"ବିଲ୍ ଗେଟ୍ସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Regular Character Changes
୩୪ କ ଧାଡ଼ି:
ଗେଟ୍ସ୍ ଅକ୍ଟୋବର ୨୮, ୧୯୫୫ରେ ‌ୱାଶିଂଟନ୍ର [[ସିଟ୍ଟଲ୍ ସହର | ସିଟ୍ଟଲ୍]] ସହରରେ ଜନ୍ମ ଗ୍ରହଣ କରିଥିଲେ । ସେ [[ଉଇଲିୟମ୍ ହେନେରି ଗେଟ୍ସ୍]] ଏବଂ [[ମ୍ୟାରୀ ମ୍ୟାକ୍ସୱେଲ୍ ଗେଟ୍ସ୍ | ମ୍ୟାରୀ ମ୍ୟାକ୍ସୱେଲ୍ ଗେଟ୍ସଙ୍କ]] ପୁତ୍ର | ଗେଟ୍ସ୍ ଜନ୍ମରୁ ଇଂରାଜୀ, ଜର୍ମାନ୍, ଏବଂ [[ଇରୀସ୍ ଆମେରିକୀୟ | ଇରୀସ୍]], [[ସ୍କଟ୍ସ-ଇରୀସ୍ ଆମେରିକୀୟ | ସ୍କଟ୍ସ-ଇରୀସ୍]]ର ଅନ୍ତର୍ଭୁକ୍ତ ଥିଲେ । <ref>{{cite web | url = http://www.wargs.com/other/gates.html |title=Ancestry of Bill Gates |publisher=Wargs |accessdate=June 9, 2010 |archiveurl = http://www.wargs.com/other/gates.html | archivedate= September 16, 2012}}</ref><ref>{{cite web | title = Scottish Americans | publisher= Alba West | url = http://www.albawest.com/scottish-americans.html |access-date=April 29, 2009 |archiveurl= http://www.albawest.com/scottish-americans.html | archivedate = July 18, 2012}}</ref> ତାଙ୍କର ପିତା ଜଣେ ବିଶିଷ୍ଟ ଆଇନଜୀବି ଏବଂ ମାତା [[ପ୍ରଥମ ରାଜ୍ୟସ୍ତରୀୟ ବ୍ୟାନ୍ ସି ସିଷ୍ଟମ୍]] ଏବଂ [[ୟୁନାଇଟେଡ୍ ୱେ ଅଫ୍ ଆମେରିକା | ୟୁନାଇଟେଡ୍ ୱେ]] ମଣ୍ଡଳୀର ନିୟନ୍ତ୍ରକ ଥିଲେ | ଗେଟ୍ସ୍ ଙ୍କର ଜେଜେବାପା [[ଜେ ଡବଲ୍ୟୁ ମ୍ୟାକ୍ସୱେଲ୍]] [[ନ୍ୟାସନାଲ୍ ବ୍ୟାଙ୍କ#ୟୁନାଇଟେଡ୍ ସ୍ଟେଟ୍ସ | ନ୍ୟାସନାଲ୍ ବ୍ୟାଙ୍କ]]ର ସଭାପତି ଥିଲେ । ତାଙ୍କର ଜଣେ ବଡ ଭଉଣୀ କ୍ରୀସ୍ଟି (କ୍ରୀସ୍ଟିନ୍) ଏବଂ ଗୋଟିଏ ସାନ ଭଉଣୀ ଲିବି ଥିଲା । ସେ ତାଙ୍କ ଘରେ ତାଙ୍କ ନାମରେ ଚତୁର୍ଥ ଥିଲେ ଏବଂ ୱିଲିୟମ୍ ଗେଟ୍ସ ୩ କିମ୍ବା "ଟ୍ରେ" ରୁପେ ଜଣା ଥିଲେ କାରଣ ତାଙ୍କ ପିତାଙ୍କର ଶେଷନାମ "୨" ଥିଲା । {{Sfn |Manes | 1994 |p= 15}} ତାଙ୍କର ପିତାମାତା ତାଙ୍କ ପାଇଁ ଆଇନଜୀବୀକୁ ନିଜର ଜୀବିକା ଭାବେ ମନସ୍ଥ କରିଥିଲେ | {{Sfn |Manes|1994|p = 47}} ଗେଟସ୍ ଯେତେବେଳେ ଛୋଟ ଥିଲେ ତାଙ୍କ ପିତାମାତା ନିୟମିତ ଭାବରେ [[ପ୍ରୋଟେସ୍ଟାନ୍ଟ୍ ଜନମଣ୍ଡଳୀ ଗୀର୍ଜା | ପ୍ରୋଟେସ୍ଟାନ୍ଟ୍ ଜନମଣ୍ଡଳୀ ଗୀର୍ଜାର]] ଏକ ଗୀର୍ଜାକୁ ଯାଉଥିଲେ । .