"ତଥାଗତ ଶତପଥୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଟିକେ ସୁଧାରିଲି
୩୩ କ ଧାଡ଼ି:
ଦେବେନ୍ଦ୍ର ଶତପଥୀ ଏବଂ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ [[ନନ୍ଦିନୀ ଶତପଥୀ]]<nowiki/>ଙ୍କର ଔରସରୁ ତଥାଗତ ୧୯୬୫ ମସିହାର [[ଉତ୍କଳ ଦିବସ]]<nowiki/>ରେ ଅର୍ଥାତ ୧ ଅପ୍ରେଲରେ ଜନ୍ମଲାଭ କରିଥିଲେ । ସେ ଦମ୍ପତିଙ୍କର ସର୍ବ କନିଷ୍ଠ ପୁତ୍ର ସନ୍ତାନ ଥିଲେ ।<ref name="NadiniTOI">{{Cite news|url=http://timesofindia.indiatimes.com/india/Ex-CM-of-Orissa-Nandini-Satpathy-passes-away/articleshow/1855804.cms?referral=PM|title=Ex-CM of Orissa Nandini Satpathy passes away|date=5 August 2006|work=[[The Times of India]]|access-date=29 December 2015}}</ref>
 
୨୦୦୦ ମସିହାରେ, ତଥାଗତ ''[[ଓଡ଼ିଶା ଗଣ ପରିଷଦ]]''<nowiki/>ରେ (ଏକ ଅଣ ରାଜନୈତିକ ସଙ୍ଗଠନ) ଯୋଗଦାନ କରିଥିଲେ, ସେଠାରେ ସେ ସାଧାରଣ ସଚିବ ଭାବରେ କାମ କରିଥିଲେ । ୨୦୦୦ ମସିହାରେ [[ନବୀନ ପଟ୍ଟନାୟକ]] ସରକାର ଗଢ଼ିବାପରେ ସେ ତାଙ୍କର ଖବରକାଗଜଦ୍ୱାରା ସରକାରଙ୍କର ଅନେକ ନୀତିକୁ ସମାଲୋଚନା କରିଆସୁଛନ୍ତି ।{{ଆଧାର ଲୋଡ଼ା|date=ଜୁଲାଇ ୨୦୧୯}} ଓଡ଼ିଶା ଗଣ ପରିଷଦ, [[ଜାନକୀ ବଲ୍ଲଭ ପଟ୍ଟନାୟକ]]<nowiki/>ଙ୍କ ନେତୃତ୍ୱାଧୀନ ରାଜନୈତିକ ଦଳ [[ଭାରତୀୟ ଜାତୀୟ କଂଗ୍ରେସ]]<nowiki/>ରେ ମିଶିଯାଇଥିଲା । ଏଥି ଯୋଗୁଁ ତଥାଗତ ବାଧ୍ୟ ହୋଇ ମାର୍ଚ୍ଚ ମାସ ୨୦୦୪ ମସିହାରେ [[ବିଜୁ ଜନତା ଦଳ]]<nowiki/>ରେ ଯୋଗଦାନ କରିଥିଲେ ।<ref name="FriendsFor">{{Cite news|url=http://www.telegraphindia.com/1040331/asp/opinion/story_3066251.asp|title=That's What Friends Are For|date=31 March 2004|work=[[The Telegraph (India)]]|access-date=10 January 2016}}</ref>
 
ତଥାଗତଙ୍କର ପୁତୁରା ସୁପର୍ଣ୍ଣ ଶତପଥୀ, ତାଙ୍କ ବିରୁଦ୍ଧରେ ୨୦୧୪ ଭାରତୀୟ ଲୋକସଭା ନିର୍ବାଚନରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ହାରିଯାଇଥିଲେ ।{{ଆଧାର ଲୋଡ଼ା|date=ଜୁଲାଇ ୨୦୧୯}}
 
