"ଗୌରହରି ପରିଚ୍ଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୮ କ ଧାଡ଼ି:
 
== ସଙ୍ଗୀତ ==
ଗୌରହରିଙ୍କ ରଚିତ ସମସ୍ତ ଗୀତିକବିତାଗୁଡ଼ିକ ଗଞ୍ଜାମ, ରାୟଗଡା ଅଞ୍ଚଳ ଓ ବିଶେଷତଃ ପାରଳାଖେମୁଣ୍ଡିରେ ସୁପ୍ରଚଳିତ । ପାରଳାଖେମୁଣ୍ଡିର ଅତିପ୍ରସିଦ୍ଧ ଗାୟକ 'ଅନ୍ଧ ଆପନ୍ନା' [[ଅପର୍ଣ୍ଣା ପାଣିଗ୍ରାହୀ]]<nowiki/>ଙ୍କ କଣ୍ଠରେ ଗୌରହରିଙ୍କ 'କୁଞ୍ଜକୁ ଯିବୁ ପରା' ଅତି ଲୋକପ୍ରିୟ ହୋଇଥିଲା । ଏହା ପରେ ପରେ ପଣ୍ଡିତ [[ରଘୁନାଥ ପାଣିଗ୍ରାହୀ|ରଘୁନାଥ ପାଣିଗ୍ରାହୀଙ୍କ]] ତରୁଣ ବୟସରେ ରେକର୍ଡ଼ କରାଯାଇଥିବା ଗୌରହରିଙ୍କ ସଂକୀର୍ତ୍ତନ 'ଜୟ ଗୋକୁଳ ମଙ୍ଗଳ ମଧୁହାରି' ଓ ଓଡ଼ିଶୀ ଚଉପଦୀ 'ଆସିବେଟି ଶ୍ରୀହରି ବରନାଗରୀ' ଉଲ୍ଲେଖଯୋଗ୍ୟ ।
 
== ସମ୍ପୂର୍ଣ୍ଣ ସୂଚୀ ==