"ହେମଲତା ମାନସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧ କ ଧାଡ଼ି:
{{Infobox writer <!-- For more information see [[:Template:Infobox Writer/doc]]. -->
| name = '''ହେମଲତା ମାନସିଂହ'''
| image =
| imagesize =
୮ କ ଧାଡ଼ି:
| birth_name =
| birth_date = {{Birth date|df=y|1919|02|24}}
| birth_place = ବିଲିପଦା, ବାଲିକୁଦା, [[କଟକ]] ଜିଲ୍ଲା]]
| death_date = {{Death date and age|2004|02|20|1919|02|24}}
| death_place = କଳିଙ୍ଗ ହସ୍ପିଟାଲ, [[ଭୁବନେଶ୍ୱର]], କଳିଙ୍ଗ ହସ୍ପିଟାଲ
| resting_place =
| occupation = ଗାଳ୍ପିକା, <br>କବି
| language = [[ଓଡ଼ିଆ ଭାଷା|ଓଡ଼ିଆ]]
| nationality = [[ଭାରତ|ଭାରତୀୟ]]
୩୭ କ ଧାଡ଼ି:
}}
 
'''ହେମଲତା ମାନସିଂହ''' (୨୪ ଫେବୃଆରୀ ୧୯୧୯ - ୨୦ ଫେବୃଆରୀ ୨୦୦୪) ଜଣେ [[ଓଡ଼ିଆ ସାହିତ୍ୟ|ଓଡ଼ିଆ]] ସାହିତ୍ୟର ଜଣେ ଆଦ୍ୟ ଗାଳ୍ପିକା ଓ କବି ଥିଲେ । ବିଶିଷ୍ଟସେ କବି, ସାହିତ୍ୟ ସାଧକ ତଥା ଶିକ୍ଷାବିତ୍ ଡକ୍ଟର [[ମାୟାଧର ମାନସିଂହ]]ଙ୍କ ସେ ସହଧର୍ମିଣୀ ଥିଲେ । ତାଙ୍କର ଗଳ୍ପ ସଂକଳନ ''ମରମ ତଳର ଢେଉ'' ତାଙ୍କ ରଚନା ମଧ୍ୟରେ ଅନ୍ୟତମ ଥିଲା
 
== ଜନ୍ମ ଓ ପରିବାର ==
ହେମଲତା ୨୪ ଫେବୃଆରୀ ୧୯୧୯ରେ [[କଟକ ଜିଲ୍ଲା]]<nowiki>ର</nowiki> ବାଲିକୁଦା ଅନ୍ତର୍ଗତ ବିଲିପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମାୟାଧର ମାନସିଂହଙ୍କୁ ବିବାହ କରିଥିଲେ । ତାଙ୍କ ପୁଅ [[ଲଳିତ ମାନସିଂହ]] ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଭାରତର ପ୍ରାକ୍ତନ ବୈଦେଶିକ ସଚିବ ଅଟନ୍ତି ।
 
 
== '''ଆଧାର''' ==
{{ଆଧାର}}
 
[[ଶ୍ରେଣୀ:ଓଡ଼ିଆ ଲେଖକ]]