ମାର୍ଚ୍ଚ ମାସ ୨୦୧୫ ମସିହାରେ, ଭାରତର ପ୍ରଥମ ସାଂସଦ ଭାବରେ ତଥାଗତ "ମତେ କିଛି ବି ପଚାରନ୍ତୁ" ନାମକ ଏକ ସରକାରୀ ଅଧିବେଶନ ''ରେଡ଼ିଟ''ରେ ''(Reddit)'' ରେ ଆୟୋଜନ କରିଥିଲେ ।<ref name="InternetChallengeHT">{{Cite news|url=http://www.hindustantimes.com/india/tathagata-satpathy-mp-who-accepted-the-internet-challenge-and-won/story-Mx1ZLZM5Twi3JFwdDXqEZP.html|title=Tathagata Satpathy, MP who accepted the internet challenge and won|date=16 March 2015|work=[[Hindustan Times]]|access-date=29 December 2015}}</ref> ଅପ୍ରେଲ ମାସରେ ସେ ଇଣ୍ଟରନେଟ ନିରପେକ୍ଷତା ସପକ୍ଷରେ ସମର୍ଥନ କରିଥିଲେ ।<ref name="Internet points">{{Cite web|url=http://ibnlive.in.com/news/odisha-mp-earns-internet-points-by-writing-a-letter-to-the-trai-chairman-in-support-of-net-neutrality/538497-79.html|title=Odisha MP earns internet points by writing a letter to the TRAI Chairman in support of Net Neutrality|website=IBNLive|access-date=8 April 2015}}</ref> ଡିସେମ୍ବର ୨୦୧୫ରେ ସମଲିଙ୍ଗୀ ସମ୍ପର୍କକୁ ଅଣଅପରାଧିକ କରିବାକୁ [[ଶଶି ଥରୁର|ଶଶୀ ଥରୁର]]<nowiki/>ଙ୍କଦ୍ୱାରା ପ୍ରସ୍ତାବିତ ବିଲରେ ସେ ସମର୍ଥନ ଦେଇଥିଲେ କିନ୍ତୁ, ବିଲଟି ପାସ ହୋଇପାରିନଥିଲା ।<ref name="HomoDefeated">{{Cite news|url=http://www.business-standard.com/article/pti-stories/pvt-member-bill-on-homosexuality-defeated-in-ls-at-115121801014_1.html|title=Private member bill on homosexuality defeated in LS|date=18 December 2015|work=[[Business Standard]]|access-date=10 January 2016}}</ref>
 
ପରିବାର ସହିତ ଅଧିକ ସମୟ ବିତେଇବାପାଇଁ ଏବଂ ସ୍ୱଚ୍ଛ ସାମ୍ବାଦିକତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ମାର୍ଚ୍ଚ ମାସ ୨୦୧୯ ମସିହାରେ ତଥାଗତ [[୨୦୧୯ ଭାରତୀୟ ସାଧାରଣ ନିର୍ବାଚନ|୨୦୧୯ ଭାରତୀୟ ଲୋକ ସଭା ନିର୍ବାଚନ]]<nowiki/>ରେ ଲଢ଼ିବେ ନାହିଁ ଏବଂ ରାଜନୀତିରୁ ଅବସର ନେଲେ ବୋଲି ଘୋଷଣା କରିଥିଲେ ।<ref>{{Cite web|url=https://www.hindustantimes.com/india-news/bjd-mp-tathagata-satpathy-says-he-is-quitting-politics-denies-heading-for-bjp/story-XqfMSkBuzvG8XN2YHGfUeJ.html|title=BJD lawmaker to quit electoral politics, says 13-yr-old son convinced him|date=2019-03-05|website=https://www.hindustantimes.com/|language=en|access-date=2019-06-27}}</ref>
୪୪ କ ଧାଡ଼ି:
 
