"ମାଟିର ମଣିଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୧୪ କ ଧାଡ଼ି:
| narrator =
| starring = [[ସୁଜାତା ଆନନ୍ଦ]], [[ଧୀର ବିଶ୍ୱାଳ]], [[ଭାନୁମତୀ ଦେବୀ]], [[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]]
| music = [[ଭୁବନେଶ୍ବରଭୁବନେଶ୍ୱର ମିଶ୍ର]]
| cinematography = ଶୈଳଜା ଚାଟାର୍ଜୀ
| editing =
୨୯ କ ଧାଡ଼ି:
'''ମାଟିର ମଣିଷ''', ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite web|title=Matira Manisha (Two Brothers)|url=http://mrinalsen.org/matira_manisha.htm|publisher=mrinalsen.org|accessdate=8 July 2016}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା । ଗୋପାଳ ଛୋଟରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । [[ମୃଣାଳ ସେନ]] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref>{{cite journal |last1=ହାଲି |first1=ଦିଲୀପ |title=୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା |journal=ଉତ୍କଳ ପ୍ରସଙ୍ଗ |date=1 August 2006 |url=http://magazines.odisha.gov.in/utkalprasanga/August2006/oriyapdf/63-65.pdf |accessdate=28 August 2018}}</ref><ref>{{cite journal |last1=ହାଲି |first1=ଦିଲୀପ |title=ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ |journal=ଉତ୍କଳ ପ୍ରସଙ୍ଗ |date=1 January 2008 |url=http://magazines.odisha.gov.in/utkalprasanga/2008/jan-2008/oriyapdf/22-24.pdf |accessdate=28 August 2018}}</ref>
 
[[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]], [[ଧୀର ବିଶ୍ୱାଳ]], [[ଦୁଃଖୀରାମ ସ୍ବାଇଁସ୍ୱାଇଁ]], [[ଭୀମ ସିଂ]], [[କାର୍ତ୍ତିକ ଘୋଷ]], ରାମ ମାଣିଆ, [[ସୁଜାତା ଆନନ୍ଦ]], [[ଭାନୁମତୀ ଦେବୀ]], ସ୍ନେହଲତା, ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
 
== ଅଭିନୟ ==
୩୫ କ ଧାଡ଼ି:
* [[ଶରତ ପୂଜାରୀ]]
* [[ଧୀର ବିଶ୍ୱାଳ]]
* [[ଦୁଃଖୀରାମ ସ୍ବାଇଁସ୍ୱାଇଁ]]
* [[ଭୀମ ସିଂ]]
* [[କାର୍ତ୍ତିକ ଘୋଷ]]
୪୮ କ ଧାଡ଼ି:
 
== ଗୀତ ଓ ସଙ୍ଗୀତ ==
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ଭୁବନେଶ୍ବରଭୁବନେଶ୍ୱର ମିଶ୍ର]] ।
 
== ଆଧାର ==