"ଗୌରହରି ପରିଚ୍ଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୪ କ ଧାଡ଼ି:
 
== ଜୀବନ ==
ଗୌରହରି ପରିଚ୍ଛା ପାରଳାଖେମୁଣ୍ଡିର ଗୋପିନୀ ସାହିରେ ଜନ୍ମଗ୍ରହଣ କରିଥିଲେ । ଗୌରହରି ପାରଳାଖେମୁଣ୍ଡିର ପ୍ରସିଦ୍ଧ 'ପରିଚ୍ଛା' ବଂଶରେ ଜନ୍ମଗ୍ରହଣ କରିଥିଲେ । ଗୌରହରିଙ୍କ ପୂର୍ବଜ ରଘୁନାଥ ପରିଚ୍ଛା ''ଗୋପୀନାଥ ବଲ୍ଲଭ ନାଟକ'' ଭଳି ଏକ ଉଚ୍ଚାଙ୍ଗ ନାଟକ ରଚନା କରିଥିଲେ । ଏହି ଗୋପୀନାଥ ବଲ୍ଲଭ ନାଟକର ପ୍ରଭାବ ଗୌରହରିଙ୍କ ରଚିତ ପ୍ରହ୍ଲାଦ ନାଟକରେ ଲକ୍ଷ୍ୟ କରାଯାଏ ।<ref name=":3">''ରାଜା ରାମକୃଷ୍ଣ ଛୋଟରାୟ ବିରଚିତ ପ୍ରହ୍ଲାଦ ନାଟକ'', ସୁରେଶ ବଳବନ୍ତରାୟ (ସମ୍ପା) । ପ୍ରଥମ ସଂସ୍କରଣ, ୨୦୦୬, ଊର୍ମିଳା ବଳବନ୍ତରାୟମ ବହିପତ୍ର ପ୍ରକାଶନ, ସୁନ୍ଦରପଡ଼ା, ଭୁବନେଶ୍ଢ଼ର - ୭୫୧୦୦୨ । </ref>
 
=== ସମୟ ===
ଗୌରହରିଙ୍କ ସମୟକୁ ନେଇ ଏକାଧିକ ଗବେଷକଙ୍କ ଏକାଧିକ ମତ ଦେଖାଯାଏ । ଏହାକୁ ନେଇ ଅଧିକ ଗବେଷଣାର ଆବଶ୍ୟକତା ରହିଛି ।
 
ଗବେଷକ ଡଃ ସଂଧାଂଶୁସୁଧାଂଶୁ ରଥ ଗୌରହରିଙ୍କୁ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସମସାମୟିକ ବୋଲି କୁହନ୍ତି । ଡଃ ରଥ ପାରଳାଖେମୁଣ୍ଡିର କିଛି ବୟସ୍କ ବ୍ୟକ୍ତିମାନଙ୍କ ମତାମତ ନେଇ ଗୌରହରିଙ୍କ ସମୟସୀମାକୁ ୧୭୯୪ ଖ୍ରୀଷ୍ଟାବ୍ଦ ଓ ୧୮୪୪ ଖ୍ରୀଷ୍ଟାବ୍ଦ ବୋଲି ତାଙ୍କର ଗବେଷଣା ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ।<ref name=":3" />
 
==== ଗୌରଚରଣଙ୍କ ସହିତ ଭ୍ରମ ====