"ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୩୯ କ ଧାଡ଼ି:
 
'''ରାଜେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ''' (୯ ଅପ୍ରେଲ ୧୯୩୦ - ୩୦ ମଇ ୨୦୦୧) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୀତିଜ୍ଞ ଥିଲେ । ସେ [[ଓଡ଼ିଶା]] ରାଜନୀତିରେ [[ଭାରତୀୟ ଜାତୀୟ କଂଗ୍ରେସ]] ଓ [[ଜନତା ପାର୍ଟି]]<nowiki/>ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ୧୯୬୧, ୧୯୭୪ ଓ ୧୯୭୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ [[ନୀଳଗିରି (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ]]<nowiki/>ରୁ ଯଥାକ୍ରମେ [[୩ୟ ଓଡ଼ିଶା ବିଧାନ ସଭା|୩ୟ]], [[୬ଷ୍ଠ ଓଡ଼ିଶା ବିଧାନ ସଭା|୬ଷ୍ଠ]] ଓ [[୭ମ ଓଡ଼ିଶା ବିଧାନ ସଭା]]<nowiki/>କୁ ନିର୍ବାଚିତ ହୋଇଥିଲେ ।<ref name="Rajendra Chandra Mardaraj Harichandan">{{cite web|url=http://odishaassembly.nic.in/memberprofile.aspx?img=663 |title=Late Rajendra Chandra Mardaraj Harichandan |last=|first=|date=|website=odishaassembly.nic.in|publisher=Odisha Assembly|archive-url=|archive-date=|dead-url=|accessdate=1 June 2019}}</ref>
 
 
== ଜନ୍ମ, ଶିକ୍ଷା ଓ ପରିବାର ==