"ସର୍ବପଲ୍ଲୀ ରାଧାକୃଷ୍ଣନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବ/ୱ ଫଳା ବଦଳ
ଟିକେ (ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce)
ଟିକେ (ବ/ୱ ଫଳା ବଦଳ)
|death_date = {{death date and age|1975|4|17|1888|9|5|df=y}}
|death_place = [[ଚେନ୍ନାଇ]], ଭାରତ
|party = [[Independent (politician)|ସ୍ବାଧୀନସ୍ୱାଧୀନ]]
|spouse = ଶିବକାମୁ
|children = ୫ ଝିଅ<br /> ୧ ପୁଅ
|alma_mater = ମାଡ୍ରାସ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ
|profession = [[ଦାର୍ଶନିକ]]<br />ପ୍ରାଧ୍ୟାପକ
|religion = [[ହିନ୍ଦୁ]]
== ଜୀବନୀ ==
=== ବାଲ୍ୟ ଜୀବନ ===
ତାମିଲନାଡୁ ରାଜ୍ୟର ଚେନ୍ନାଇ ନଗରଠାରୁ ପ୍ରାୟ ୪୦ କି.ମି. ଦୂରରେ ଅବସ୍ଥିତ ତିରୁତ୍ତାଣି ଗ୍ରାମରେ ୧୮୮୮ ସେପ୍ଟେମ୍ବର ୫ ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥଲେ । ତାଙ୍କ ପିତାଙ୍କ ନାମ ବୀରସ୍ବାମୀବୀରସ୍ୱାମୀ ଓ ମାତା ସୀତାମ୍ମା । ରାଧାକୃଷ୍ଣନ୍‌ଙ୍କର ବାଲ୍ୟ ଜୀବନର ଅଧିକାଂଶ ସମୟ ତିରୁତ୍ତାଣି ଓ ତିରୁପତିଠାରେ କଟିଥିଲା । ତିରୁତ୍ତାଣିର ପ୍ରାଇମେରି ବୋର୍ଡ ଉଚ୍ଚ ବିଦ୍ୟାଳୟରେ ତାଙ୍କ ପ୍ରାଥମିକ ଶିକ୍ଷା ଆରମ୍ଭ ହୋଇଥିଲା । ପିତା ସ୍ଥାନୀୟ ଜମିଦାରଙ୍କ ପାଖରେ ଅଧସ୍ତନ କର୍ମଚାରୀ ଭାବେ କାମ କରିବା ସହ ସାମୟିକ ଶିକ୍ଷକତା କରି ତାଙ୍କର ପାଞ୍ଚଗୋଟି ସନ୍ତାନକୁ ବଢାଇଥିଲେ । ତାଙ୍କର ପୂର୍ବଜମାନେ ସର୍ବପଲ୍ଲୀ ଗ୍ରାମରେ ବସବାସ କରୁଥଲେ । ଦକ୍ଷିଣ ଭାରତର କେତେକ କୁଳାଚାର ଅନୁସାରେ ଗ୍ରାମର ନାମ ବା ଗୋତ୍ର ସାଙ୍ଗିଆ ପରି ପ୍ରତି ଗ୍ରାମବାସୀଙ୍କ ନାମର ପ୍ରାରମ୍ଭରେ ରହେ । ସେହି ନିୟମରେ ତାଙ୍କର ନାମ ହେଲା ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଡକୃରେଟ୍ (ବିଦ୍ୟାବାରିଧୂ ଡିଗ୍ରୀ ସହ ସମାନ) ଉପାଧଟି ସେ “ The Ethics of Vedants" ନିବନ୍ଧ ଲେଖି ଅର୍ଜନ କରିଥଲେ । ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ୧୯୨୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରି ଚିକାଗୋ (ସିକାଗୋ)ଠାରେ ହସ୍କେଲ୍ ବକ୍ତୃତାମାଳା ପ୍ରଦାନ କରିଥଲେ । ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥାବସ୍ତୁର ଉପସ୍ଥାପନ ଥଲା ତାଙ୍କ ବକ୍ତବ୍ୟର ବିଶେଷତ୍ବବିଶେଷତ୍ୱ । ଭାରତ ପ୍ରତ୍ୟାବର୍ତ୍ତନ କରି ସେ ୧୯୩୧-୩୬ ଯାଏଁ ଆନ୍ଧ୍ର ପ୍ରଦେଶ ବିଶ୍ବବିଦ୍ୟାଳୟରବିଶ୍ୱବିଦ୍ୟାଳୟର କୁଳପତି ହେଲେ ।
 
=== ଶିକ୍ଷା ===
ରାଧାକୃଷ୍ଣନ୍ ଥିଲେ ଖୁବ୍ ମେଧାବୀ, ଶ୍ରଦ୍ଧାଶୀଳ ଓ ଅଧୟନରତ ବିଦ୍ୟାର୍ଥୀ । ତାଙ୍କର ସ୍କୁଲ କଲେଜର ପାଠପଢା ଥଲା ମିଶନାରୀ ଶିକ୍ଷାନୁଷ୍ଠାନମାନଙ୍କରେ । ୧୯୦୯ ଖ୍ରୀ.ଅରେ ମାନ୍ଦ୍ରାଜ ବିଶ୍ବବିଦ୍ୟାଳତରୁବିଶ୍ୱବିଦ୍ୟାଳତରୁ ଦର୍ଶନଶାସ୍ତ୍ରରେ ଏମ୍.ଏ. ପାଶ୍ କରି ସେ ପ୍ରେସିଡେନ୍ସି କଲେଜ, ମାନ୍ଦ୍ରାଜ୍ (ବର୍ତ୍ତମାନର ଚେନ୍ନାଇ)ରେ ଅଧାପକ ଭାବେ କାମ କଲେ । ୧୯୧୭ ଖ୍ରୀ.ଅ.ପର୍ଯ୍ୟନ୍ତ ପ୍ରେସିଡେନ୍ସି କଲେଜରେ ଅଧାପନା କରିବାପରେ ମହୀଶୁର ରାଜ୍ୟର ଦେୱାନ୍ (ଭାରତରତ୍ନ) ବିଶ୍ବେଶ୍ବରାୟବିଶ୍ୱେଶ୍ୱରାୟ ମୋକ୍ଷଗୁଣ୍ଡମଙ୍କ ଅନୁରୋଧକ୍ରମେ ସେ ମହୀଶୁର ବିଶ୍ବବିଦ୍ୟାଳୟରେବିଶ୍ୱବିଦ୍ୟାଳୟରେ ଯୋଗଦେଲେ । ତା'ପରେ ମହାରାଜା କଲେଜ୍, ମହୀଶୁରରେ ଯୋଗଦେଲେ । କଲିକତା ବିଶ୍ବବିଦ୍ୟାଳୟରବିଶ୍ୱବିଦ୍ୟାଳୟର କୁଳପତି ସାର୍- ଆଶୁତୋଷ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ସେ ସେଇ ବିଶ୍ବବିଦ୍ୟାଳୟରବିଶ୍ୱବିଦ୍ୟାଳୟର ଏକ ବିଶିଷ୍ଟ ଆସନ KING GEORGE V Chair of Mental & Moral Science ଅଳଂକୃତ କରିଥଲେ ।
 
=== ବୈବାହିକ ଜୀବନ ===
 
=== ରାଜନୈତିକ ଜୀବନ ===
