"ଗଣେଶରାମ ନାହାକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ରଚନାବଳୀ
୪୯ କ ଧାଡ଼ି:
 
ସେ ୨୦୧୭ ମସିହାରେ ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦର ସଦସ୍ୟ ମଧ୍ୟ ଥିଲେ । ଏଥିରେ ସେ [[ସମ୍ବଲପୁର ଜିଲ୍ଲା]]<nowiki/>କୁ ପ୍ରତିନିଧିତ୍ଵ କରିଥିଲେ ।<ref>{{Cite web|url=http://odishan.com/19643|title=ଓଡ଼ିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ଗଠିତ|last=editor|language=en-US|access-date=2019-02-23}}</ref>
 
== ରଚନାବଳୀ ==
* ସ୍ଵଭାବକବି ଗଙ୍ଗାଧର ଜୀବନୀ ଓ ସାହିତ୍ୟ - ୨୦୧୦(କଟକ ଟ୍ରେଡିଂ କମ୍ପାନୀ)
* ଜାତିପ୍ରାଣ ଚନ୍ଦ୍ରଶେଖର - (ଓଡ଼ିଶା ସାହିତ୍ୟ ଏକାଡେମୀ)
* ଭକ୍ତମଧୁଙ୍କ ସ୍ମରଣୀୟ କବିତା - ୨୦୧୪(ଓଡ଼ିଶା ସାହିତ୍ୟ ଏକାଡେମୀ)
* ପଶ୍ଚିମ ଓଡ଼ିଶାର ଢଗଢମାଳି ଓ ପ୍ରବାଦ ପ୍ରବଚନ - ୨୦୦୭(ବୀଣାପାଣି ପ୍ରକାଶନୀ)
* ଶ୍ରୀମଦ୍ ଭାଗବତ ସୁକ୍ତିତମାଳା - ୨୦୦୬(ସାହିତ୍ୟ ପ୍ରତିଷ୍ଠାନ)<ref>{{cite web |title=National Library Online Catalogue |url=http://opac.nationallibrary.gov.in |website=opac.nationallibrary.gov.in |publisher=National Library Online Catalogue |accessdate=24 February 2019}}</ref>
 
== ପୁରସ୍କାର ଏବଂ ସମ୍ମାନ ==