"ୟୁରାନସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ Regular Character Changes
୧ କ ଧାଡ଼ି:
{{ଛୋଟ|Uranus}}
'''ଇଉରେନ୍ସେ''' [[ସୌରଜଗତ]]ର ଏକ ଅଂଶବିଶେଷ । [[ସୂର୍ଯ୍ୟ]]ଠାରୁ ଏହା ସପ୍ତମ ଗ୍ରହ ।
[[ଅରୁଣ]] ବା ଇଉରେନ୍ସେ ବ୍ୟାସ ହିସାବରେ [[ସୌରମଣ୍ଡଳ]]ର ତୃତୀୟ ଏବଂ ଦ୍ରବ୍ୟମାନରେ ଚତୁର୍ଥ ବଡ଼ ଗ୍ରହ । ଦ୍ରବ୍ୟମାନରେ ଏହା [[ପୃଥିବୀ]]ଠାରୁ ୧୪.୫ ଗୁଣ ଅଧିକ ଭାରୀ ଏବଂ ଆକାରରେ ୬୩ ଗୁଣ ଅଧିକ ବଡ ଅଟେ । ଇଉରେନ୍ସେକୁ ଖାଲି ଆଖିରେ ମଧ୍ୟ ଦେଖାଯାଇ ପାରେ । ଏହାର ଏତେ ଦୂରରେ ଥିବାରୁ ଏବଂ ମଧ୍ୟମଧରଣର ଆଲୋକ ଦେଉଥିବାରୁ ଏହାକୁ ପ୍ରାଚୀନ ବିଦ୍ୱାନମାନେ ଗ୍ରହ ନ କହି ତାରାର ସଂଜ୍ଞା ଦେଇଥିଲେ । [[ଟେଲିସ୍କୋପ]] ଦ୍ୱାରା ଖୋଜାଯାଇଥିବା ଗ୍ରହମାନଙ୍କ ମଧ୍ୟରେ ଏହା ପ୍ରଥମ । [[ବିଲିଅମ୍ ହରସେଲ୍]]ଙ୍କ ଦ୍ୱାରାଙ୍କଦ୍ୱାରା ମାର୍ଚ୍ଚ ୧୩ ୧୭୮୧ରେ ଏହାକୁ ଖୋଜାଯାଇଥିଲା ।<ref>{{cite web|title=Astronomy Cast: Uranus|date=November 12, 2007|url=http://www.astronomycast.com/astronomy/episode-62-uranus/|author=Cain, Frasier|accessdate=April 20, 2009}}</ref> }}
==ଆବର୍ତ୍ତନ ପରିକ୍ରମଣ==
ଇଉରେନ୍ସେ ପ୍ରତି ୮୪ [[ପୃଥ୍ୱୀ]] ବର୍ଷରେ ଥରେ ସୂର୍ଯ୍ୟର ପରିକ୍ରମଣ ଶେଷକରେ ଅର୍ଥାତ୍ ଇଉରେନସେର ଏକବର୍ଷ ପୃଥିବୀର ୮୪ ବର୍ଷ ସଙ୍ଗେ ସମାନ । ସୂର୍ଯ୍ୟ ଠାରୁ ଏହାର ଦୂରତା ପ୍ରାୟ ୩ ଅର୍ବ କି.ମି. ଇଉରେନସେର ଆବର୍ତ୍ତନ ସମୟ ପ୍ରାୟ ୧୭ ଘଣ୍ଟା ୧୪ ମିନିଟ । <ref name="Ref-1">Journal of the Royal Society and Royal Astronomical Society 1, 30, quoted in [[#Miner|Miner]], p. 8</ref>
"https://or.wikipedia.org/wiki/ୟୁରାନସ"ରୁ ଅଣାଯାଇଅଛି