"ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬୫ କ ଧାଡ଼ି:
}}
 
'''ରାୟଗଡ଼ା''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ରାୟଗଡ଼ା ଜିଲ୍ଲା]]ର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ୧୯୯୨ ଅକ୍ଟୋବର ୨ ତାରିଖରୁ ରାୟଗଡ ଏକ ସ୍ବତନ୍ତ୍ରସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବାପରେ ରାୟଗଡ ଜିଲ୍ଲା ସଦର ମହକୁମା ଭାବେ ମାନ୍ୟତା ପାଇଛି । ବଣ, ପାହାଡ, ନଦୀ ଓ ଝରଣାରେ ଭରା ଏଇ ଜିଲ୍ଲା ମୁଖ୍ୟତଃ ଆଦିବାସୀଙ୍କ ବାସସ୍ଥଳୀ ।<ref name="dharitriepaper">{{cite web|title=Rayagada|url=http://www.dharitri.com/e-Paper/Rayagada/230518/p18-19.htm|accessdate=23 May 2018}}</ref>
 
==ଇତିହାସ==
ଖ୍ରୀଷ୍ଟପୁର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ରାଜତ୍ବରାଜତ୍ୱ ବେଳେ ଏହା କଳିଙ୍ଗ ଅଧୀନରେ ଥିଲା । ଗଙ୍ଗବଂଶୀ ଏବଂ ସୂର୍ଯ୍ୟବଂଶୀ ରାଜାମାନଙ୍କ ରାଜତ୍ବରାଜତ୍ୱ କାଳରେ ଏହା [[ଗୁଡାରି]] କଟକର କରଦ ରାଜା ଦାଦାର୍ଣ୍ଣବ ଦେବଙ୍କ ଅଧିନରେ ଥିଲା । ମୁକୁନ୍ଦଦେବଙ୍କ ପରାଜୟପରେ ନନ୍ଦପୁର ରାଜାଙ୍କ ଅଧୀନରେ ଏହା ୪୭ ବର୍ଷ ପାଇଁ ରହିଥିଲା । ଇଂରେଜ ଶାସନ ଅମଳରେ ଏହା ଜୟପୁର ରାଜାଙ୍କ ଅଧିନରେ ରହିଲା ଏବଂ ସ୍ବାଧୀନସ୍ୱାଧୀନ ଓଡ଼ିଶାରେ ଏହା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ ଥିଲା ।
 
ରାୟଗଡାର ବିଶିଷ୍ଟ ସମାଜସେବୀ ସ୍ବର୍ଗତସ୍ୱର୍ଗତ [[କୃଷ୍ଣଚନ୍ଦ୍ର ବକ୍ସିପାତ୍ର]] ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଥିଲେ ।
 
== ଜନସଂଖ୍ୟା ==
୭୬ କ ଧାଡ଼ି:
 
== ଭୂଗୋଳ ==
ନଦ ନଦୀ, ଝରଣା ଓ ପ୍ରପାତ ତଥା ଜଙ୍ଗଲରେ ଭରପୁର ଏହି ଜିଲ୍ଲାରେ ଆଦିବାସୀ ଜନସଂଖ୍ୟା ଅପେକ୍ଷାକୃତ ଅଧିକ । ରାୟଗଡ଼ାର ଭୋଗୋଳିକ ଅବସ୍ଥାନ ହେଉଛି, ଅକ୍ଷାଂଶ = ୧୯° ୧୦′ ୧୨″ ଉ:, ଦ୍ରାଘିମା = ୮୩° ୨୫′ ୧୨″ ପୂ: । ଏହାର ପଶ୍ଚିମ ଦିଗରେ ଝଂଜାବତି ନଦୀ ଏବଂ ପୂର୍ବରେ [[ନାଗାବଳୀ ନଦୀ]] ବହିଯାଉଅଛି । ସହରଟି ରାଜ୍ୟ ରାଜଧାନୀ ଭୂବନେଶ୍ବରଠାରୁଭୂବନେଶ୍ୱରଠାରୁ ୩୯୦କି.ମି.&nbsp; ଦୂରରେ ଅବସ୍ଥିତ ଏବଂ ଏହା ରେଳପଥଦ୍ବାରାରେଳପଥଦ୍ୱାରା [[ଭୁବନେଶ୍ବରଭୁବନେଶ୍ୱର]], [[ଜୟପୁର, କୋରାପୁଟ|ଜୟପୁର]], [[ବିଶାଖାପାଟଣା]], [[ରାୟପୁର]], [[କୋରାପୁଟ]], [[କୋଲକାତା]], [[ଚେନ୍ନାଇ]], [[ବାଙ୍ଗାଲୋର]], [[ମୁମ୍ବାଇ]], [[ହାଇଦରାବାଦ]] ଓ [[ଦିଲ୍ଲୀ]] ସହ ସଂଯୁକ୍ତ ।
 
