"ଅମୃତା ଦେବୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ଟି +ଟି )
ଟିକେ Bot: Automated text replacement (-ମ୍ୱ +ମ୍ବ)
୮ କ ଧାଡ଼ି:
 
===ଆନ୍ଦୋଳନର ଅୟମାରମ୍ଭ===
ଅମୃତା ଦେବୀ ବିଶ୍ନୋ‌ଈ ଧର୍ମାବଲମ୍ୱୀଧର୍ମାବଲମ୍ବୀ ଥିଲେ । ଧର୍ମର ୨୯ଟି ନିୟମଗୁଡିକରୁ ଗୋଟିଏ ହେଉଛି କଞ୍ଚା ବା ଜୀଅନ୍ତା ଗଛ ନ କାଟିବାର । ଏଣୁ ସେ ଗଛକଟାର ବିରୋଧ କଲେ । ରାଜାଙ୍କ ଲୋକ କହିଲେ ଯେ ଯଦି ସେ ଚାହାନ୍ତି ସେମାନେ ଗଛ ନ କାଟନ୍ତୁ ତେବେ ସେ ସେମାନଙ୍କୁ ଲାଞ୍ଚ ଦେବାକୁ ପଡିବ । କିନ୍ତୁ ଏପରି କରିବା ନିଜ ଧର୍ମବିଚାରକୁ ଅପମାନ କରିବା ହେବ ବୋଲି ଭାବି ସେ ଲାଞ୍ଚଦେବାକୁ ମନା କରିଦେଲେ । କିନ୍ତୁ ଗଛଗୁଡିକର ସୁରକ୍ଷାଲାଗି ସେ ଯେ ଦୃଢପ୍ରତିଜ୍ଞ ତାହା ମଧ୍ୟ ଜଣାଇଦେଇ କହିଥିଲେ
"सर सान्टे रूख रहे तो भी सस्तो जाण" (ଯଦି ଗୋଟିଏ ମଧ୍ୟ ବୃକ୍ଷ ବଞ୍ଚିବା ଲାଗି ଜଣକର ଜୀବନ ଦେବାକୁ ପଡେ, ତେବେ ତାହାର ବି ମୂଲ୍ୟ ଅଛି )