"ମିସ ଓଡ଼ିଶା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୧ କ ଧାଡ଼ି:
===ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ ୨୦୧୪ ବିଜେତା===
ଏକ୍ସଆଇଏମବି ପରିସରରେ ଅନୁଷ୍ଠିତ ‘ମୁଁ ମିସ୍ ଓଡ଼ିଶା’ ଗ୍ରାଣ୍ଡ ଫିନାଲେରେ ଦାମନଯୋଡ଼ିର [[ଜ୍ୟୋତିର୍ମୟୀ ବଳ]] ‘ମୁଁ ମିସ୍ ଓଡ଼ିଶା’ ବିବେଚିତ ହୋଇଛନ୍ତି । ଭୁବନେଶ୍ୱରରେ ଏମ୍ବିଏ ପଢୁଥିବା ଜ୍ୟୋତିର୍ମୟୀ ମଡେଲିଂ କରୁଛନ୍ତି । ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ପାଇଁ ବି ସେ ପ୍ରସ୍ତୁତି କରିବେ ସୁଯୋଗ ମିଳଲେ ବଲିଉଡ୍ରେ କାମ କରିବେ ବୋଲି କହିଛନ୍ତି । <ref>http://sambadepaper.com/epaperpdf%5C23122014%5C23-md-bm-14.pdf</ref> ସେହିପରି ସଙ୍କଲପୁରର ପୂଜା ତ୍ରିପାଠୀ ପ୍ରଥମ ରନର୍ସ ଅପ ଓ ଜଗତସିଂହପୁରର [[ସୁପ୍ରିୟା ନାୟକ]] ଦ୍ୱିତୀୟ ରନର୍ସ ଅପ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ ନାୟିକା ଇଲିଆନା । ସେ ବିଜୟିନୀଙ୍କୁ ମୁକୁଟ ପିନ୍ଧାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଲିଉଡ ନାୟକ ସବ୍ୟସାଚୀ, ନାୟିକା ଅର୍ଚ୍ଚିତା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ନିର୍ଦେଶକ ଅବିନାଶ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । <ref>http://eodisha.org/jyotirmayee-bal-wins-title-mu-miss-odisha-2014-odisha-model-lifestyle/</ref>
===ମିସ ଓଡ଼ିଶା - ଓଡ଼ିଶା ସୁନ୍ଦରୀ ୨୦୧୫ ବିଜେତା===
ପ୍ରିୟଙ୍କା କୁମାରୀ ଗୁପ୍ତା, ମିସ ଓଡ଼ିଶା ୨୦୧୫ର ବିଜେତା, ଝାରଖଣ୍ଡ ଜନ୍ମିତ [[କିଟ
==ମିସ ଓଡ଼ିଶା-ଇଣ୍ଡିଆ==
ଏହା ମୁମ୍ବାଈ ସ୍ଥିତ ବେନେଟ କୋଲେମନ ଏଣ୍ଡ କୋ. ଲିମିଟେଡ ଏକ ବିଭାଗ ମିସ ଇଣ୍ଡିଆ ସଂଗଠନର ଓଡ଼ିଆ ସଂସ୍କରଣ ଅଟେ । ଓଡ଼ିଶା ପାଇଁ ଷ୍ଟାର ମେକର୍ସ ଏଣ୍ଡ ପ୍ରିଲୁଡ଼ ୩ ବର୍ଷ ପାଇଁ ଏହାର ଆଯୋଜନ କରିବା ପାଇଁ ଅନୁବନ୍ଧିତ ହୋଇଛନ୍ତି । ଏହାର ଓଡ଼ିଶା ଅଡିସନ ୫ଟି ସହରରେ ହେଉଛି: [[ରାଉରକେଲା]], [[ସମ୍ବଲପୁର]], [[କଟକ]], [[ପୁରୀ]], ଏବଂ [[
===ମିସ ଓଡ଼ିଶା-ଇଣ୍ଡିଆ ୨୦୧୫ ବିଜେତା===
[[ପ୍ରିୟଙ୍କା କୁମାରୀ]]
ସୁନ୍ଦର କେଶ - ମିସ ଅଞ୍ଜଳି ସିଂହ, ବେଷ୍ଟ ସ୍ମାଇଲ - ଶୁଭସ୍ମିତା ଜେନା, ବେଷ୍ଟ ଟ୍ୟାଲେଣ୍ଟ ଏବଂ ମିସ ସିନେ ଷ୍ଟାର - ରୂପାଲୀ ମଲିକ, ମିସ ବଡି ବିଉଟି - ପ୍ରିୟଙ୍କା କୁମାରୀ, ମିସ ଭିଭାକସ -
==ଆଧାର==
|