=== ଇଣ୍ଟରନେଟ ନିରପେକ୍ଷତା ଉପରେ ===
ମାର୍ଚ୍ଚ ମାସ ୨୦୧୪ ମସିହାରେ ଟ୍ରାଇ (Telecom Regulatory Authority of India ) କିଛି ନିର୍ଦ୍ଧିଷ୍ଟ ମେସେଜିଙ୍ଗ ସେବାପାଇଁ ଟେଲିକମ ଅପରେଟର ମାନଙ୍କୁ ଅତିରିକ୍ତ ପଇସା ନେବାକୁ ଏକ କାଗଜ ଉପସ୍ଥାପନା କରିଥିଲେ ।<ref name="Politicos">{{Cite news|url=http://indiatoday.intoday.in/technology/story/politicos-raise-concern-over-trais-threatening-consultation-on-net-neutrality/1/429135.html|title=Politicos slam TRAI's stance on net neutrality|last=Singh|first=Saurabh|date=8 April 2015|work=[[India Today]]|access-date=12 April 2015}}</ref> ଅବିଳମ୍ବେ ତଥାଗତ ଟ୍ରାଇକୁ ଏକ ମୁକ୍ତ ଚିଠି ଲେଖି ଇଣ୍ଟରନେଟ ନିରପେକ୍ଷତା ସମର୍ଥନ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଏହି ଚିଠିରେ ସେ ଲେଖିଥିଲେ କି ଏଭଳି ପଦକ୍ଷେପ ଭାରତର ଡିଜିଟାଲ ଇଣ୍ଡିଆ ପ୍ରକଳ୍ପକୁ ବାଧା ପହଞ୍ଚାଇ ପାରେ ଏବଂ ପ୍ରାରମ୍ଭ ହେବାକୁ ଯାଉଥିବା କ୍ଷୁଦ୍ର କମ୍ପାନୀଗୁଡିକୁ ଗଭୀର କ୍ଷତି ପହଞ୍ଚାଇବ । ସେ କହିଥିଲେ ଏଭଳି ନିୟମାବଳୀଯୁକ୍ତ ଆପ ବ୍ୟବହାର ତାଙ୍କର ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱତା କରିବାରେ ବାଧା ପହଞ୍ଚାଉଛି । <ref name="TRAI">{{Cite news|url=http://tech.economictimes.indiatimes.com/news/internet/odisha-mp-trai-net-neutrality/46847802|title='TRAI's Internet Consultation threat to my functioning as representative'- Odisha MP|date=8 April 2015|work=[[The Economic Times]]|access-date=6 January 2016}}</ref><ref name="DigitalIndia">{{Cite news|url=http://articles.economictimes.indiatimes.com/2015-04-09/news/60979653_1_net-neutrality-free-internet-trai|title=Net Neutrality: Airtel’s new apps plan may go against PM Modi’s Digital India vision|date=9 April 2015|work=[[The Economic Times]]|access-date=6 January 2016}}</ref>
 