୧୯୪୯ରେ ଭାରତର ରାଷ୍ଟ୍ରଦୂତ ଭାବେ ସୋଭିଏତ୍ ଋଷ୍ ଯାଇଥିଲେ । ତତ୍କାଳୀନ ରଷ ରାଷ୍ଟ୍ରପତି ଷ୍ଟାଲିନ୍‌ଙ୍କୁ ସେ ନିଜର ପ୍ରଜ୍ଞା ବଳରେ ମୁଗ୍ଧ କରାଇ ଥିଲେ । ଆଲ୍‌ଜେରିଆ ଦେଶ ସ୍ବାଧୀନସ୍ୱାଧୀନ ବେଳେ ଉପୁଜିଥିବା ସମସ୍ୟା ସମାଧାନ ନିମନ୍ତେ ସେ କଷ୍ଟ ସ୍ୱୀକାର କରିଥଲେ । ୧୯୫୨ରୁ ୧୯୬୨ ଯାଏଁ ଦୁଇଥର ଆମର ଉପରାଷ୍ଟ୍ରପତି ଭାବେ ଦାୟିତ୍ବଦାୟିତ୍ୱ ତୁଲାଇଥଲେ । ସନ ୧୯୬୨–୬୭ ଯାଏ ସେ ହେଲେ ଦେଶର ମହାମାନ୍ୟ ରାଷ୍ଟ୍ରପତି । ତାଙ୍କ ପ୍ରଜ୍ଞାର ମହକ କ୍ରମେ ଦିଗ ବିଦିଗକୁ ପରିବ୍ୟାପ୍ତ ହେଲା । ସେ '''League of Nations' Committee for Intellectual Co-operation'''ର ପରାମର୍ଶଦାତା ରୂପେ ନିଯୁକ୍ତି ପାଇଲେ । ସନ ୧୯୩୯ ମସିହା ପର୍ଯ୍ୟନ୍ତ ଏହା ଜାରି ରହିଲା । ସନ ୧୯୪୬ ମସିହାରେ ତାଙ୍କର ଆମେରିକା ଗସ୍ତ ଥିଲା ବେଶ ଗୁରୁତ୍ବଗୁରୁତ୍ୱ ପୂର୍ଣ୍ଣ । ସେଇ ଅବସରରେ ସେ ହାଭାର୍ଡ, ୟେଲ୍, ଲସଏଞ୍ଜେଲସ୍, ମିଚିଗାନ୍, କରନେଲ୍ ପ୍ରଭୃତିର ଶିକ୍ଷାୟତନରେ ବକ୍ତୃତା ଦେଇଥଲେ । ଭାରତର ପ୍ରତିନିଧ ଭାବେ ସେ UNEscoର ତିନିଗୋଟି ଅଧୁବେଶନରେ ଯୋଗ ଦେଇଥଲେ । ଆମ ଦେଶ ସ୍ବାଧୀନସ୍ୱାଧୀନ (୧୯୪୭) ହେବା ପରେ ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ ଶିକ୍ଷା ଆୟୋଗ (୧୯୪୭–୪୯) ବସିଲା । ଏହାର ଅଧକ୍ଷ ହେଲେ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ । ଏଇ କମିଶନ– ରିପୋର୍ଟ ଶିକ୍ଷା ସମସ୍ୟା ସମାଧାନରେ ନବଦିଗନ୍ତର ସୂଚନା ଦିଏ ।
 
== ଦର୍ଶନ ==
"The Ethics of Vedants" ନିବନ୍ଧଟି ତତ୍କାଳୀନ ଯୁଗର ବିଶିଷ୍ଟ ଦାର୍ଶନିକ A.G Hoggଙ୍କଦ୍ବାରାHoggଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହେଇଥଲା । ସେ ୧୯୨୬ ମସିହାରେ ଇଂଲଣ୍ଡ ଯାଇ ମାଞ୍ଚେଷ୍ଟର କଲେଜରେ ଅପଟନ୍ ବକ୍ତୃତାମାଳା (Upton Lectures) ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟର କଥାବସ୍ତୁକୁ ନେଇ ''''HINDU VIEW OF LIFE'''' ନାମକ ପୁସ୍ତକ ପ୍ରଣୟନ କରାଗଲା । [[ଭାରତୀୟ ଦର୍ଶନ କଂଗ୍ରେସ]] ପ୍ରତିଷ୍ଠାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣଗୁରୁତ୍ୱପୂର୍ଣ୍ଣବିଶ୍ବକବିବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ହୋଇଥଲେ ଏହାର ପ୍ରଥମ ସଭାପତି । ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ରାଧାକୃଷ୍ଣନ୍ ଭାରତର ପ୍ରତିନିଧିତ୍ବପ୍ରତିନିଧିତ୍ୱ କରିଥିଲେ । ଶ୍ରୀମଦ୍ ଭଗବତ୍ ଗୀତାର ଜ୍ଞାନ-କର୍ମଭକ୍ତିତତ୍ତ୍ବକର୍ମଭକ୍ତିତତ୍ତ୍ୱ ସହ ବୌଦ୍ଧ ମତର ନୈମିତ୍ରୀବାଣୀ ପ୍ରଖ୍ୟାପନ ରାଧାକୃଷ୍ଣନ୍‌ଙ୍କ ବାଗ୍ମୀ ଜୀବନକୁ କରିଥଲା ଉତ୍ସାହପ୍ରଦ । ରାଧାକୃଷ୍ଣନ୍ ଥିଲେ ଗୋଷ୍ଠୀ, ଦଳ ବା ସମ୍ପ୍ରଦାୟର ବହୁ ଉର୍ଦ୍ଧରେ । ସଂକୀର୍ଣ୍ଣତାରୁ ସମ୍ପୂର୍ଣ୍ଣମୁକ୍ତ । ତାଙ୍କର ଉଲ୍ଲେଖନୀୟ କୃତିତ୍ବକୁକୃତିତ୍ୱକୁ ଗଣନା କରି ବିଶ୍ବରବିଶ୍ୱର ଶ୍ରେଷ୍ଠ ନାଗରିକ ଭାବେ ତାଙ୍କୁ ବିବେଚନା କରାଯାଇ ପାରେ ।
 
== ପୁରସ୍କାର ଓ ସମ୍ମାନ ==
* ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର [[ଭାରତ ରତ୍ନ]] ୧୯୬୮ରେ ତାଙ୍କୁ ପ୍ରଦତ୍ତ ହୋଇଥଲା । <ref name=wonderfulinfo>{{cite web|title=Dr. Sarvepalli Radhakrishnan – Biography|url=http://www.wonderfulinfo.net/dr-sarvepalli-radhakrishnan-biography/|accessdate=10 September 2015}}</ref>
* ଏଥପୂର୍ବରୁ ୧୯୬୪ରେ ଭଟିକାନ୍ସର ପୋପ୍ ମହାମାନ୍ୟ ପର୍ଲି ମହାଶୟ ସ୍ବୟଂସ୍ୱୟଂ ବମ୍ବେ (ମୁମ୍ବାଇ) ଆସି ରାଧାକୃଷ୍ଣନ୍‌ଙ୍କୁ ସମ୍ମାନରେ ଭୂଷିତ କରିଥଲେ ।
* ଡକୃର ରାଧାକୃଷ୍ଣନ୍ କେନ୍ଦ୍ର ସାହିତ୍ୟ ଅକାଦମୀର ଥିଲେ ପ୍ରଥମ ଫେଲେ। (୧୯୬୬ ମସିହା) ।
* ଭାରତୀୟ ବିଦ୍ୟା ଭବନ ତରଫରୁ ତାଙ୍କୁ ବ୍ରହ୍ମବିଦ୍ୟା ଭାସ୍କର ଉପାଧୁ ପ୍ରଦତ୍ତ ହୋଇଥଲା ।
* ଇଂଲଣ୍ଡର ରାଣୀଙ୍କଠାରୁ "Order of Merit " ଉପାଧି
* ପେନ୍‌ସିଲଭାନିଆ ବିଶ୍ବବିଦ୍ୟାଳୟରୁବିଶ୍ୱବିଦ୍ୟାଳୟରୁ "Doctor of Law" ସମ୍ମାନ
* ମଙ୍ଗୋଲିଆ ସରକାରଙ୍କଠାରୁ ଜ୍ଞାନଗୁରୁ ସମ୍ମାନ
* Templeton Foundation ତରଫରୁ Templeton Award (1975)
୩୯,୦୫୬

ଗୋଟି ସମ୍ପାଦନା