"ଲଗାନ (୨୦୦୧ର ହିନ୍ଦୀ କଥାଚିତ୍ର)" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୩୧ କ ଧାଡ଼ି:
ଚଳଚ୍ଚିତ୍ରର ପ୍ରମୁଖ ଅଂଶ ଗୁଜରାଟର ପ୍ରାଚୀନ ଗ୍ରାମ ଭୁଜ ନିକଟରେ ଶୁଟିଂ କରାଯାଇଥିଲା । ଅକାଦମୀ ଆୱାର୍ଡ ପାଇଁ ମନୋନୀତ ହେବାରେ ଏହା ଥିଲା ମଦର ଇଣ୍ଡିଆ ପରେ ତୃତୀୟ ଚଳଚ୍ଚିତ୍ର ।
=== କାହାଣୀ ===
ଭାରତରେ ବ୍ରିଟିଶ ରାଜ ସମୟର ଏ କାହାଣୀ । ଗୁଜରାଟର ଚମ୍ପାନେର ଅଞ୍ଚଳରେ ତତ୍କାଳୀନ ବ୍ରିଟିଶ ଅଫିସର କ୍ୟାପଟେନ ଆଣ୍ଡୃ ରସେଲ ଚାଷୀଙ୍କ ଉପରେ ଅଧିକ ଲଗାଣ (କର) ଲଗାଇଲେ । ଲଗାତାର ଅନାବୃଷ୍ଟି ତଥା ଦାରିଦ୍ର୍ୟ ଯୋଗୁଁ ଗରୀବ ଚାଷୀ ଏହି ଲଗାଣ ଦେବାରେ ଅସମର୍ଥ ଥିଲେ । ଗାଁ ଲୋକେ ଭୁବନର
ଭୁବନର ସହୟୋଗୀ କେହି କିନ୍ତୁ ଏଥିରେ ରାଜି ନ ଥିଲେ । କାରଣ ସେମାନେ ଜାଣିଥିଲେ ଯେ କ୍ରିକେଟରେ ଇଁରେଜଙ୍କୁ ହରାଇବା କାଠିକର ପାଠ । ଭୁବନ କିନ୍ତୁ ନଛୋଡବନ୍ଧା । ସେ ବାଜି ଜିତିବ ଏବଂ ଗ୍ରାମବାସିଙ୍କୁ ଲଗାଣରୁ ମୁକ୍ତି ମିଳିବ । ଏହି ଆଶାରେ ସେ ପ୍ରତ୍ୟେକ ସହଯୋଗୀଙ୍କୁ ରାଜି କରାଇଛି, ଖେଳ ଶିଖାଇଛି । ଏଥିରେ ପରଦା ଆଢୁଆଳରେ ରହି କ୍ୟାପଟେନ ରାସେଲ ଭଉଣୀ ଏଲିଜାବେଥ ଭୁବନର ଦଳକୁ ଉତ୍ସାହିତ କରିଛନ୍ତି । ପରିଶେଷରେ ଅନେକ ଘାତ ଏବଂ ପ୍ରତିଘାତ ସହି ଭୁବନର ଦଳ ଖେଳରେ ବିଜୟଲାଭ କରିଛନ୍ତି ଏବଂ ଗ୍ରାମବାସୀ ଲଗାଣମୁକ୍ତ ହୋଇଛନ୍ତି ।
|