=== ଗଞ୍ଜେଇର ଆଇନଗତ ପ୍ରଚଳନ ଉପରେ ===
ଗଞ୍ଜେଇ/ଭାଙ୍ଗ ଆଦିର ବେଆଇନ କରିବା ନିୟମକୁ ତଥାଗତ ତୀବ୍ର ସମାଲୋଚନା କରିଥିଲେ, ସେ କହିଥିଲେ ଏହା ପାରମ୍ପରିକ କାଳରୁ ଦେଶରେ ବିଭିନ୍ନ ପର୍ବପର୍ବାଣୀରେ ଏବଂ ମାଦକ ଦ୍ରବ୍ୟ ଭାବରେ ବ୍ୟବହୃତ ହୋଇଆସୁଅଛି । ସେ କହିଥିଲେ ଗଞ୍ଜେଇକୁ ବେଆଇନ ଘୋଷଣା କରି ମଦକୁ ଆଇନଗତ ରଖିବା ଗରିବ ଲୋକମାନଙ୍କ ସମ୍ପର୍କରେ ଜାତିଆଣ ମନୋଭାବ ଭଳି ଅଟେ । ସେ କହିଥିଲେ ନିଶା, ବ୍ୟକ୍ତିଟିର ଚରିତ୍ର ଉପରେ ନିର୍ଭର କରୁଛି, ସେ ବ୍ୟବହାର କରୁଥିବା ମାଦକ ଦ୍ରବ୍ୟ ଉପରେ ନୁହେଁ । ଭାଙ୍ଗର ବ୍ୟବହାର ସମ୍ପର୍କିତ Narcotic Drugs and Psychotropic Substances Act, 1985 ବିଷୟରେ ସେ ଉଲ୍ଲେଖ କରିଥିଲେ । <ref name="ElitistTOI">{{Cite news|url=http://timesofindia.indiatimes.com/india/Cannabis-ban-is-elitist-It-should-go-Tathagata-Satpathy/articleshow/46732106.cms|title=Cannabis ban is elitist. It should go: Tathagata Satpathy|date=29 March 2015|work=[[The Times of India]]|access-date=29 December 2015}}</ref> ମାର୍ଚ୍ଚ ୨୦୧୫, "ମତେ କିଛି ବି ପଚାରନ୍ତୁ" ରେଡ଼ିଟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ତଥାଗତ ଯୁବକବସ୍ଥାରେ ଗଞ୍ଜେଇ ଟାଣି ଥିବା ଉଲ୍ଲେଖ କରିଥିଲେ ।<ref name="InternetChallengeHT">{{Cite news|url=http://www.hindustantimes.com/india/tathagata-satpathy-mp-who-accepted-the-internet-challenge-and-won/story-Mx1ZLZM5Twi3JFwdDXqEZP.html|title=Tathagata Satpathy, MP who accepted the internet challenge and won|date=16 March 2015|work=[[Hindustan Times]]|access-date=29 December 2015}}</ref><ref name="NewFavTOI">{{Cite news|url=http://timesofindia.indiatimes.com/india/Not-your-typical-MP-BJDs-Tathagata-Satpathy-is-internets-new-favourite/articleshow/46596796.cms|title=Not your typical MP: BJD’s Tathagata Satpathy is internet's new favourite|date=17 March 2015|work=[[The Times of India]]|access-date=29 December 2015}}</ref> ଅଗଷ୍ଟ ୨୦୧୫ରେ ହୋଇଥିବା ମୌସୁମୀ ଅଧିବେଶନରେ ସେ ଗଂଜେଇକୁ ଅଣ-ଅପରାଧିକ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ ।<ref name="MPChoose">{{Cite news|url=http://www.thehindu.com/news/national/when-some-mps-choose-to-go-by-their-heart/article7572827.ece|title=When some MPs choose to go by their heart|date=24 August 2015|work=[[The Hindu]]|access-date=6 January 2016}}</ref> ଡିସେମ୍ବର ୨୦୧୫ରେ ସେ ପୁଣିଥରେ ସେହି ପ୍ରସ୍ତାବ ଆଣିଥିଲେ, ସେ ଯୁକ୍ତି ବାଢ଼ିଥିଲେ କି ଗଞ୍ଜେଇକୁ ବେଆଇନ ଘୋଷଣା କରିବା ଅର୍ଥ ଗ୍ରାମବାସୀମାନଙ୍କୁ ବାଧ୍ୟତାମୂଳକ ଭାବେ ମଦ୍ୟପ କରିବା ସଙ୍ଗେ ସମାନ ।<ref name="ReduceAlcohol">{{Cite news|url=http://www.dnaindia.com/india/report-bjd-s-sathpathy-asks-parliament-to-legalise-marijuana-case-to-reduce-alcohol-abuse-2154486|title=BJD's Sathpathy asks parliament to legalise marijuana use to reduce alcohol|date=11 December 2015|work=[[DNA India]]|access-date=6 January 2016}}</ref><ref name="alcoholic">{{Cite news|url=http://indianexpress.com/article/india/politics/make-cannabis-consumption-legal-ban-is-turning-people-alcoholic-tathagata-satpathy/|title=Make cannabis consumption legal; ban is turning people alcoholic: BJD chief whip Tathagata Satpathy|date=11 December 2015|work=[[The Indian Express]]|access-date=10 January 2016}}</ref>
 
=== ସମଲିଙ୍ଗୀ ସମ୍ପର୍କ ଏବଂ ମାନସିକ ନିୟମ ଉପରେ ===
ତଥାଗତ ଶତପଥୀ ଭାରତରେ [[ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭]] ଯାହା ସମଲିଙ୍ଗୀ ସମ୍ପର୍କକୁ ଅପରାଧିକ ଘୋଷଣା କରିଥିଲା ତୀବ୍ର ବିରୋଧ କରିଥିଲେ ।{{ଆଧାର ଲୋଡ଼ା|date=ଜୁଲାଇ ୨୦୧୯}} ପର୍ଣ୍ଣୋଗ୍ରାଫିକୁ ବେଆଇନ ଘୋଷଣାକୁ ଆଗତ ନିୟମକୁ ମଧ୍ୟ ସେ ତୀବ୍ର ବିରୋଧ କରିଥିଲେ ।<ref name="BanPornTOI">{{Cite news|url=http://timesofindia.indiatimes.com/india/Junk-outdated-laws-like-ban-on-porn-homosexuality/articleshow/48384529.cms|title=‘Junk outdated laws like ban on porn, homosexuality’|date=7 August 2015|work=[[The Times of India]]|access-date=29 December 2015}}</ref> <ref name="VotedOutTH">{{Cite news|url=http://www.thehindu.com/news/national/shashi-tharoors-bill-on-homosexuality-voted-out/article8006047.ece|title=Tharoor’s Bill on homosexuality voted out|date=19 December 2015|work=[[The Hindu]]|access-date=29 December 2015}}</ref> <ref name="VotedOutBS">{{Cite news|url=http://www.business-standard.com/article/pti-stories/tharoor-s-bill-on-homosexuality-voted-out-by-ls-115121801210_1.html|title=Tharoor's bill on homosexuality voted out by LS|date=18 December 2015|work=[[Business Standard]]|access-date=29 December 2015}}</ref>
 