==ଶିକ୍ଷା ଓ ସଂସ୍କୃତି==
ସହରସ୍ଥିତ [[ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ]] ଏବଂ [[ସରକାରୀ ଗୋପବନ୍ଧୁ ପୌର ଉଚ୍ଚ ବିଦ୍ୟାଳୟ, ରାୟଗଡ଼ା|ଗୋପବନ୍ଧୁ ମ୍ୟୁନିସିପାଲ ହାଇସ୍କୁଲ]].sri aurobinda intergal education center , aurobinda nagar. ଏଠାକାର ଶିକ୍ଷା ବିକାଶରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି । ଏହାଛଡା ୧୯୬୪ ମସିହାରେ ପ୍ରତିଷ୍ଠିତ ସରକାରୀ ବାଳିକା ବିଦ୍ୟାଳୟ ଏଠାକାର ନାରୀଶିକ୍ଷାରେ ପ୍ରଗତି ପାଇଁ ଚେଷ୍ଟିତ । ସ୍ଥାନୀୟ [[ଠକ୍କର ବାପା ଆଶ୍ରମ, ରାୟଗଡ଼ା|ଠକ୍କର ବାପା ଆଶ୍ରମ]] ପରିସରରେ ଅନୁସୂଚିତ ଉପଜାତିର ପିଲାଙ୍କ ପାଇଁ ପ୍ରାଇମେରୀ ବିଦ୍ୟାଳୟଟିଏ ରହିଅଛି । ଏଠାକାର ଅନ୍ୟାନ୍ୟ ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡିକ ହେଲା:-
* [[ରାୟଗଡ଼ା ସ୍ବୟଂଶାସିତସ୍ୱୟଂଶାସିତ ମହାବିଦ୍ୟାଳୟ]], ରାୟଗଡ଼ା
* ରାୟଗଡ ମହିଳା ମହାବିଦ୍ୟାଳୟ
* ସେଇଣ୍ଟ୍ ଜାଭିୟର ସ୍କୁଲ,
୯୮ କ ଧାଡ଼ି:
 
== ଦର୍ଶନୀୟ ସ୍ଥାନ==
ରାୟଗଡ଼ା [[ଦେବୀ ମଝିଘରିଆଣୀ ମନ୍ଦିର|ମା ମଝିଘରିଆଣୀ]]ଙ୍କ ପ୍ରାଚୀନ ପୀଠ ଅଟେ । ଏହି ପୀଠ ଏବେ ନୂତନ ରୂପରେ ଏକ ଦର୍ଶନୀୟ ସ୍ଥାନ ପାଲଟିଛି । ନାଗାବଳୀ ନଦୀର ଦୁଇପାର୍ଶ୍ବକୁଦୁଇପାର୍ଶ୍ୱକୁ ସଂଯୋଗ କରୁଥିବା [[ଝୁଲନ୍ତା ପୋଲ, ରାୟଗଡ଼ା|ଝୁଲନ୍ତା ପୋଲ]] ରାୟଗଡାର ଏକ ଦର୍ଶନୀୟ ସ୍ଥାନ<ref>[http://www.oddistricts.nic.in/district_profile/travel_and_tourism/tp_details.php?id=140 "Rayagada district websiteରେ ଚର୍ଚ୍ଚିତ ଝୁଲନ୍ତା ପୋଲ"]</ref>। ରାୟଗଡା ସହର ଉପକଣ୍ଠରେ [[ହାତୀପଥର, ରାୟଗଡ଼ା|ହାତୀପଥର]] ଏକଦା ଏକ ଦର୍ଶନୀୟ ସ୍ଥାନ ଥିଲା ।<ref name=Orienvis>{{cite web|title=Tourism|url=http://www.orienvis.nic.in/index1.aspx?lid=36&mid=1&langid=1&linkid=34|publisher=Tourism Department|accessdate=5 July 2015}}</ref> ଏତଦ୍‌ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା:-
* ରାଣୀଗୁଡା ନିକଟସ୍ଥ [[ମା ମଙ୍ଗଳା ମା ମନ୍ଦିର, ରାୟଗଡ଼ା|ମା ମଙ୍ଗଳା ମନ୍ଦିର]],
* [[ଜଗନ୍ନାଥ ମନ୍ଦିର, ରାୟଗଡ଼ା|ସ୍ଥାନୀୟ ଜଗନ୍ନାଥ ମନ୍ଦିର]],
୧୦୮ କ ଧାଡ଼ି:
 
