"ନୟାଗଡ଼ ଗଡ଼ଜାତ ରାଜ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାଧାରଣ ବନାନ ସୁଧାର
ଟିକେ Replacing ଵ with ୱ
୩୦ କ ଧାଡ଼ି:
 
== ଇତିହାସ ==
ଇତିହାସର ତଥ୍ୟାନୁସାରେ ନୟାଗଡ ରାଜା ଖ୍ରୀଷ୍ଟାବ୍ଦ ୧୫୫୦ ପୂର୍ବରୁ ରାଜା ସୂର୍ଯ୍ୟମଣିଙ୍କଦ୍ଵାରାସୂର୍ଯ୍ୟମଣିଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ତେବେ ଖଣ୍ଡପଡା ରାଜ୍ୟ ପ୍ରଥମେ ନୟାଗଡ଼ ଗଡ଼ଜାତ ରାଜ୍ୟର ଅଂଶ ବିଶେଷ ଥିଲା ଏବଂ ପରବର୍ତ୍ତୀ ସମୟରେ ଅର୍ଥାତ ୧୫୯୯ ମସିହାରେ ଏହା ଏକ ସ୍ଵତନ୍ତ୍ରସ୍ୱତନ୍ତ୍ର ରାଜ୍ୟ ରୂପେ ପ୍ରତିଷ୍ଠିତ ହେଲା । ତତ୍କାଳୀନ ବାଘେଲା ବା ଭାଘେଲା ରାଜ ବଂଶର ରାଜପୁତ ମାନେ ଏହାର ଶାସକ ଥିଲେ ।<ref name="Govt. portal of Nayagarh dist.">{{cite web |title=History of Nayagarh District Government of Odisha |url=https://nayagarh.nic.in/history/ |website=www.nayagarh.nic.in |accessdate=29 May 2019}}</ref>
 
== ଶାସକ ==
୪୪ କ ଧାଡ଼ି:
* କୃଷ୍ନଚନ୍ଦ୍ର ସିଂହ ମାନ୍ଧାତା (୧୯୧୮-୧୯୮୩)<ref name="indianrajpts">{{cite web |last1=Rathore |first1=Abhinay |title=Nayagarh (Princely State) |url=http://www.indianrajputs.com/view/nayagarh |website=Rajput Provinces of India |accessdate=29 May 2019 |language=en}}</ref>
 
ରାଜା କୃଷ୍ନଚନ୍ଦ୍ର ସିଂହ ସାମନ୍ତ ତାଙ୍କର ପ୍ରଥମ ରାଣୀ ଭାବେ ନେପାଳ ରାଣାଙ୍କ କନ୍ୟା ରାଣୀ ବସନ୍ତ ମଞ୍ଜରୀ ଦେବୀଙ୍କୁ ବିବାହ କରିଥିଲେ ଏବଂ ପରେ ଦ୍ଵିତୀୟଦ୍ୱିତୀୟ ରାଣୀ ଭାବେ ହିନ୍ଦୋଳ ରାଜକନ୍ୟା ରାଣୀ ସଓଭାଗ୍ୟ ମଞ୍ଜରୀ ଦେବୀଙ୍କୁ ବିବାହ କରିଥିଲେ । ସେ ତାଙ୍କ ଶାସନ କାଳରେ ନୟାଗଡ କୋ ଅପରେଟିଭ ବ୍ୟାଙ୍କ, ଅନେକ ଶିକ୍ଷାନୁଷ୍ଠାନ, ଏକ ହୋମିଓପ୍ୟାଥୀ ଦାତବ୍ୟ ଚିକିତ୍ସାଳୟ ତଥା ନୟାଗଦର ମେମୋରିଆଲ କ୍ଳବ ପ୍ରତିଷ୍ଠା କରାଇଥିଲେ । ୨୪ ଜୁନ ୧୯୮୩ରେ ସେ ମୃତ୍ୟୁ ବରଣ କରିଥିଲେ ।
 
== ଆଧାର ==