=== ଗୋପନୀୟତା ଏବଂ ଆଧାର ଉପରେ ===
ତଥାଗତ ଶତପଥୀ ଆଧାର ପ୍ରକଳ୍ପ ଲୋକଙ୍କର ଆଙ୍ଗୁଠି ଛାପ ନେବା ଏବଂ ଗତିବିଧି ଉପରେ ନଜର ରଖିବାର ପ୍ରକ୍ରିୟାକୁ ବିରୋଧ କରିଥିଲେ । ପୂର୍ବରୁ ଏତେଗୁଡ଼ିଏ ଆଇଡି କାର୍ଡ଼ ଥାଉ ଥାଉ ପୁଣି ଏକ ଆଧାର କାର୍ଡ଼ର ପ୍ରଚଳନ ଅତିରିକ୍ତ ବୋଲି ସେ ଯୁକ୍ତି ବାଢ଼ିଥିଲେ । ୨୦୧୬ ମସିହାରେ ଆଧାର ବିଲ କୁ ଏକ ଅର୍ଥ ବିଲ ଭାବରେ ଉପସ୍ଥାପନାକୁ ମଧ୍ୟ ସେ ବିରୋଧ କରିଥିଲେ । ବିଲ ଟିରେବିଲ୍‌ଟିରେ ଜାତୀୟ ନିରାପତ୍ତା ସମ୍ପର୍କିତ କିଛି ବିଧିବଦ୍ଧ ଭାବରେ ପ୍ରକାଶ କରାଯାଇନାହିଁ ବୋଲି ସେ ଉଲ୍ଲେଖ କରିଥିଲେ ।<ref name="MassSurveillance-NDTV">{{Cite news|url=http://www.ndtv.com/india-news/opposition-alleges-aadhaar-data-could-be-used-for-mass-surveillance-1286202|title=Opposition Alleges Aadhaar Data Could Be Used For Mass Surveillance|date=11 March 2016|work=[[NDTV]]|access-date=11 March 2016}}</ref>
 
=== ଧାର୍ମୀକ ନିୟମାବଳୀ ଏବଂ ମିଶନାରୀ ଉପରେ ===
୫୯ କ ଧାଡ଼ି:
 
