"ବୃହସ୍ପତି (ଜ୍ୟୋତିଷ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ବ/ୱ ଫଳା ବଦଳ
୧୯ କ ଧାଡ଼ି:
 
== ହିନ୍ଦୁ ଧର୍ମରେ ==
ଋଗ୍ବେଦଋଗ୍ୱେଦ ଅନୁଶାରେ ବୃହସ୍ପତିକୁ ଅଙ୍ଗିରସ ଋଷିଙ୍କ ପୁତ୍ର ବୋଲି ବିଶ୍ୱାସ କରାଯାଏ <ref>[[ऋग्वेद]] ४.४०.१</ref> ଏବଂ "ଶିବ ପୁରାଣ" ଅନୁଶାରେ ତାଙ୍କୁ ସୁରୁପର ପୁତ୍ର ବୋଲି ବିଶ୍ୱାସ କରାଯାଏ । ତାଙ୍କର ଦୁଇ ଭାଇ ଅଛନ୍ତି: "ଅତଥ୍ୟ" ଏବଂ ସମ୍ବର୍ତନ" । ତାଙ୍କର ତିନିଜଣ ପତ୍ନୀ ଅଛନ୍ତି । ପ୍ରଥମ ପତ୍ନୀ "ଶୁଭା", ସେ ସାତଜଣ ପୁତ୍ରୀ (ଭାନୁମତି, ରାକା, ଆର୍ଚିସ୍ମତି, ମହାମତି, ମହିଷ୍ମତି, ସିନିବଳୀ ଏବଂ ହବିଷ୍ମତିଙ୍କୁ) ଜନ୍ମ ଦେଇଥିଲେ । ଦ୍ୱିତୀୟ ପତ୍ନୀ "ତାରା", ଯାହାଙ୍କର ସାତଜଣ ପୁତ୍ର ଏବଂ ଜଣେ ପୁତ୍ରୀ ଅଛନ୍ତି ତଥା ତୃତୀୟ ପତ୍ନୀ "ମମତା"ଙ୍କ ଠାରୁ କଚ ଓ ଭରଦ୍ୱାଜ ନାମରେ ଦୁଇଜଣ ପୁତ୍ର ଜନ୍ମ ହୋଇଥିଲେ । ବୃହସ୍ପତି, ପ୍ରଭାସ ତୀର୍ଥର ତଟ ଭଗବାନ ଶିବଙ୍କର ଅଖଣ୍ଡ ତପସ୍ୟା କରି ଦେବଗୁରୁର ପଦବୀ ପାଇଥିଲେ । ସେତିକିବେଳେ ଭଗବାନ ଶିବ ପ୍ରସନ୍ନ ହୋଇ ତାଙ୍କୁ "ନବଗ୍ରହ"ରେ ଏକ ସ୍ଥାନ ଦେଇଥିଲେ । କଚ, ବୃହସ୍ପତିଙ୍କ ପୁତ୍ର ଥିଲେ କିମ୍ବା ଭ୍ରାତା, ଏହି ବିଷୟରେ ମତଭେଦ ରହିଛି । କିନ୍ତୁ ମହାଭାରତ ଅନୁଶାରେ "କଚ" ତାଙ୍କର ଭ୍ରାତା ଥିଲେ । ଭରଦ୍ୱାଜ ଗୋତ୍ରର ସମସ୍ତ ବ୍ରାହ୍ମଣ ତାଙ୍କ ବଂଶଜ ବୋଲି ବିଶ୍ୱାସ କରାଯାଏ ।
 
== ଜ୍ୟୋତିଷରେ ==