<ref name="Congregational 1">{{cite book|title=Bill Gates: Entrepreneur and Philanthropist | url = https://books.google.com/?id=ubYgIB0TgUYC&pg=PA12&dq=Bill+Gates+Congregationalist#v=onepage&q&f=false |quote = The Gates family regularly went to services at the University Congregational Church.| first =Jeanne M | last = Lesinski |publisher=Twenty First Century Books | accessdate =March 10, 2011|isbn= 978-1-58013-570-2|date = September 1, 2008}}</ref><ref name="Congregational 2">{{cite book|title=Bill Gates Speaks: Insight from the World's Greatest Entrepreneur|url = https://books.google.com/?id=LUwu-DTwa5cC&pg=PA3&dq=Congregationalist++bill+gates#v=onepage&q&f=false |quote = The Gates family attended the University Congregational Church, where the Reverend Dale Turner was pastor. | first = Janet | last = Lowe| publisher = Wiley | accessdate=March 10, 2011|isbn= 978-0-471-40169-8|date = January 5, 2001}}</ref><ref name="Congregational 3">{{cite book| title = Something Happened: A Political and Cultural Overview of the Seventies | url =https://books.google.com/?id=tsl3EVBtdxcC&pg=PA228&dq=Congregationalist++bill+gates#v=onepage&q&f=false|quote=Bill Gates was a member of the baby boom, born in 1955 into an upper-middle-class family near Seattle." He attended the Congregational Church, participated in the Boy Scouts, and went to a fancy private school. | author-link = Edward D. Berkowitz | first = Edward D | last = Berkowitz |publisher= [[Columbia University Press]]| accessdate = March 10, 2011| isbn = 978-0-231-12494-2 | year = 2006}}</ref> ପରିବାର ପ୍ରତିଯୋଗିତାକୁ ମହତ୍ୱ ଦେଉଥିଲେ ଜଣେ ଅତିଥି କହିଲେ ଯେ ତୁମେ ପ୍ରତିଯୋଗିତା କଣ ପାଇଁ କରୁଛ ଏହା କିଛିବି ଫରକ୍ କରେନି,ଜିତିଲେ ସବୁବେଳେ ତୁମପାଇଁ ପୁରସ୍କାର ଥାଏ ଏବଂ ହାରିଲେ ତୁମ ପାଇଁ ତିରସ୍କାର ଥାଏ । <ref name="nerds2">{{cite episode | title=Part II | series=Triumph of the Nerds: The Rise of Accidental Empires | credits=Cringely, Robert X. | url=http://www.pbs.org/nerds/part2.html | network=PBS | airdate=June 1996 | season=1}}</ref>
 
