"ବଚେନ୍ଦ୍ରୀ ପାଲ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୨୨ କ ଧାଡ଼ି:
}}
'''ବଚେନ୍ଦ୍ରୀ ପାଲ''' (ଜନ୍ମ: ୨୪ ମେ ୧୯୫୪) [[ଏଭେରେଷ୍ଟ ଶୃଙ୍ଗ]]ରେ ପାଦ ଥାପିଥିବା ପ୍ରଥମ ଭାରତୀୟ ମହିଳା ।<ref name="britannica">{{cite web|url=http://www.britannica.com/EBchecked/topic/1912159/Bachendri-Pal|title=Bachendri Pal (Indian mountaineer) – Encyclopedia Britannica|accessdate=11 January 2014}}</ref>
ସେ ଏହି ସଫଳତା ପ୍ରାପ୍ତ କରିବାରେ
| url=http://www.jagran.com/jharkhand/west-singhbhum-9209830.html
| title= ବାଚେନ୍ଦ୍ରୀ ପାଲଙ୍କ ସମ୍ପର୍କରେ ଜାଣିବା କଥା
୩୪ କ ଧାଡ଼ି:
==ଜୀବିକା==
ବଚେନ୍ଦ୍ରୀଙ୍କ ପାଇଁ ପର୍ବତାରୋହଣର ପ୍ରଥମ ସୁଯୋଗ ତାଙ୍କୁ ୧୨ବର୍ଷ ବୟସ ହେଇଥିବା ବେଳେ ଆସିଥିଲା, ଯେତେବେଳେ ସେ ସ୍କୁଲର ସହପାଠୀମାନଙ୍କସହ ୪୦୦ମିଟର ଉଚ୍ଚର ଏକ ପାହାଡ଼ ଚଢ଼ିଥିଲେ । ୧୯୮୪ରେ ଭାରତର ଚତୁର୍ଥ ଏଭେରେଷ୍ଟ ଅଭିଯାନ ଆରମ୍ଭ ହେଲା । ଏହି ଅଭିଯାନ ପାଇଁ ଯେଉଁ ଦଳ ଗଠନ କରାଗଲା ସେଥିରେ ବଚେନ୍ଦ୍ରୀଙ୍କ ସମେତ ୭ ମହିଳା ଓ ୧୧ ପୁରୁଷଙ୍କୁ ନିଆଗଲା । ଏହି
==ସମ୍ମାନ/ପୁରସ୍କାର==
*ଭାରତୀୟ ପର୍ବତାରୋହଣ ଫାଉଣ୍ଡେସନରୁ ପର୍ବତାରୋହଣରେ ଉତ୍କର୍ଷତା ପାଇଁ
*[[ପଦ୍ମଶ୍ରୀ]], (୧୯୮୪)ରେ ସମ୍ମାନିତ।<ref>{{cite web|url=https://en.wikipedia.org/wiki/Padma_Shri_Awards_(1980–89)|title=ପଦ୍ମଶ୍ରୀ ପୁରସ୍କାର (୧୯୮୦-୮୯) - Wikipedia, the free encyclopedia|accessdate=19 Feb 2014}}</ref>
*[[ଉତ୍ତର ପ୍ରଦେଶ]] ସରକାରଙ୍କ ଶିକ୍ଷା
*[[ଅର୍ଜୁନ ପୁରସ୍କାର]] (୧୯୮୬) [[ଭାରତ ସରକାର]]ଙ୍କ
*[[କଲିକତା]] ଲେଡିଜ ଷ୍ଟଡି ଗ୍ରୁପ ପୁରସ୍କାର (୧୯୮୬)।
*[[ଗିନିଜ
* ଜାତୀୟ ଦୁଃସହସିକତା ପୁରସ୍କାର [[ଭାରତ ସରକାର]]
*[[ଉତ୍ତର ପ୍ରଦେଶ]]
*[[ହେମବତୀ ନନ୍ଦନ ବହୁଗୁଣା ଗଢବାଲ ବିଶ୍ୱବିଦ୍ୟାଳୟ]]ରୁ ପି. ଏଚ.ଡି.ର ଉତ୍ପାଧି (୧୯୯୭)।
*ସଂସ୍କୃତି ମନ୍ତ୍ରଣାଳୟ, [[ମଧ୍ୟ ପ୍ରଦେଶ]] ସରକାରଙ୍କ ତରଫରୁ ପ୍ରଥମ ବୀରାଙ୍ଗନା ଲକ୍ଷ୍ମୀବାଇ ରାଷ୍ଟ୍ରୀୟ ସମ୍ମାନ (୨୦୧୩-୧୪)<ref>{{cite web|url=http://news.oneindia.in/2013/06/22/bachendri-pal-gets-mp-rashtriya-samman-1243022.html|title=Bachendri Pal gets MP 'Rashtriya Samman' - News Oneindia|accessdate=19 Feb 2014}}</ref><ref>{{cite web|url=http://news.outlookindia.com/items.aspx?artid=801445|title=Bachendri Pal gets 'Rashtriya Samman' from MP Governor|accessdate=19 Feb 2014}}</ref>
|