"ଭାସ୍କରେଶ୍ୱର ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୨ କ ଧାଡ଼ି:
ଭୁବନେଶ୍ୱରର ରବିଟକିସ ଛକରୁ ଦୟାନଦୀ ଦିଗରେ ଯାଇଥିବା ଟଙ୍କପାଣି ରୋଡ଼ର ବାମ ପାର୍ଶ୍ୱରେ ଭାସ୍କରେଶ୍ୱର ମନ୍ଦିର ଅବସ୍ଥିତ । ରବିଟକିସ ଛକରୁ ଏହାର ଦୂରତା ପ୍ରାୟ ୧.୫ କିଲୋମିଟର । ଏହା ନିକଟରେ ବ୍ରହ୍ମେଶ୍ୱର ମନ୍ଦିର ରହିଛି ।
== ସ୍ଥାପତ୍ୟ ==
ଭାସ୍କରେଶ୍ୱର ମନ୍ଦିର ଏକ ଦ୍ୱିତଳୀୟ ମନ୍ଦିର ଅର୍ଥାତ ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ଶୈଳୀ ଠାରୁ ଭିନ୍ନ । ଏହାର ପିଢ଼ା ବିମାନ ରହିଛି । ମନ୍ଦିର ଗର୍ଭଗୃହରେ ୨.୭୪ ମିଟର (ପ୍ରାୟ ୯ ଫୁଟ) ଉଚ୍ଚତାର ଶିବଲିଙ୍ଗ ରହିଛି,<ref>https://cityseeker.com/bhubaneswar/725202-bhaskareswar-temple</ref> ଯାହାଙ୍କୁ ମନ୍ଦିରର ଉଭୟ ତଳରୁ ଦେଖିହେବ । ମନ୍ଦିରର ଉତ୍ତର ଦିଗରେ ଥିବା ଏକ ଶିଡ଼ିଦ୍ୱାରା ଦ୍ବିତୀୟଦ୍ୱିତୀୟ ତଳକୁ ଯାଇହୁଏ । ପ୍ରଥମ ତଳରେ ବାହାରକୁ ଯିବାକୁ ଚାରିଦିଗରେ ଚାରିଟି ବାଟ ରହିଛି । ମନ୍ଦିରର ଉଭୟ ତଳ ପଞ୍ଚରଥ ଶୈଳୀରେ ନିର୍ମିତ । ପାର୍ଶ୍ୱଦେବତା ଭାବେ ଗଣେଶ, କାର୍ତ୍ତିକେୟ ଏବଂ ପାର୍ବତୀ ଅବସ୍ଥିତ । ସ୍ଥାନୀୟ ଲୋକଙ୍କ ବିଶ୍ୱାସାନୁଯାୟୀ ଶିବଲିଙ୍ଗର ପ୍ରତ୍ୟହ ଆକାର ବୃଦ୍ଧି ଘଟୁଛି ।<ref>http://indiancolumbus.blogspot.com/2015/11/bhaskareswar.html</ref>
== ଆଧାର ==
{{ଆଧାର}}