=== ଅନ୍ୟାନ୍ୟ ମତ ===
ଭ୍ରଷ୍ଟାଚାର ଦୁରକରିବାକୁ ସାଂସଦମାନଙ୍କୁ [[ଜନ ଲୋକପାଳ ବିଲ]]<nowiki/>ରେ ମିଶାଇବାକୁ ସେ ସମର୍ଥନ କରିଥିଲେ । <ref name="MPsTooET">{{Cite news|url=http://economictimes.indiatimes.com/articleshow/9987911.cms|title=MPs too should be made accountable: Tathagata Satpathy, A member of Parliament, representing Biju Janata Dal|date=15 September 2011|work=[[The Economic Times]]|access-date=29 December 2015}}</ref> ଡିସେମ୍ବର ୨୦୧୫ ମସିହାରେ ସେ ମଧ୍ୟସ୍ଥତା ଏବଂ ସଂଶୋଧନ ବିଧେୟକକୁ ବଡ଼ ସଂସ୍ଥାଗୁଡିକୁ ଅନୁଚିତ ଲାଭ ଦେବ ବୋଲି ସେ ଯୁକ୍ତି ବାଢ଼ିଥିଲେ ।<ref name="FavouringET">{{Cite news|url=http://articles.economictimes.indiatimes.com/2015-12-17/news/69119290_1_kg-d6-block-ril-telecom-giant-vodafone|title=BJD member Tathagata Satpathy accuses government of favouring mega corporates|date=17 December 2015|work=[[The Economic Times]]|access-date=29 December 2015}}</ref> [[ସାଂସଦ ଆଦର୍ଶ ଗ୍ରାମ ଯୋଜନା|ସଂସଦ ଆଦର୍ଶ ଗ୍ରାମ ଯୋଜନା]]<nowiki/>କୁ ସେ ତ୍ରୁଟିପୂର୍ଣ୍ଣ ଏବଂ ଏହାଦ୍ୱାରା ବିଶେଷ କିଛି ଲାଭ ହେବନାହିଁ ବୋଲି ଯୁକ୍ତି ବାଢ଼ିଥିଲେ । ଏହି ଯୋଜନା ଦ୍ୱାରା ସେ ତାଙ୍କ ନିର୍ବାଚନ ମଣ୍ଡଳୀର ୩୦୦୦ ଗ୍ରାମରୁ କେବଳ ୮ଟି ଗ୍ରାମର ଉନ୍ନତି କରିବାର ଅଧିକାର ପାଉଛନ୍ତି । <ref name="ImpracticalET">{{Cite news|url=http://articles.economictimes.indiatimes.com/2015-07-08/news/64212215_1_sansad-adarsh-gram-yojana-sagy-mplad-funds|title=Poke Me: Sansad Adarsh Gram Yojana a well-intentioned but impractical scheme|date=8 July 2015|work=[[The Economic Times]]|access-date=29 December 2015}}</ref> [[ହିନ୍ଦୀ]]<nowiki/>କୁ ଜାତୀୟ ଭାଷା କରିବାର ପ୍ରସ୍ତାବକୁ ସେ ବିରୋଧ କରିଥିଲେ । <ref name="Crow">{{Cite news|url=http://www.telegraphindia.com/1151127/jsp/nation/story_55352.jsp#.VpItdU9R2D4|title=Nirapeksh row? Eat crow, stick to 'secular'|date=27 November 2015|work=[[The Telegraph (India)]]|access-date=10 January 2016}}</ref>
 
ଆଣବିକ ଶକ୍ତି ପ୍ଲାଣ୍ଟ ତିଆରିକୁ ସେ ବିରୋଧ କରିଥିଲେ । ସମଗ୍ର ବିଶ୍ବ ଏହି ଶକ୍ତିରୁ ଦୁରକୁ ଯାଉଥିଲାବେଳେ ଭାରତ କାହିଁକି ଆରମ୍ଭ କରୁଛି ବୋଲି ସେ ପ୍ରଶ୍ନ କରିଥିଲେ । ଫ୍ରାନ୍ସର ଆରେଭା ଆଣବିକ ସଂସ୍ଥା, ମହାରାଷ୍ଟ୍ରକୁ ପୁରୁଣାକାଳିଆ ପ୍ରଯୁକ୍ତି ବିଦ୍ୟା ବିକିଛି ବୋଲି କହିଥିଲେ । . କେନ୍ଦ୍ର, ଅନ୍ୟ ଦେଶଗୁଡ଼ିକ ଭଳି ଆଣବିକ କେନ୍ଦ୍ରର ସୁରକ୍ଷା ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ କରିବାକୁ କହିଥିଲେ । <ref name="Nukes">{{Cite news|url=http://www.business-standard.com/article/pti-stories/ls-passes-bill-to-allow-npcil-to-have-tie-ups-with-other-psus-115121400996_1.html|title=LS passes bill to allow NPCIL to have tie-ups with other PSUs|date=14 December 2015|work=[[Business Standard]]|access-date=10 January 2016}}</ref><ref name="NukeSafety">{{Cite news|url=http://www.business-standard.com/article/pti-stories/ls-mps-question-nuclear-plant-safety-115121400799_1.html|title=LS MPs question nuclear plant safety|date=14 December 2015|work=[[Business Standard]]|access-date=10 January 2016}}</ref>
 
== ଆହୁରି ଦେଖନ୍ତୁ ==