"ମୁଁ ଦିୱାନା ତୋ' ପାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ fixing error
ଟିକେNo edit summary
୬ କ ଧାଡ଼ି:
| alt =
| caption =
| director = [[ମନୋରଞ୍ଜନ ପାଲ୍]]
| producer = ଦେବେନ୍ଦ୍ରନାଥ ସାହୁ
| writer = ମନୋରଞ୍ଜନ ସାହାଣୀ
| screenplay = ମନୋରଞ୍ଜନ ପାଲ୍
| story = ଦେବେନ୍ଦ୍ରନାଥ ସାହୁ
| based on =
| narrator =
| starring = ଆଦିତ୍ୟ, <br>[[ମୀନକେତନ]], <br>ମନିଷା ମିଶ୍ର, <br>[[ଜ୍ୟୋତି ପାଣି]], <br>ଜ୍ୟୋତି ତ୍ରିପାଠୀ
| music = ଅଗ୍ନୀରାଜ୍
| cinematography = ସଞ୍ଜୟ ପ୍ରଧାନ
୨୭ କ ଧାଡ଼ି:
}}
 
'''ମୁଁ ଦିୱାନା ତୋ' ପାଇଁ''', ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।<ref name="MDTP Released"/> ଦେବେନ୍ଦ୍ରନାଥ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଲେଖିଥିଲେ ।<ref name="MDTPain"/> ମନୋରଞ୍ଜନ ସାହାଣୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।<ref name="MDTP">{{cite news|title=MU DIWANA TO PAIN|url=http://oriya.incredibleorissa.com/movie/mu-diwana-to-pain/|accessdate=27 October 2017|newspaper=Incredible Orissa|date=2 August 2013}}</ref> ମନୋରଞ୍ଜନ ପାଲ୍ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref name="Mu Diwana To Pain">{{cite news|last=Mohapatra|first=Mrudu M.|title=Mu Diwana To Pain Released|url=https://odialive.com/mu-diwana-to-pain-released/|accessdate=27 October 2017|newspaper=Odia Live|date=3 August 2013}}</ref><ref>{{cite news |title='ଡାର୍ଲିଂ'ର ଯୋଡିକୁ ଜାଣନ୍ତୁ |url=http://sambad.in/entertainment/darling-pair-279949/ |accessdate=10 January 2019 |work=Sambad |date=6 January 2019 |archiveurl=http://www.webcitation.org/75K63WHoM |archivedate=10 January 2019}}</ref> ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନୀରାଜ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲ ଆଦିତ୍ୟ ସିଂହ (ବୁଲୁ) । ମୀନ‌କେତନ, ମନିଷା ମିଶ୍ର, ଜ୍ୟୋତି ପାଣି, ଜ୍ୟୋତି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।<ref name="MDTP"/><ref name="Mu Diwana To Pain"/>