରୁ ୧୪୦କୁ ବୃଦ୍ଧି କରାଇଥିଲେ ।<ref name="ଓଡ଼ିଶା ରାଜନୀତିର ଇତିହାସ"/> ୧୪୦ଟି ବିଧାନ ସଭା ଆସନରୁ ୭୬ଟି ଜଣିକିଆ ଓ ୩୨ଟି ଯୁଗ୍ମ ନିର୍ବାଚନ ମଣ୍ଡଳୀ ଭାବରେ ଚିହ୍ନଟ କରାଯାଇଥିଲା । ଏହି ୩୨ଟି ଯୁଗ୍ମ ନିର୍ବାଚନ ମଣ୍ଡଳୀରୁ ଜଣେ ସାଧାରଣ ବର୍ଗର ଓ ଜଣେ ଆଦିବାସୀ/ହରିଜନ (ସେମାନଙ୍କର ଜନସଂଖ୍ୟା ଅନୁପାତରେ) ନିର୍ବାଚିତ ହେବାର ସୁବିଧା ରଖାଯାଇଥିଲା ।
 
==ସାଧାରଣ ନିର୍ବାଚନ==
୧୯୫୧ ମସିହା ଶେଷ ଆଡ଼କୁ ଓଡ଼ିଶାରେ ନିର୍ବାଚନ ହେବା ନିମନ୍ତେ ସ୍ଥିର କରାଯାଇଥିଲା । ଓଡ଼ିଶାର ବିଧାନ ସଭା ଓ ଲୋକ ସଭା ଆସନ ନିମନ୍ତେ ୧୯୫୧ ମସିହା ଡିସେମ୍ୱରଡିସେମ୍ବର ୨୦ ତାରିଖରୁ ୧୯୫୨ ମସିହା ଜାନୁଆରି ୨୪ ତାରିଖ ଯାଏଁ ଦୀର୍ଘ ୩୬ ଦିନ ବ୍ୟାପୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନ ଥିଲା ପ୍ରଥମ ସାମ୍ୱିଧାନିକସାମ୍ବିଧାନିକ ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ସମୁଦାୟ ୩୪.୧୯% ମତଦାନ ହୋଇଥିଲା ।<ref>{{Cite web|url=https://eci.gov.in/files/file/3617-orissa-1951/|title=Orissa 1951|website=Election Commission of India|language=en-IN|access-date=2019-06-27}}</ref>
 
==ଫଳାଫଳ==
୭୮ କ ଧାଡ଼ି:
| ବିଷମକଟକ ||ଉଲାକା ଶ୍ୟାମଘନ || ଗଣତନ୍ତ୍ର ପରିଷଦ
|-
| ଗୁଣୁପୁର || ଶବର ଡୁମ୍ୱାଡୁମ୍ବା || ଗଣତନ୍ତ୍ର ପରିଷଦ
|-
| ବାଲିଗୁଡ଼ା || ଯାଦବ ପାତ୍ର || କଂଗ୍ରେସ
୧୫୨ କ ଧାଡ଼ି:
| ବିଶି ବିଭରା || କଂଗ୍ରେସ
|-
| ମୁର୍‍ଆମ୍ୱାଭୋନାମୁର୍‍ଆମ୍ବାଭୋନା || ମକରଧ୍ୱଜ ପ୍ରଧାନ || ସୋସାଲିଷ୍ଟ
|-
| rowspan="2"|ସମ୍ୱଲପୁରସମ୍ବଲପୁର-ରେଢ଼ାଖୋଲ (ଯୁଗ୍ମ) || ଭିକାରି ଘାସି || ଗଣତନ୍ତ୍ର ପରିଷଦ
|-
| ଶ୍ରଦ୍ଧାକର ସୂପକାର || ଗଣତନ୍ତ୍ର ପରିଷଦ
୨୧୮ କ ଧାଡ଼ି:
| ବାଲେଶ୍ୱର || ସୁରେନ୍ଦ୍ର ନାଥ ଦାସ || କଂଗ୍ରେସ
|-
|rowspan="2"| ନୀଳଗିରି (ଯୁଗ୍ମ) || ନୀଳାମ୍ୱରନୀଳାମ୍ବର ଦାସ || କଂଗ୍ରେସ
|-
| ଚୈତନ୍ୟ ସେଠି || କଂଗ୍ରେସ
୨୩୨ କ ଧାଡ଼ି:
| ଚକ୍ରଧର ବେହେରା|| କଂଗ୍ରେସ
|-
| rowspan="2"|ସୁକିନ୍ଦା (ଯୁଗ୍ମ) || ପୀତାମ୍ୱରପୀତାମ୍ବର ଭୂପତି || ସ୍ୱାଧୀନ
|-
| ହରିଚନ୍ଦନ ମହାପାତ୍ର || ସ୍ୱାଧୀନ
୩୬୮ କ ଧାଡ଼ି:
| ରାଜେନ୍ଦ୍ର ନାରାୟଣ ସିଂହଦେଓ || ଗଣତନ୍ତ୍ର ପରିଷଦ
|-
| ସମ୍ୱଲପୁରସମ୍ବଲପୁର || ନଟବର ପାଣ୍ଡେ || ଗଣତନ୍ତ୍ର ପରିଷଦ
|-
| ବରଗଡ || ଜି. ଦାସ ଥିରାନୀ || ସ୍ୱାଧୀନ