ରାୟଗଡ଼ା ଆଖପାଖରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସବୁ ହେଲା:-
* ନିକଟବର୍ତ୍ତି [[ପଦ୍ମପୁର, ରାୟଗଡ଼ା|ପଦ୍ମପୁର]]ର [[ନୀଳକଣ୍ଠେଶ୍ବରନୀଳକଣ୍ଠେଶ୍ୱର ଶିବ ମନ୍ଦିର, ପଦ୍ମପୁର|ନୀଳକଣ୍ଠେଶ୍ବରନୀଳକଣ୍ଠେଶ୍ୱର ଶିବ ମନ୍ଦିର]] ଓ ଗାୟତ୍ରୀ ମନ୍ଦିର
* ନିକଟବର୍ତ୍ତି [[ବିଷମ କଟକ]]ର [[ମା ମାର୍କମା ମନ୍ଦିର]]
* ନିକଟବର୍ତ୍ତି [[ମୀନଝୋଲା, ଗୁଡ଼ାରୀ|ମୀନଝୋଲା]]ର ତିନିଟି ନଦୀର ସଙ୍ଗମ ସ୍ଥଳରେ ଥିବା ଶିବ ମନ୍ଦିର
* ନିକଟବର୍ତ୍ତି [[ଚାଟିକଣା]]ର ଜଳପ୍ରପାତ ଓ ଶିବ ମନ୍ଦିର
* ନିକଟସ୍ଥ ଭିମପୁରରେ ଥିବା [[ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର|ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ) ମନ୍ଦିର]] ।
* ନିକଟବର୍ତ୍ତି [[ପାଇକପଡ଼ା, ରାୟଗଡ଼ା|ପାଇକପଡା]]ର ପାତାଳେଶ୍ବରପାତାଳେଶ୍ୱର ଶିବ ମନ୍ଦିର,
* ନିକଟବର୍ତ୍ତି [[ଥେରୁବାଲି]]ର [[ଲକ୍ଷ୍ମୀନାରାୟଣ ମନ୍ଦିର, ଥେରୁବାଲି|ଲକ୍ଷ୍ମୀନାରାୟଣ ମନ୍ଦିର]] ଜିଲ୍ଲାର ଗୋଟିଏ ଗୋଟିଏ ଦର୍ଶନୀୟ ସ୍ଥାନ ।
* ନିକଟବର୍ତ୍ତି [[ସାଙ୍କେଶ]]ର ମନ୍ଦିର ଏବଂ ପ୍ରାକୃତିକ ଶୋଭା ।
 
==ଚର୍ଚ୍ଚିତ ବ୍ୟକ୍ତିତ୍ବବ୍ୟକ୍ତିତ୍ୱ==
* [[କୃଷ୍ଣଚନ୍ଦ୍ର ବକ୍ସିପାତ୍ର]]
* [[ପୂର୍ଣ୍ଣଚନ୍ଦ୍ର ବିଡିକା]]
"https://or.wikipedia.org/wiki/ରାୟଗଡ଼ା"ରୁ ଅଣାଯାଇଅଛି