"ଗୌରହରି ପରିଚ୍ଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୫ କ ଧାଡ଼ି:
 
== ଜୀବନ ==
ସାଧକ କବି ଗୌରହରି ପରିଚ୍ଛା ପାରଳାଖେମୁଣ୍ଡିର ଗୋପିନୀ ସାହିରେ ଜନ୍ମଗ୍ରହଣ କରିଥିଲେ । ଗୌରହରି ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ଗୌରହରିଙ୍କ ସମସାମୟିକ ରଘୁନାଥ ପରିଚ୍ଛା ''ଗୋପୀନାଥ ବଲ୍ଲଭ ନାଟକ'' ରଚନା କରିଥିଲେ । ଏହି ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ । ଜୀବନ ର ପ୍ରାୟ ୫୦ ବର୍ଷ ସେ ମଞ୍ଜୁଷା ରେ କଟାଇ ଥିଲେ, ସେଠାରେ ସେ ବ୍ରମ୍ହ ଉତ୍ସବ ବେଳେ ସଂଗୀତ ସମାରୋହ ର ଆୟୋଜନ ପ୍ରଥମେ କରିଥିଲେ, ରମାନନ୍ଦୀରାମାନନ୍ଦୀ ମତବାଦ ର ପ୍ରାବଲ୍ୟ ବୃଦ୍ଧି ଘଟିବାରୁ ମଂଜୁସାମଞ୍ଜୁଷା ଛାଡ଼ି ପାରଳା ଫେରି ଆସିଥିଲେ, ସେଠାରେ ରହି ସେ ମଞ୍ଜୁଷା ରଜା ଜଗନ୍ନାଥ ରାଜମଣି ଙ୍କ ନାମ ରେ ଅନେକ ଗୀତ ଭଣିତା କରିଛନ୍ତି ।<ref name=":3">''ରାଜା ରାମକୃଷ୍ଣ ଛୋଟରାୟ ବିରଚିତ ପ୍ରହ୍ଲାଦ ନାଟକ'', ସୁରେଶ ବଳବନ୍ତରାୟ (ସମ୍ପା) । ପ୍ରଥମ ସଂସ୍କରଣ, ୨୦୦୬, ଊର୍ମିଳା ବଳବନ୍ତରାୟମ ବହିପତ୍ର ପ୍ରକାଶନ, ସୁନ୍ଦରପଡ଼ା, ଭୁବନେଶ୍ଢ଼ର - ୭୫୧୦୦୨ । </ref>
 
=== ସମୟ ===