୧୩ ବର୍ଷ ବୟସରେ ସେ [[ଲେକସାଇଡ଼ ସ୍କୁଲ୍ (ସିଟ୍ଟଲ୍,ୱାଶିଂଟନ୍ | ଲେକସାଇଡ଼ ସ୍କୁଲ୍]],ଏକ ବେସରକାରୀ ପ୍ରସ୍ତୁତିମୁଳକ ସ୍କୁଲ୍ରେ ନାମ ଲେଖାଇଲେ । {{Sfn | Manes| 1994| p = 24}} ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସ୍କୁଲ୍ରେ ଥିବା ମଦର୍ସ୍ କ୍ଲବ୍ [[ଟେଲି ଟାଇପ୍ ମଡେଲ୍ ୩୩]] ଏଏସ୍ଆର୍ ଟର୍ମିନାଲ୍ ଏବଂ [[ଜେନେରାଲ୍ ଇଲେକ୍ଟ୍ରିକ୍ କମ୍ପ୍ୟୁଟର୍]] (ଜିଇ)ର ଏକ କମ୍ପ୍ୟୁଟର୍ ସମୟର ବ୍ଲକ୍ ଲେକ୍ ସାଇଡ୍ ସ୍କୁଲ୍ର ବ୍ୟବହୃତ ଜିନିଷ ସବୁକୁ ତନ୍ନତନ୍ନ କରି ଖୋଜି ବିକ୍ରି କରି ଛାତ୍ରଛାତ୍ରୀ ମାନଙ୍କ ପାଇଂ କିଣା ଯାଇଥିଲା । ଗେଟ୍ସ [[ବେସିକ୍ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ | ବେସିକ୍]]ର ଜିଇ ସିଷ୍ଟମ୍ରେ ପ୍ରୋଗ୍ରାମିଂ କରିବାକୁ ଆଗ୍ରହ କଲେ ଏବଂ ନିଜର ଆଗ୍ରହ ପାଇଂ ସେ ଗଣିତ ଶ୍ରେଣୀରୁ ଛୁଟି ନେଉଥିଲେ । ସେ ଏହି ଯନ୍ତ୍ରରେ ନିଜର ପ୍ରଥମ କମ୍ପୁଟର ପ୍ରୋଗ୍ରାମ୍ କରିଥିଲେ ଯାହାକି ବ୍ୟବାହାରକାରୀକୁ କମ୍ପ୍ୟୁଟର୍ ବିପକ୍ଷରେ [[ଛକି ଶୁନ]] ଖେଳିବାକୁ ଅନୁମତି ଦେଇଥାଏ । ଗେଟ୍ସ୍ ମେସିନ୍ ଏବଂ ଏହାର ସଫ୍ଟୱେୟର୍ କୋଡ୍ର ସମ୍ପୁର୍ଣ କାର୍ଯ୍ୟ ଦ୍ୱାରାକାର୍ଯ୍ୟଦ୍ୱାରା ବିମୋହିତ ହୋଇଥିଲେ|ସେ ଯେତେବେଳେ ସେହି ମୁହୁର୍ତ୍ତକୁ ମନେପକେଇଲେ ସେ କହିଲେ "ସେହି ମେସିନ୍ ପାଖରେ କିଛି ଥିଲା" । {{Sfn | Gates | 1996 | p = 12}} ମଦର୍ସ୍ କ୍ଲବ୍ର ଦାନ ସରିଯିବା ପରେ ସେ ଓ କିଛି ଛାତ୍ର [[ଡିଜିଟାଲ୍ ଇକ୍ୟୁଇପମେଣ୍ଟ୍ କୋର୍ପୋରେସନ୍ | ଡିଇସି]] [[ପ୍ରୋଗ୍ରାମ୍ଡ୍ ଡାଟା ପ୍ରୋସେସର୍ | ପିଡିପି]] ମିନିକମ୍ପ୍ୟୁଟର୍ ସିଷ୍ଟମ୍ ଉପରେ ସମୟ ଦେଲେ । ସେହି ସିଷ୍ଟମ୍ ମଧ୍ୟରୁ ଗୋଟିଏ ସିଷ୍ଟମ୍ ଥିଲା [[ପିଡିପି-୧୦]] ଯାହାକି କମ୍ପ୍ୟୁଟର୍ ସେଣ୍ଟର୍ କୋରପୋରେସନ୍ (ସିସିସି)ରୁ ଜଣା ଯାଉଥିଲା ଯାହାକି ୪ ଜଣ ଲେକ୍ ସାଇଡ୍ ଛାତ୍ର {{snd}} ଗେଟସ୍ , [[ପଉଲ୍ ଆଲେନ୍]], [[ରିକ୍ ୱିଲାଣ୍ଡ୍]] ଏବଂ କେନ୍ଟ୍ ଏଭାନ୍ସଙ୍କୁ {{snd}} ଦଣ୍ଡ ସ୍ୱରୂପ ବାରଣ କରିଥିଲେ କାରଣ- ଗ୍ରୀଷ୍ମ ପରେ ଅପରେଟିଂଗ୍ ସିଷ୍ଟମ୍ରେ କମ୍ପ୍ୟୁଟର୍ ଫ୍ରି ସମୟରେ ସେହିମାନେ ଭୁଲ୍ କରୁଥିଲେ। {{Sfn | Manes | 1994|p = 34}}<ref>{{Citation | url = http://www.v3.co.uk/v3-uk/news/2044825/paul-allen-spills-beans-gates-criminal-past |agency=V3 | title = Paul Allen spills the beans on Gates' criminal past | place = UK}}</ref>
 
