"ବ୍ୟଞ୍ଜନ ଦ୍ୱାଦଶୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Jnanabot ପୃଷ୍ଠାଟିକୁ ବ୍ୟଞ୍ଜନ ଦ୍ଵାଦଶୀରୁ ବ୍ୟଞ୍ଜନ ଦ୍ବାଦଶୀକୁ ଘୁଞ୍ଚାଇଲେ: ଵ |
ଟିକେ ବ/ୱ ଫଳା ବଦଳ |
||
୧ କ ଧାଡ଼ି:
[[ଓଡ଼ିଆ ପଞ୍ଜିକା]]ରେ [[ମାର୍ଗଶୀର]] ଶୁକ୍ଳ ପକ୍ଷ [[ଦ୍ୱାଦଶୀ]] ବ୍ୟଞ୍ଜନ
==କିମ୍ବଦନ୍ତୀ==
ମା’ [[ଯଶୋଦା]] ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି। ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ । ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା କ’ଣ କଲେ ନା ନିଜେ ରୋଷେଇ ଘରକୁ ଯାଇଁ ନାନାଦି ପ୍ରକାରର ପୁଷ୍ଟିକର ତଥା
ଶ୍ରୀ[[ଚୈତନ୍ୟ]] ମହାପ୍ରଭୁ ମଧ୍ୟ ବାଲ୍ୟକାଳରେ ନିଜ ମା’ଙ୍କ ପରଷା ବହୁବିଧ ଖାଦ୍ୟ ଖାଇଥିବାର ଶୁଣାକଥା ଅଛି । ଏହି ଦୁଇଟି ଶୁଣାକଥାକୁ ମିଶାଇ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ବ୍ୟଞ୍ଜନ
==ପାଳନ==
===ମାତାମଠ (ଗୌର ବିହାର ଆଶ୍ରମ), ପୁରୀ===
[[
http://m.huffingtonpost.in/entry/byanjan-dwadashi-krishna_n_1139264</ref> ପ୍ରତି ବର୍ଷ ଏ ଭୋଗ ସଂଖ୍ୟା ବଦଳିଥାଏ । କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯାଏ । ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି । ଏହି ଆଶ୍ରମରେ ପ୍ରତିବର୍ଷ ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି । ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର [[ଅନ୍ନ]], ୫୦ରୁ ଅଧିକ ପ୍ରକାରର [[ଡାଲି]], ୧୦୦ରୁ ଅଧିକ ପ୍ରକାର [[ତରକାରୀ]], ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି । ଆଶ୍ରମବାସୀ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ । ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ । ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ
===ଶ୍ରୀକ୍ଷେତ୍ର===
ଗୌର ବିହାର ବ୍ୟତୀତ [[ଶ୍ରୀକ୍ଷେତ୍ର]]ରେ [[ଶ୍ରୀମନ୍ଦିର]] ଓ ଅନ୍ୟାନ୍ୟ [[ମଠ]] [[ମନ୍ଦିର]]ରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଇଏ । [[ଜଗନ୍ନାଥ]], [[ବଳଭଦ୍ର]] ଓ [[ସୁଭଦ୍ରା]]ଙ୍କୁ ୪୦୦ରୁ ଅଧିକ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଏ ।
|