"ଇନ୍ଦୁ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୭ କ ଧାଡ଼ି:
}}
 
'''ଇନ୍ଦୁ ମିଶ୍ର''' (ଜନ୍ମ: ୦୧ ମଇ ୧୯୫୭), ଜଣେ ଓଡ଼ିଆ ପ୍ରାବନ୍ଧିକ ଓ ସମାଲୋଚକ । ଇନ୍ଦୁ, ବୃତ୍ତିରେ ଜଣେ ଅଧ୍ୟାପିକା ଥିଲେ ଓ [[ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ|ରମାଦେବୀ ମହିଳା ମହାବିଦ୍ୟାଳୟ]] ଆଦି ଅନୁଷ୍ଠାନରେ ଶିକ୍ଷାଦାନ କରିଥିଲେ ।
 
== ରଚନାବଳୀ ==
=== ପ୍ରବନ୍ଧ ଓ ସମାଲୋଚନା ===
* ସମୀକ୍ଷା ସଂଦର୍ଭ - ୧୯୮୨ (ଫ୍ରେଣ୍ଡସ ପବ୍ଳିସରସ)
* ମିଥ ଓ ଏହାର କବିତା ପ୍ରୟୋଗ - ୧୯୮୪
* [[ଓଡ଼ିଆ କାବ୍ୟଧାରାରେ ବାସ୍ତବବାଦୀ ଚେତନା]] - ୧୯୮୯ (ବିଦ୍ୟାପୁରୀ)
* ଆଧୁନିକ ଓଡ଼ିଆ କବିତାର ଦୃଷ୍ଟି ଓ ଦିଗନ୍ତ - ୧୯୯୧ (ଓଡ଼ିଶା ବୁକ ଷ୍ଟୋର)
* କଥାସୃଷ୍ଟି : କାବ୍ୟଦୃଷ୍ଟି - ୨୦୦୧ (ଓଡ଼ିଶା ବୁକ ଷ୍ଟୋର)
* ସାହିତ୍ୟରେ ଆଧୁନିକତା - ୨୦୦୩ (ନବଦିଗନ୍ତ)
* ଆବିଷ୍କାର ଦୁଃଖ - ୧୯୯୮ (ଓଡ଼ିଶା ବୁକ ଷ୍ଟୋର)
=== କବିତା ===
* ଅନ୍ୟ ସବୁ ପ୍ରତିଶୃତି - ୧୯୯୨
* ଯୁଈ ଗଛ - ୨୦୧୨ (ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ)
* ନିଜ ନିଜ ଅଭିନୟ - ୧୯୯୫ (ଓଡ଼ିଶା ବୁକ ଷ୍ଟୋର)<ref>{{cite web |title=National Library Online Catalog |url=http://opac.nationallibrary.gov.in/cgi-bin/gw/chameleon?sessionid=2019022518304905500&skin=nl&lng=en&inst=consortium&host=localhost%2b1111%2bDEFAULT&patronhost=localhost%201111%20DEFAULT&search=KEYWORD&searchid=H5&sourcescreen=INITREQ&itempos=1&rootsearch=KEYWORD&pos=11&function=NEXTPAGE |website=opac.nationallibrary.gov.in |publisher=National Library of India |accessdate=25 February 2019}}</ref>
 
== ସମ୍ମାନ ଓ ପୁରସ୍କାର ==