ଦଣ୍ଡର ଶେଷ ସମୟରେ ସେହି ଚାରିଜଣ ଛାତ୍ରଙ୍କୁ କମ୍ପୁଟର ସମୟବ ବଦଳରେ ସିସିସିର ସଫ୍ଟୱେୟାରରେ ଭୁଲ ଖୋଜିବା ପାଇଁ ଜଚା ଯାଇଥିଲା।ସିଷ୍ଟମକୁ ଭାୟା ଟେଲିଟାଇପ ବ୍ୟବହାର କରିବା ବଦଳରେ ସେ ସିସିସିର କାର୍ଯ୍ୟାଳୟକୁ ଯାଇ ସିଷ୍ଟମରେ ଚାଲୁଥିବା ବିଭିନ୍ନ ପ୍ରୋଗ୍ରାମ୍ ଯଥା [[ଫୋରଟ୍ରାନ୍]],[[ଲିସପ୍ ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ | ଲିସପ୍]] ଏବଂ [[ମେସିନ୍ ଲାଙ୍ଗୁଏଜ୍]] ପାଇଁ [[ସୋର୍ସ୍ କୋଡ୍]] ଶିଖିଥିଲେ|୧୯୭୦ ମସିହାରେ କମ୍ପାନୀ ବ୍ୟବସାୟ ବନ୍ଦ କରିବା ପର୍ଯ୍ୟନ୍ତ ସେ ସିସିସିରେ କାର୍ଯ୍ୟରତ ଥିଲେ |ସେହି ବର୍ଷ ଇନ୍ଫରମେସନ୍ ସାଇନ୍ସ ଇନକର୍ପୋରେସନ୍ କମ୍ପ୍ୟୁଟର ସମୟ ଏବଂ ବିଭିନ୍ନ ସୁବିଧା ଦେଇ ଚାରିଜଣ ଲେକ୍ ସାଇଡ୍ ସ୍କୁଲର ଛାତ୍ରଙ୍କୁ [[କୋବୋଲ୍ | କୋବୋଲରେ]] ପେରୋଲ୍ ପ୍ରୋଗ୍ରାମ୍ ଲେଖିବାକୁ ନେଇଥିଲା|ଯେତେବେଳେ କମ୍ପାନୀର ପରିଚାଳକ ମାନେ ଗେଟସ୍ଂକର ପ୍ରୋଗ୍ରାମିଂ ଦକ୍ଷତା ବିଷୟରେ ଜାଣିବାକୁ ପାଇଲେ,ଗେଟସ୍ ଶ୍ରେଣୀର ଛାତ୍ର ମାନଙ୍କୁ ଅନୁସୁଚିତ କରିବା ପାଇଁ ସ୍କୁଲ ପାଇଁ ଏକ ପ୍ରୋଗ୍ରାମ୍ ଲେଖିଥିଲେ|ସେ କଡ଼କୁ ଏହିପରି ଭାବେ ପରିବର୍ତ୍ତନ କରିଥିଲେ ଯେପରିକି ସେ ନିଜକୁ ଅସମାନୁପାତିକ ଆକର୍ଷଣୀୟ ଝିଅ ମାନଙ୍କ ଶ୍ରେଣୀରେ ରହିବେ।ପରେ ସେ କହିଥିଲେ ଯେ ମତେ ମେସିନଠାରୁ ଅଲଗା କରିବା କଷ୍ଟ ଥିଲା ଯାହା ଦ୍ୱାରକି ମୁଁ ମୋ ସଫଳତାକୁ ସ୍ପଷ୍ଟ ରୂପେ ପ୍ରମାଣ କରିପାରିବି । <ref>{{Citation | url = http://www.gatesfoundation.org/media-center/speeches/2005/09/bill-gates-lakeside-school | title = Remarks by Bill Gates, co-chair | accessdate = July 13, 2013 | work = Bill & Melinda Gates Foundation&nbsp;– Press Room, Speeches}}</ref> ଗେଟ୍ସ ଆଲେନଙ୍କ ସହିତ ଇଣ୍ଟେଲ ୮୦୦୮ ପ୍ରୋସେସରରେ ବେସିତ ଟ୍ରାଫିକ କାଉଣ୍ଟର କରିବାକୁ ଏକ ସାହସିକ ଉଦ୍ୟମ,ଟ୍ରାଫ୍-ଓ-ଡାଟା କରିଥିଲେ।୧୯୭୩ର ପ୍ରାରମ୍ଭରେ ବିଲ୍ ଗେଟ୍ସଙ୍କୁ ୟୁଏସ ହାଉସ ଅଫ୍ ରିପ୍ରେଜେଣ୍ଟଟିଭର କଂଗ୍ରେସନାଲ ପେଜରେ ସ୍ଥାନ ପାଇଥିଲେ।